ଏତେ ବର୍ଷ ରେ ଯାହା ଧୋନି କରି ପାରିନଥିଲେ, ତାହା ରାହୁଲ କିଛି ମ୍ଯାଚରେ ହିଁ କରି ଦେଖାଇଛନ୍ତି

ରାହୁଲ ଦ୍ରାବିଡ ଙ୍କ ପରେ କେ ଏଲ ରାହୁଲ ମଧ୍ୟ ତାଙ୍କ ପରି ଖେଳାଳୀ ଯିଏ ଦ୍ଵିତୀୟ ଭାରତୀୟ ୱିକେଟ୍ କିପର୍ ଭାବେ ଏସିଆ ବାହାରେ ଶତକୀୟ ପାରି ଖେଳିଛନ୍ତି । ରାହୁଲ ଦ୍ରାବିଡ ୧୯୯୯ ୱର୍ଲଡ୍ କପ୍ ରେ ଶ୍ରୀଲଙ୍କା ର ଖିଲାପ ରେ ଟାଁଣ୍ଟନ ରେ ୧୪୫ରନ୍ ଯାଏ ଖେଳିଥିଲେ । ଟିମ୍ ଇଣ୍ଡିଆ ର ୱିକେଟ୍ କିପର୍ କେ ଏଲ ରାହୁଲ ନ୍ୟୁଜଲ୍ୟାଣ୍ଡ ବିପକ୍ଷର ୩ ମ୍ୟାଚ ସିରିଜ୍ ର ଶେଷ ୱାନ ଡେ ଇଣ୍ଟରନେସନାଲ ରେ ୧୧୨ ରନ୍ ଯାଏ ଖେଳୀ ଥିଲେ ।

ଏସିଆ ରୁ ବାହାର ଭାରତ ତରଫରୁ ୱାନ ଡେ ସେଞ୍ଚୁରୀ ଲଗେଇବା ରାହୁଲ ଦ୍ଵିତୀୟ ୱିକେଟ୍ କିପର୍ ଖେଳାଳୀ ।

ମହେନ୍ଦ୍ର ସିଂ ଧୋନି କଥା କୁହାଯାଏ ତ ସେ ୱାନ ଡେ ଇଣ୍ଟରନେସୋନାଲ ରେ ୧୦ ସେଞ୍ଚୁରୀ କରିଥିଲେ, କିନ୍ତୁ ଏସବୁ ଏସିଆ ମଧ୍ୟ ରେ କରିଥିଲେ। ରାହୁଲ ଦ୍ରାବିଡଙ୍କ ପରେ କେ ଏଲ ରାହୁଲ ମଧ୍ୟ ଏମିତି କରି ଥିବା ଖେଳାଳୀ ଅଟନ୍ତି ।

ଶେଷରେ ବିରାଟ, ଧୱନ, ସିଦ୍ଧୁ କୁ ପଛରେ ପକାଇ, ଏହି ମାମଲା ରେ ହେଲେ ନଂବର୍ ୧

ମହେନ୍ଦ୍ର ସିଂ ଧୋନି ୩୫୦ ୱାନ ଡେ ଇଣ୍ଟରନେସୋନାଲ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ୨୯୭ ୱିକେଟ୍ ରେ ୧୦,୭୭୩ ରନ୍ କରିଥିଲେ ଓ ୧୦ ସେଞ୍ଚୁରି ଲଗେଇଥିଲେ। ସେ ବିଶାଖାପାଟଣା, ଜୟପୁର, ଚେନ୍ନାଇରେ ଦୁଇ, କରାଚି, ନାଗପୁର ରେ ଦୁଇ , ଢାକା, ମୋହାଲି, ଓ କଟକ ରେ ଶତକୀୟ ପାରି ଖେଳିଥିଲେ । କିନ୍ତୁ ଏସବୁ ଏସିଆ ବାହାରେ ନଥିଲା । ରାହୁଲ ଅଷ୍ଟ୍ରେଲିଆ ବିପରୀତ ରେ ୩ ଟି ମ୍ୟାଚ ର ୱାନ ଡେ ସିରିଜ୍ ପାଇ ୱିକେଟ୍ କିପର୍ ଖେଳାଳୀ ହେଇ ଖେଳିବା ଆରମ୍ଭ କରିଥିଲେ ।

NZ vs IND ଇଆନ୍ ଚେପଲ୍ କୁ ପଛରେ ପକାଇ ଶ୍ରେୟଶ ଆୟର କରିଥିଲେ ୱର୍ଲଡ୍ ରେକର୍ଡ ।

ଅଷ୍ଟ୍ରେଲିଆ ବିପରୀତ ୱାନ ଡେ ସିରିଜ୍ ର ପ୍ରଥମ ମ୍ୟାଚ ରେ ପନ୍ତ ଆହତ ହେଇଥିବାରୁ ସେ ୱିକେଟ୍ କିପର ହୋଇଥିଲେ। ସେ ୬ଷ୍ଠ ମ୍ୟାଚ୍ ରେ ଏମିତି ଖେଳିଥିଲେ ଯେ ମହେନ୍ଦ୍ର ସିଂ ଧୋନି, ଋଷଭ ପନ୍ତ ଓ ଦିନେଶ କାର୍ତ୍ତିକ ଭି କରିପାରିନଥିଲେ ।