ଚୀନର ବର୍ବାଦି ନିଶ୍ଚିତ, ଭାରତ, ଆମେରିକା, ଅଷ୍ଟ୍ରେଲିଆ କାହା କାହା ସହିତ ଯୁଦ୍ଧ କରିବ ଡ୍ରାଗନ, ଜାଣନ୍ତୁ ପୁରା ଘଟଣା

ବର୍ତ୍ତମାନ ସାରା ଦେଶରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି । ଏହା ଦିନକୁ ଦିନ ବଢି ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଔଷଧ କିମ୍ବା ଟୀକା ବାହାର କରାଯାଇ ନାହିଁ । ସାରା ଦେଶ ଏହା ମହାମାରୀ ବିରୁଦ୍ଧରେ ଟୀକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ଭାରତ ମଧ୍ୟ ଏଥିରେ କାମ କରୁଛି । ଭାରତ ପକ୍ଷରୁ ବହୁତ ଶୀଘ୍ର ଏହାର ଖୁସି ଖବର ମିଳିପାରେ । ଏହି ମହାମାରୀ ଚୀନର ବୁହାନ ସହରରୁ ହିଁ ସୃଷ୍ଟି ହୋଇଛି । କିନ୍ତୁ ଚୀନ ଏହାକୁ ମାନିବା ପାଇଁ ପ୍ରସ୍ତୁତ ନୁହେଁ ।

ସାରା ଦୁନିଆକୁ କରୋନା ଦେଇଥିବା ଚୀନ ବର୍ତ୍ତମାନ ଯୁଦ୍ଧର ପ୍ରସ୍ତୁତ କରୁଛି । ଚୀନର ରାଷ୍ଟ୍ରପତି ନିଜେ ତାଙ୍କର ସେନା ମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି । ଚୀନ ଯେଉଁ ଭଳି କାମ କରୁଛି ଏଥିରେ ତାହା ନିଶ୍ଚିନ୍ତ ଭାବେ ନଷ୍ଟ ହୋଇଯିବ । ସୂଚନା ମିଳିଛି କି ଚୀନ କେବଳ ଭାରତ ସହିତ ନୁହେଁ ବରଂ ଆମେରିକା, ତାଇୱାନ ଏବଂ ଅଷ୍ଟ୍ରେଲିଆ ସହିତ ମଧ୍ୟ ଯୁଦ୍ଧ କରିବ ବୋଲି ଜଣାଯାଉଛି । ଚୀନ ଏହି ଦେଶ ଗୁଡିକୁ ଯୁଦ୍ଧ ପାଇଁ ମଧ୍ୟ ଧମକ ଦେଇଛି । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି କି ଶେଷରେ ଚୀନ କାହା କାହା ସହିତ ଯୁଦ୍ଧ ଲଢିବ ?

ପ୍ରଥମେ ଚୀନ ସାରା ଦୁନିଆରେ କରୋନା ଭାଇରସ ବିସ୍ତାର କଲା ଏବଂ ବର୍ତ୍ତମାନ ସେ ଏହି ସ୍ଵାର୍ଥରେ ଅଛି କି ବହୁତ ଶୀଘ୍ର ସେ ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ କରିବ । ତାର ବିସ୍ତାର ନୀତି ଏହା ସୂଚନା ଦେଉଛି । ଚୀନ ଆମେରିକା କୁ ଦକ୍ଷିଣ ଚୀନ ସାଗରରେ ଯୁଦ୍ଧ କରିବା ପାଇଁ ଉତ୍ସାହିତ କରୁଛି । ସିକିମର ସୀମା ଉପରେ ଭାରତ ସହିତ ଚାପ ସୃଷ୍ଟି କରୁଛି ।

କେବଳ ଏତିକି ହିଁ ନୁହେଁ ଚୀନ ଗତକାଲି ଅଷ୍ଟ୍ରେଲିଆ କୁ ମଧ୍ୟ ଯୁଦ୍ଧ ପାଇଁ ଧମକ ଦେଇଛି । ଯେଉଁଥି ପାଇଁ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହେବାରେ ଦେଖା ଯାଇଛି । ତାଇୱାନ ଉପରେ ଚୀନ ସାମରିକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।