ଜଣଙ୍କ ନାଁ ଭାବି ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ସେ ଆପଣଙ୍କୁ ଭଲ ପାଆନ୍ତି କି ନାହିଁ- Love Quiz Game

ପ୍ରେମ ଏହି ଶବ୍ଦଟିର ସଜ୍ଞା ବହୁତ ବ୍ୟାପକ । ପ୍ରେମ ହିଁ ଜୀବନ ପ୍ରେମ ହିଁ ଭଗବାନ ଏହି ଉକ୍ତିଟିକୁ ସମସ୍ତେ ଭଲ ଭାବରେ ଜାଣିଥିବେ । ପ୍ରେମ ଭାବନା ଦ୍ଵାରା ଗୋଟେ ଦେଶକୁ ଆଉ ଦେଶ ଜିତିପାରେ । ଗୋଟେ ରାଜ୍ୟ ଆଉ ଗୋଟେ ରାଜ୍ୟକୁ ଜିତିପାରେ । ଗୋଟେ ବ୍ୟକ୍ତି ଆଉ ଗୋଟେ ବ୍ୟକ୍ତିକୁ ଜିତିପାରେ । ଏହି ପ୍ରେମ ଭାବନା ସବୁ ବ୍ୟକ୍ତିଙ୍କ ପାଖରେ ଥିବା ନିହାତି ଆବଶ୍ୟକ । ଏହା ଦ୍ଵାରା ଜୀବନର ମୂଲ୍ୟବୋଧ ଜାଣିହୁଏ ।

ପ୍ରେମ ଭାବନା ନ ଥିଲେ ବ୍ୟକ୍ତିର ଜୀବନ ଦୁର୍ବିସହ ହୋଇପଡେ । ଏଥିପାଇଁ ଭାବନା ସମସ୍ତଙ୍କ ପାଖରେ ଥିବା ଦରକାର । ଏହି ପ୍ରେମ ଭବନା ଦ୍ଵାରା ଆପଣ ଅନୁଭବ କରିପାରିବେ କି କେହି ଆପଣକୁ ସତ ପ୍ରେମ କରୁଛି କି ନାହିଁ । ଏହି କ୍ରମରେ ଆଜି ଆମେ ଆପଣଙ୍କ ପାଇଁ ଏକ ଲଭ କୁଇଜ ଗେମ ନେଇ ଆସିଛୁ । ଯେଉଁଥିରେ ଆପଣ ନିଜର ଜୀବନସାଥିଙ୍କ ନାଁ ମନରେ ଚିନ୍ତା କରି ଗୋଟିଏ ନମ୍ବର ବାଛନ୍ତୁ ଓ ଏହା ପରେ ଜାଣନ୍ତୁ କି ଆପଣଙ୍କ ସାଥି ଆପଣଙ୍କୁ କେତେ ଭଲ ପାଉଛନ୍ତି ।

ନମ୍ବର ୧

ଯଦି ଆପଣ ନମ୍ବର୧କୁ ବାଛିଛନ୍ତି ତେବେ ସେ  ଆପଣଙ୍କୁ ବହୁତ ପ୍ରେମ କରୁଛନ୍ତି । ଏତେ ପ୍ରେମ କରୁଛନ୍ତି କି ସେ ଆପଣଙ୍କ ବୀନା ରହିପାରିବେ ନାହିଁ ।

ନମ୍ବର ୨

ଯଦି ଆପଣ ନମ୍ବର ୨ କୁ ବାଛିଛନ୍ତି ତେବେ  ସେ ଆପଣଙ୍କ ପାଇଁ କିଛି ବି କରିପାରନ୍ତି କାହିଁକି ନା ଜୀବନରେ ଯେତେ କଷ୍ଟ ଆସିଲେ ମଧ୍ୟ ସେ ଆପଣଙ୍କ ପାଇଁ କିଛି ବି କରିବା ପାଇଁ ପଛେଇବେ ନାହିଁ ।

