ଜନ ଧନ ଆକାଉଣ୍ଟ ଥିଲେ ଏବେ ହିଁ ପଢି ନିଅନ୍ତୁ ଏହି ଖବର, କେବଳ ଏହି ଗୋଟିଏ ଛୋଟିଆ ଭୁଲ ପାଇଁ କଟି ଯାଇପାରେ ଟଙ୍କା

ଜନଧନ ଆକ୍କାଉଣ୍ଟ ଦେଶର ସବୁ ଜାଗାରେ ଅନେକ ଲୋକଙ୍କ ଖୋଲିଛନ୍ତି। ଏହି ଅକ୍କାଉଣ୍ଟ ଧାରି ଲୋକଙ୍କୁ  ମହଙ୍ଗା ପଡୁଥିଲା  । ଏହାର କାରଣ ହେଉଛି କିଛି ବ୍ଯାଙ୍କ ସୀମିତ ଟ୍ରାଜାକ୍ସନ ଉପରେ ୨୦ ପଇସାର ଚାର୍ଜ କାଟୁଥିଲେ । ଏହି ଚାର୍ଜ “BSBDA” ଆକ୍କାଉଣ୍ଟରେ  ୪ ଥର ରୁ  ଅଧିକ ଧନରାଶି ଆଦାନ ପ୍ରଦାନ ହେଲେ ମାତ୍ରେ ଚାର୍ଜ  ଆଦାୟ କରାଯାଉଥିଲା । ଏହି କାରଣରୁ ଲୋକଙ୍କୁ ଡିଜିଟାଲ କାରବାର ମହଙ୍ଗା ପଡୁଥିଲା । ଏଥିପାଇଁ ଗ୍ରାହକକୁ ଅନେକ ଅସୁବିଧାର ସମୁଖିନ ହେବାକୁ ପଡୁଥିଲା । “ଆଇ ଆଇ ଟି’ ବମ୍ବେର  ଗଣିତ ବିଭାଗର ଏକ ଅଧ୍ୟାପକ  ଆଶିଷ ଦାସ ନିଜର ରିପୋର୍ଟରେ ଦର୍ଶାଇଛନ୍ତି କି ଅନ୍ୟ  ବ୍ଯାଙ୍କ ଆକ୍କାଉଣ୍ଟ ଟ୍ରାଜାକ୍ସନ  ତୁଳନାରେ,”BSBDA”ଆକ୍କାଉଣ୍ଟରୁ  ଅଧିକ ଋଣ ଆଦାୟ କରାଯାଉଥିଲା  ।

ଏହି ରିପୋର୍ଟ ଅନେକ ବିବରଣୀ ପ୍ରଦାନ କରୁଛି ଯାହା ଆଗରୁ ଜନସାଧାରଣଙ୍କ ଆଗରେ ପ୍ରକାଶ ପାଇ ନଥିଲା।”ଆଶିଷ ଦାସ”ଙ୍କ ରିପୋର୍ଟରେ  ଦର୍ଶା ଯାଇଛିକି ପ୍ରତେକ ମାସକୁ ୪ ରୁ ଅଧିକ ଡେବିଟ ହେଲେ ବ୍ଯାଙ୍କ ଦ୍ଵାରା ୧୭.୭ ଟଙ୍କା  ପ୍ରତେକ ଡେବିଟ ପିଛା କଟୁଥିଲା  ।

୨୦୧୫ ଓ ୨୦୨୦ ଭିତରେ ଏଭଳି ୧୨ କୋଟି ଖାତାରୁ ଅତି  କମ୍ ରେ ୩୦୦ କୋଟି ଟଙ୍କା ଆଦାୟ  ହୋଇଥିଲା ।ସେହି ଭଳି “ପଞ୍ଜାବ ନେସନାଲ” ବ୍ଯାଙ୍କ ମଧ୍ୟ ୩.୯ କୋଟି
ଆକ୍କାଉଣ୍ଟରୁ ୯.୯ କୋଟି ଟଙ୍କା ଆଦାୟ  କରାଯାଇଥିଲା  । ଏହା ଛଡା ଅନ୍ୟ ପ୍ରକାର ଆକ୍କାଉଣ୍ଟରୁ ୨୦୨୧ ରେ  ୨୦ ଟଙ୍କା ପ୍ରତେକ ଡେବିଟ ରେ ଆଦାୟ କରିବା ପାଇଁ ନିସ୍ପତି ନେଇଥିଲା ବ୍ଯାଙ୍କ।

