ବିବାହିତ ଜୀବନର ରାଜ ଖୋଲିବ ରାଶି, ନିଜ ରାଶିରୁ ଜାଣନ୍ତୁ ବୈବାହିକ ଜୀବନର ସୀକ୍ରେଟ

ବାହାଘର ଏକ ଏମିତି ଜିନିଷ ଅଟେ ଯାହାକୁ କରିବା ପରେ ଆପଣଙ୍କ ଜୀବନରେ ବହୁତ ଚେଞ୍ଜସ ଦେଖିବାକୁ ମିଳିଥାଏ । ଏହା ଆପଣଙ୍କ ଜୀବନର ସବୁଠୁ ବଡ ଓ ମହତ୍ୱପୂର୍ଣ୍ଣ ସମୟ ହୋଇଥାଏ । ବାହାଘର ପରେ ଆପଣଙ୍କର ଏକ ନୂତନ ଜୀବନ ଆରମ୍ଭ ହୋଇଥାଏ । ଏମିତିରେ କେତେକ ଲୋକମାନଙ୍କର ମନରେ ଏହି ପ୍ରଶ୍ନ ଆସିଥାଏ କି ବାହାଘର ପରେ ସେମାନଙ୍କର ଜୀବନ କେମିତି ହେବ ?

ଏହି କଥାର ଧ୍ୟାନ ରଖି ଆଜି ଆମେ ଆପଣଙ୍କୁ ରାଶି ଗୁଡିକର ଆଧାରରେ ଆପଣଙ୍କର ବିବାହିତ ଜୀବନ ବିଷୟରେ କହିବୁ । ଏହି ସ୍ଥିତିରେ ଆପଣ ଜାଣି ପାରିବେ କି ଆପଣଙ୍କର ବୈବାହିକ ଜୀବନ କେମିତି କଟିବ ।

ମେଷ :

ବିବାହ ପରେ ଏମାନଙ୍କର ଜୀବନରେ ବିଭିନ୍ନ ଚେଞ୍ଜେସ ଆସିଥାଏ । କିନ୍ତୁ ବେଳେ ବେଳେ ଏମାନଙ୍କ ମଧ୍ୟରେ ଅଳ୍ପ ଝଗଡା ବି ହୋଇଥାଏ । ଦେଖିବାକୁ ଗଲେ ଏମାନଙ୍କର ବୈବାହିକ ଜୀବନ ସୁଖମୟ ରହିଥାଏ ।

ବୃଷ :

ଏମାନଙ୍କୁ ବାହାଘର ପରେ ଶଶୁର ଘରୁ ବହୁତ ଭଲ ପାଇବା ମିଳିଥାଏ । ଏମାନଙ୍କର ଭାଗ୍ୟ ଖୋଲିଯାଏ ଓ ଏମାନେ ଉନ୍ନତିର ରାସ୍ତାରେ ଚାଲିବାକୁ ଲାଗନ୍ତି । ଏମାନଙ୍କର ବୈବାହିକ ଜୀବନ ଐଶ୍ଵର୍ଯ୍ୟରେ ଭରପୁର ଥାଏ ।

ମିଥୁନ :

ବାହାଘର ପରେ ଏମାନେ ବହୁତ ବ୍ୟସ୍ତ ହୋଇ ଯାଆନ୍ତି । ଏହି କାରଣରୁ ପ୍ରାୟତଃ ଏମାନେ ଚିଡି ଯାଆନ୍ତି ଓ ନିଜ ପାର୍ଟନର ସହିତ ଝଗଡା ବି କରିବାକୁ ଲାଗନ୍ତି । କିନ୍ତୁ ଶେଷରେ ଦୁଇ ଜଣ ମିଶି ଯାଆନ୍ତି ।

କର୍କଟ :

