Health Tips- କେଉଁ ବି କମଜୋରି ଚକ୍କର ଆସିବା ହାତ ଗୋଡ ଶରୀରର ଦରଜ, ରକ୍ତ ହୀନତା, ସବୁ କିଛି ୪ ଥରରେ ମୂଳରୁ ହେଇଯିବ ଭଲ, କେବଳ କରିବାକୁ ହେବ ଏହି ସହଜ କାମ

ଆଜି ଆମେ ଥଣ୍ଡା ଦିନରେ ସେବନ କରାଯାଉଥିବା ବହୁତ ହିଁ ପୌଷ୍ଟିକ ଦ୍ଵାରା ଭପୁର ଖାଦ୍ୟ ପଦାର୍ଥ ବିଷୟରେ କଥାବାର୍ତ୍ତା କରିବୁ । କହିବାକୁ ଗଲେ ଆମେ ଖଜୁରୀ ବିଷୟରେ କଥାବାର୍ତ୍ତା କରୁଛୁ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଖଜୁରୀ ଆମର ଶରୀରକୁ ବହୁତ ଶକ୍ତି ପ୍ରଦାନ କରିଥାଏ । ଏହା ସହିତ ଖଜୁରୀର ସେବନ ଦ୍ଵାରା ବିଭିନ୍ନ ରୋଗରୁ ବି ମୁକ୍ତି ମିଳିଥାଏ । ଆପଣ ଖଜୁରୀକୁ ଫ୍ରେସ କିମ୍ବା ଖରାରେ ଶୁଖାଇ ବି ଖାଇ ପାରିବେ ।

ଖଜୁରୀ ଯେକିକି ସ୍ଵାଦିଷ୍ଟ ହୋଇଥାଏ ତାହା ଠାରୁ ଅଧିକ ଏହା ପୌଷ୍ଟିକ ଗୁଣ ଦ୍ଵାରା ବି ଭରପୁର ହୋଇଥାଏ । ଖଜୁରୀ ଭିତରେ ଭରପୁର ପରିମାଣରେ କ୍ୟାଲସିୟମ, ପୋଟାସିୟମ, ମ୍ଗାଂସିୟମ, ଫସପରସ, ଜିଙ୍କ ଓ ଆଇରନ ବି ଥାଏ ।

ଏଥିରେ ଫାଇବାର, କାଇବ୍ରୋହାଇଡ୍ରେଡ, ଭିଟାମିନ ବି ଅଛି । ଖଜୁରୀରେ ଭିଟାମିନ ସି ଓ ଆଇରନ ପ୍ରଚୁର ପରିମାଣରେ ଥାଏ । ଯେଉଁ କାରଣରୁ ଶରୀରରେ ରକ୍ତହୀନତାର ସମସ୍ୟା ହୁଏ ନାହିଁ । ଏହା ସହିତ ଯାହାକୁ ଏନିମିଆର ସମସ୍ୟା ଅଛି ଅର୍ଥାତ ଯାହାର ହିମୋଗ୍ଲୋବିନ କମ ରହିଥାଏ ଯେଉଁ କାରଣରୁ ଶରୀରରେ କମୋଜର ଓ କ୍ଳାନ୍ତ ଅନୁବହବ କରନ୍ତି ସେମାନଙ୍କୁ ଖଜୁରୀ ଖାଇବା ଉଚିତ । ଯେଉଁମାନଙ୍କର ଶରୀରର ବହୁତ ଅଧିକ ପାତଳା ଅଟେ ତାଙ୍କୁ ବି ଖଜୁରୀ ଖାଇବା ଉଚିତ ।

ଖଜୁରୀ ଆପଣଙ୍କର ଶରୀରର ଓଜନ ବଢାଇବାରେ ବି ସାହାର୍ଯ୍ୟ କରିବ । ଏହା ଆମର ହୃଦୟ ପାଇଁ ବି ଭଲ ହୋଇଥାଏ । ଏହା ସହିତ ଆପଣଙ୍କର ଚିନ୍ତା ବି କମ ହେବ । ଏହା ସହିତ ଆପଣଙ୍କର ସମରଣ ଶକ୍ତି ବି ବଢିବ । ଖଜୁରୀ ଆମର ହଜମ ପ୍ରକ୍ରିୟା ପାଇଁ ବି ବହୁତ ଭଲ ହୋଇଥାଏ । ପେଟ ସଫା କରିବାରେ ବି ସାହାର୍ଯ୍ୟ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବି ବଢିଥାଏ । ସବୁଦିନ ଖଜୁରୀ ଖାଇବା ଦ୍ଵାରା ଆପଣଙ୍କର ସ୍କ୍ରିନରେ ଗ୍ଲୋ ଆସିଥାଏ ।

ଯଦି କାହାକୁ ଶରୀରରେ ବ୍ୟଥା ଅଛି ତେବେ ସେମାନଙ୍କୁ ନିଶ୍ଚିତ ରୂପରେ ଖଜୁରୀ ଖାଇବା ଉଚିତ । ଗର୍ଭବତ୍ତୀ ମହିଳାମାନଙ୍କ ପାଇଁ ବି ଏହା ଏକ ପୌଷ୍ଟିକ ଖାଦ୍ୟ ପଦାର୍ଥ ଅଟେ । ବର୍ତ୍ତମାନ ଚଲାନ୍ତୁ ଜାଣିବା ଖଜୁରୀ କେଉଁଳି ଭାବରେ ସେବନ କରିବେ । ଖଜୁରୀ ସେବନ କରିବାର ସବୁଠୁ ଭଲ ଉପାୟ ହେଉଛି ଏହାକୁ କ୍ଷୀରରେ ମିଶ୍ରଣ କରି ସେବନ କରିବା । ଗୋଟିଏ ପାତ୍ରରେ ଗୋଟିଏ ଗ୍ଳାସ କ୍ଷୀର ଓ ଅଧ ଗ୍ଳାସ ପାଣି ଢାଳି ଦିଅନ୍ତୁ ।

ଏହା ସହିତ ଏଥିରେ ୪ – ୫ଟି ଖଜୁରୀର ମଞ୍ଜିକୁ ବାହାର କରି ଏଥିରେ ପକାଇ ଦିଅନ୍ତୁ । ଏହା ପରେ କ୍ଷୀରକୁ ଗରମ କରନ୍ତୁ ଯାହା ଦ୍ଵାରା ଏଥିରେ ଥିବା ପାଣି ମରିଯିବ ଓ ଖଜୁରି ଏହି କ୍ଷୀରରେ ମିଶିଯିବ । ଏହି କ୍ଷୀରକୁ ସବୁଦିନ ସକାଳ ସେବନ କରିବା ଉଚିତ । ନଚେତ ଆପଣ ସନ୍ଧ୍ୟା ସମୟରେ ବି ସେବନ କରି ପାରିବେ । ଆପଣ କ୍ଷୀର ସହ ସେବନ ନ କରି ପାରିଲେ ମଧ୍ୟ ସକାଳେ ଖାଇବା ପରେ ୪ – ୫ ଟି ଖଜୁରୀ ସେବନ କରି ପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।