ଯାହାଙ୍କୁ ଯାହାଙ୍କୁ ଆମେ ଭଲ ପାଉଛେ ତାଙ୍କ ସହିତ କଠୋର ବ୍ୟବହାର କରିବା ଆବଶ୍ୟକ ହୋଇଥାଏ ! ଜାଣନ୍ତୁ କଣ କୁହନ୍ତି ଶ୍ରୀ କୃଷ୍ଣ – Krishna Vani

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଶ୍ରୀକୃଷ୍ଣ ଙ୍କ ବାଣୀ ରେ ଥିବା କିଛି ଏଭଳି ମହତ୍ତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ଯାହା ସମଗ୍ର ମାନବ ସମାଜ ର କଲ୍ୟାଣ ସାଧନ କରିଥାଏ ଏବଂ ଏହି ସମ୍ବନ୍ଧରେ ସମସ୍ତ ଙ୍କୁ ଜାଣିବା ଆବଶ୍ୟକ । ବନ୍ଧୁଗଣ ‘ସମ୍ପର୍କ’ ହେଉଛି ଏଭଳି ଏକ ଭାବ, ଯାହା ଅତ୍ୟନ୍ତ ବିଚିତ୍ର ହୋଇଥାଏ । ଏହା ତ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଜାଣିଥିବେ । ଆମେ ଆମ ଜୀବନରେ ସମ୍ପର୍କୀୟ ମାନଙ୍କୁ ନେଇ ହିଁ ଆଗକୁ ବଢ଼ିଥାଉ ।

ଆମେ ସର୍ବଦା ସେମାନଙ୍କୁ ପ୍ରସନ୍ନ ରଖିବା ନିମନ୍ତେ ମଧ୍ୟ ପ୍ରୟାସ କରିଥାଉ । ଏଥି ନିମନ୍ତେ ଆମେ ଖୁବ ପରିଶ୍ରମ ମଧ୍ୟ କରିଥାଉ । ଆମେ ସର୍ବଦା ସେମାନଙ୍କ ମୁଖ ରେ ହସ ଦେଖିବାକୁ ଚାହିଁଥାଉ ଏବଂ ସେମାନଙ୍କ ସମସ୍ତ ଇଚ୍ଛା କୁ ପୂର୍ଣ୍ଣ କରିବାକୁ ସମ୍ପୂର୍ଣ୍ଣ ଭାବରେ ପ୍ରଚେଷ୍ଟା କରିଥାଉ ।

କିନ୍ତୁ ବନ୍ଧୁଗଣ ବେଳେବେଳେ ଏହା ଆବଶ୍ୟକ ହୋଇଥାଏ ଯେ, ଯାହା ସହିତ ଆମର ସମ୍ପର୍କ ରହିଛି ତାଙ୍କୁ କିଛି କ୍ଷେତ୍ରରେ ରୋକିବା ଅଥବା ଅଟକାଇବା ଏବଂ ସେମାନଙ୍କ ମାର୍ଗ ରେ ବାଧା ସୃଷ୍ଟି କରିବା ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆପଣ ମାନେ ଭାବୁଥିବେ ଯେ, ଏହା କିପରି ସମ୍ଭବ? ଯାହା ସହିତ ଆମର ସମ୍ପର୍କ ଅଛି ଏବଂ ଯାହାକୁ ଆମେ ପ୍ରେମ କରୁଛୁ, ତାଙ୍କ ମାର୍ଗ ରେ ବାଧା କାହିଁକି ଆବଶ୍ୟକ ? ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ନଦୀରେ ଆସୁଥିବା ଏକ ଛୋଟ ଓ ସାମାନ୍ୟ ସେତୁ ତା’ର ପ୍ରବାହ କୁ ତୀବ୍ର କରି ଦେଇଥାଏ ।

ତେଣୁ ଆମେ ମଧ୍ୟ ଯାହାକୁ ପ୍ରେମ କରିଥାଉ ସେମାନଙ୍କ ଆଲୋଚନା ଆବଶ୍ୟକ ହୋଇଥାଏ । କାରଣ ଏପରି କରିବା ଦ୍ୱାରା ସେମାନେ ନିଜ ମଧ୍ୟରେ ଥିବା କମଜୋରି କୁ ସୁଧାରି ପାରିବେ ଏବଂ ନିଜର ଶକ୍ତିର ବେଗ କୁ ବଢାଇବେ ଏବଂ ଜୀବନରେ ସଫଳତା ର ମାର୍ଗ ରେ ଅଗ୍ରସର ହୋଇ ସଫଳତା ହାସଲ କରିବେ ।

ତେବେ ବନ୍ଧୁଗଣ ଏହା ଥିଲା ଶ୍ରୀକୃଷ୍ଣ ଙ୍କ ବାଣୀରେ ଥିବା କିଛି ମହତ୍ତ୍ୱପୂର୍ଣ୍ଣ ତଥା ମାନବ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ । ଯାହା ବିଶ୍ୱ ରେ ଥିବା ପ୍ରତ୍ୟେକ ଜନ ସାମଜ ଏହାକୁ ନିଜ ଜୀବନରେ ଉପଯୋଗ କରିବା ଆବଶ୍ୟକ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବା ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।