ଏମାନଙ୍କର ଜୀବନରେ ବାହାଘର ପରେ ସ୍ଵାମୀ ସୁଖ ତ ଥାଏ କିନ୍ତୁ ଶଶୁର ଘରୁ ଦୁଃଖ ବି ମିଳିଥାଏ । ଏମିତିରେ ଏମାନଙ୍କୁ କିଛି ମହତ୍ତ୍ୱପୂର୍ଣ ନିର୍ଣ୍ଣୟ ନେବାକୁ ପଡିଥାଏ । ଯାହାକି ସମାଜର ଲୋକମାନଙ୍କୁ ପସନ୍ଦ ଆସେ ନାହିଁ ।

ସିଂହ :

ଏମାନଙ୍କର ବୈବାହିକ ଜୀବନ ସୁଖ ଓ ଦୁଃଖର କମ୍ବିନେଶନ ହୋଇଥାଏ ।

କନ୍ୟା :

ବାହାଘର ପରେ ଏମାନଙ୍କର ଖରାପ ଭାଗ୍ୟ ଭଲ ହୋଇଯାଏ । ଏମାନଙ୍କୁ ଉନ୍ନତି ତ ମିଳିଥାଏ କିନ୍ତୁ ଧୀରେ ଧୀରେ ମିଳିଥାଏ । ଏମାନଙ୍କୁ ନିଜ ପାର୍ଟନର ଠାରୁ ବହୁତ ଭଲ ପାଇବା ମିଳିଥାଏ ।

ମକର :

ଏହି ଲୋକମାନେ ବିବାହ କରିବା ପରେ ଦୁଃଖର ସାମନା ଅଧିକ କରନ୍ତି । କିନ୍ତୁ ନିଜର ବୁଦ୍ଧିମତା ଦ୍ଵାରା ଏମାନେ ତାହାକୁ ସମାଧାନ ବି କରି ଦିଅନ୍ତି ।

ତୁଳା :

ଏମାନଙ୍କୁ ନିଜର ଜୀବନ ସାଥୀ ଠାରୁ ଧୋକା ମିଳିବାର ଚାନ୍ସ ଅଧିକ ରହିଥାଏ । ଏମିତିରେ ଏହି ରାଶିର ଲୋକମାନଙ୍କୁ ନିଜ ପାର୍ଟନର ଉପରେ ଅଧିକ ନଜର ରଖିବା ଉଚିତ ।

ଧନୁ :

ଏହି ରାଶିର ଲୋକମାନେ ବିବାହ ପରେ ନା ହିଁ ସୁଖୀ ରୁହନ୍ତି ଓ ନା ହିଁ ଦୁଃଖୀ ରୁହନ୍ତି । ଏମାନଙ୍କର ଜୀବନ ସାମାନ୍ୟ ରୂପରେ ଚାଲିଥାଏ ।

ବିଛା :

ଏମାନଙ୍କୁ ବିବାହ ପରେ ବହୁତ ଏନଜୟ କରିବାକୁ ଚାନ୍ସ ମିଳିଥାଏ । ଜୀବନରେ ଯେଉଁ ଜିନିଷ ଏମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ, ତାହା ଏମାନଙ୍କୁ ବିବାହ ପରେ ମିଳିଥାଏ ।

କୁମ୍ଭ :

ବାହାଘର ପରେ ଏମାନଙ୍କ ଜୀବନରେ ସୁଖ ନିଶ୍ଚିତ ଆସିଥାଏ, କିନ୍ତୁ ସେଥିରେ କିଛି ବର୍ଷର ସମୟ ଲାଗିଥାଏ । ସନ୍ତାନ ହେବା ପରେ ଏମାନଙ୍କୁ ସୁଖ ମିଳିଥାଏ ।

ମୀନ :

ଏହି ରାଶିର ଲୋକମାନେ ବିବାହ କରି ବହୁତ ସନ୍ତୁଷ୍ଟ ରହିଥାନ୍ତି । ସମସ୍ତ କାମ ଏମାନଙ୍କର ମର୍ଜୀ ମୁତାବିକ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।