ବ୍ଯାଙ୍କର ଏହିପରି କରିବାର କାରଣ ଥିଲା ,”RBI” ର ନୂଆ ସ୍କିମ । ଯେତେବେଳେ ସ୍କିମ ଅନୁସାରେ ପ୍ରତ୍ୟକ ମାସରେ କେବଳ ୪ ଥର ଉଇଡ୍ରାଲ କରିବାର ଅନୁମତି ପ୍ରଦାନ କରାଗଲା । ଏହା ପରେ ବ୍ଯାଙ୍କ ଏହା ମାନି ନେଇ ଚାଲିବାରେ ଲାଗିଲା କି ଏହି ସିମ୍ମିତ ସମୟ UPI କିମ୍ବା RUPAY କାର୍ଡ ମାଧ୍ୟମରେ ପଇସା ବାହାର କଲେ ଲାଗୁ ହେବ ।

ଯାହା ଦ୍ଵାରା ଅନେକ ଲୋକଙ୍କ ଖାତାରୁ ପ୍ରତେକ ଧନରାଶି  ଆଦାନ ପ୍ରଦାନ  ସମୟରେ ଅନେକ ପଇସା କଟିଯାଉଥିଲା । ମାତ୍ର ଯଦି ଆମେମାନେ “RBI” ନିୟମାବଳି ଉପରେ ନଜର ଦେବା ତେବେ, ବ୍ଯାଙ୍କ ଏହି ସେବା ଉପରେ କୌଣସି ଚାର୍ଜ ଲାଗୁ କରିପାରିବ ନାହିଁ । କେତେକ ବ୍ଯାଙ୍କ ଗ୍ରାହକଙ୍କ ଏହି ୪ ଟି ଡେବିଟ ହେବା  ପରେ ଗ୍ରାହକଙ୍କ   ଆକ୍କାଉଣ୍ଟକୁ ବ୍ଲକ କରି ଦେଇଥିଲେ ।

ଏହି ଅସୁବିଧାର ସମାଧାନ ପାଇଁ “RBI” ବ୍ଯାଙ୍କକୁ ୨୦୧୯ ରେ ଅନୁମତି ଦେଲା କି ୪ ଥରରୁ ଅଧିକ  ଧନରାଶି ଆଦାନ ପ୍ରଦାନ ହେଲା ପରେ ହିଁ ବ୍ଯାଙ୍କ ଚାର୍ଜ କାଟି ପାରିବ । ବ୍ଯାଙ୍କ ଏହାକୁ ସ୍ଵୀକାର କରି  ୨୦୧୯ ରୁ  ନିୟମ ଲାଗୁ ମଧ୍ୟ କରି ଦେଲା । ଯେତେବେଳେ କି ଏହା ବିଷୟରେ ଉଚିତ ତର୍କ ଅବଶ୍ୟକ ଥିଲା ସେତେବେଳେ ସବୁ ନୀରବ ଥିଲେ । ତେବେ ଅପଣଙ୍କ ମତ କଣ ? ଜନ ଧନ ଯୋଜନା ମଧ୍ୟମରେ”BSBDA” ଲୋକକ ସହ ଏମିତି କରିବା କେତେ ମାତ୍ରାରେ ଠିକ ଅଟେ । ଯଦି ଆପଣଙ୍କୁ ଅମର ଏହି ସୂଚନା ଭଲ ଲାଗେ ତେବେ ନିଶ୍ଚୟ ଗୋଟେ ଲାଇକ କରନ୍ତୁ।