ନମ୍ବର ୩

ଯଦି ଆପଣ ନମ୍ବର ୩କୁ ବାଛିଛନ୍ତି ତେବେ ସେ ଆପଣଙ୍କୁ ଯେ କୌଣସି ପରିସ୍ଥିତିରେ ଥିଲେ ମଧ୍ୟ ପାଇବାକୁ ଇଚ୍ଛା କରନ୍ତି । ଏମିତି କି ଆପଣ ଗରିବ କିମ୍ବା ଧନି ହୋଇଥାନ୍ତୁ । ଆପଣ କଳା ହୋଇଥାନ୍ତୁ କି ଆପଣ ଗୋରା ହୋଇଥାନ୍ତୁ । ହୃଦୟ ହ୍ରୁଦୟକୁ ଚିହ୍ନେ ଏଥିପାଇଁ ଆପଣ ଯେଉଁ ପରିସ୍ଥିତିରେ ଥାଆନ୍ତୁ ନା କାହିଁକି ସେ ଆପଣଙ୍କୁ ଭଲ ପାଇଥାନ୍ତି ।

ନମ୍ବର ୪

ଯଦି ଆପଣ ନମ୍ବର ୪  କୁ ବାଛିଛନ୍ତି  ତେବେ ଆପଣ ଯେଉଁ ବ୍ୟକ୍ତିଙ୍କୁ ମନେ ମନେ ଭଲ ପାଉଛନ୍ତି ତାଙ୍କୁ ଆପଣଙ୍କ ମନ କଥା କହିବା ପାଇଁ ଭୟ କରନ୍ତି । ଆପଣ ସବୁବେଳେ ଆପଣଙ୍କ ପ୍ରେମିକକୁ ବହୁତ ପ୍ରାଧାନ୍ୟ ଦେଇଥାନ୍ତି ।  ଆପଣ ଟିକିଏ ଭାବୁକ ଓ ଲାଜକୁଳା ଅଟନ୍ତି ।

ନମ୍ବର ୫

ଆପଣ ଯଦି ନମ୍ବର ୫ କୁ ବାଛିଛନ୍ତି ତେବ ଆପଣ ଏକ ସଚ୍ଚୋଟ ପ୍ରେମୀ ଅଟନ୍ତି । ଆପଣ ଯାହାକୁ ବି ପ୍ରେମ କରନ୍ତି ତାକୁ ନିଜ ଠାରୁ ବି ଅଧିକ ମନ ଦେଇ ପ୍ରେମ କରିଥାନ୍ତି । ଆପଣ ସବୁବେଳେ ତାଙ୍କ କଥା ଭାବି ଭାବି ଦିନ ବିତାଇ ଥାନ୍ତି । ଆପଣଙ୍କ ଦୁଇଜଣଙ୍କ ମଧ୍ୟରେ ପ୍ରେମର ପ୍ରଗାଢତା ଦୃଢ ଥାଏ ।

ନମ୍ବର ୬

ଯଦି ଆପଣ ନମ୍ବର ୬ କୁ ବାଛିଛନ୍ତି ତେବେ ଆପଣ ଯାହାକୁ ବି ପ୍ରେମ କରନ୍ତି ପୁରା ହୃଦୟର ସହିତ ପ୍ରେମ କରିଥାନ୍ତି । ଆପଣ ଜଣେ ନିର୍ମଳ ହୃଦୟର ବ୍ୟକ୍ତି ଅଟନ୍ତି ।

ନମ୍ବର ୭

ଯଦି ଆପଣ ନମ୍ବର ୭ କୁ ବାଛିଛନ୍ତି ତେବେ ଆପଣ ନିଜର ସାଥିଙ୍କୁ ବହୁତ ପ୍ରାଧାନ୍ୟ ଦେଇଥାନ୍ତି । ଦୁନିଆରେ ସେ ଆପଣଙ୍କ ଛଡା ଆଉ କିଛି ଭାବନ୍ତି ନାହିଁ  । ସେ ସବୁ କିଛି ଆପଣଙ୍କୁ ସମର୍ପିତ କରିଦେଇଛନ୍ତି ।

ନମ୍ବର ୮

ଯଦି ଆପଣ ୮ ନମ୍ବର କୁ ବାଛିଛନ୍ତି ତେବେ ଆପଣଙ୍କ ପ୍ରେମିକ ସହ ଭଲ ପାଇବା ଅଛି ସେଥିପାଇଁ ଆପଣଙ୍କୁ ସେ ବହୁତ ଜଲ୍ଦି ପରପୋଜ କରିବାକୁ ଚାହୁଞ୍ଚନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।