୪ ଜୁଲାଇରୁ ଆରମ୍ଭ ହେବ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା, ରାଶି ଅନୁସାରେ କରନ୍ତୁ ଏହି ମନ୍ତ୍ରର ଜପ, ସବୁ ସମସ୍ୟା ହେବ ଦୂର

ଭଗବାନ ଜଗନ୍ନାଥଙ୍କର ରଥଯାତ୍ରା ସବୁ ବର୍ଷ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥିକୁ ଆରମ୍ଭ ହୋଇଥାଏ । ଏହି ଯାତ୍ରାରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରଥ ଉପରେ ବିରାଜ ମାନ କରାଯାଇଥାଏ । ଜଗନ୍ନାଥଙ୍କର ରଥକୁ ଭକ୍ତମାନଙ୍କ ଦ୍ଵାରା ଟଣା ଯାଇଥାଏ । ଏହି ରଥ ଗୁଡିକ ଗୁଣ୍ଡିଚା ମନ୍ଦିରକୁ ଯାଇଥାଏ । ଏହା ପରେ ଗୁଣ୍ଡିଚା ମନ୍ଦିରରେ ଭଗବାନ ଜଗନ୍ନାଥ, ବଲଭଦ୍ର ଓ ଦେବୀ ସୁଭଦ୍ରା ସାତ ଦିନ ବିଶ୍ରାମ କରନ୍ତି ।

ଏହି ମନ୍ଦିରଟି ଭଗବାନ ଜଗନ୍ନାଥଙ୍କର ମାଉସୀ ମାଙ୍କଘର ଅଟେ । ସାତ ଦିନ ବିଶ୍ରାମ କରିବା ପରେ ଜଗନ୍ନାଥ, ବଲଭଦ୍ର ଓ ଦେବୀ ସୁଭଦ୍ରା ମାତା ପୁଣି ଥରେ ଶ୍ରୀ ମନ୍ଦିରକୁ ଫେରି ଯାଆନ୍ତି । ଜଗନ୍ନାଥଙ୍କର ଫେରିବା ଯାତ୍ରାକୁ ବାହୁଡା ଯାତ୍ରା ବୋଲି କୁହାଯାଏ । ରଥଯାତ୍ରା ଓ ବାହୁଡା ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥାନ୍ତି ।

ଗୁଣ୍ଡିଚା ମନ୍ଦିରର ସହ ଜଡିତ କଥା

ଗୁଣ୍ଡିଚା ମନ୍ଦିର ସହ ଜଡିତ କଥା ଅନୁସାରେ ଏହି ସ୍ଥାନରେ ଦେବତା ଶିଲ୍ପୀ ବୀଶ୍ୱକର୍ମା ଭଗବାନ ଜଗନ୍ନାଥ, ବଲଭଦ୍ର ଓ ଦେବୀ ସୁଭଦ୍ରାଙ୍କର ପ୍ରତିମା ଗୁଡିକୁ ପ୍ରସ୍ତୁତ କରିଥିଲେ ଓ ପରେ ଏହି ପ୍ରତିମାକୁ ପୁରୀ ମନ୍ଦିରରେ ରଖା ଯାଇଥିଲା ।

୪ ଜୁଲାଇରେ ଆରମ୍ଭ ହେବ ରଥଯାତ୍ରା

ଏହି ବର୍ଷ ରଥାଯାତ୍ରା ଜୁଲାଇ ମାସର ୪ ତାରିଖରେ ଆରମ୍ଭ ହେବ । ଏହି ଯାତ୍ରା ବିଶ୍ଵ ପ୍ରସିଦ୍ଧ ଅଟେ ଓ ସବୁ ବର୍ଷ ରାଥଯାତ୍ରାରେ ଦୁନିଆର କୋଣ ଅନୁକୋଣର ଲୋକମାନେ ଆସି ଏଥିରେ ସାମିଲ ହୁଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଯାତ୍ରା ସହ ଜଡିତ ଏକ କଥା କହିବୁ । ଯଦି ଆପଣ ନିଜ ରାଶି ହିସାବରେ ତଳେ କୁହାଯାଇଥିବା ମନ୍ତ୍ରକୁ ଜପ କରିବେ ତେବେ ଭଗବାନ ଜଗନ୍ନାଥ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ତାଙ୍କର ଆଶୀର୍ବାଦ ମିଳିବ ।

ନିଜ ରାଶି ହିସାବରେ ଜରନ୍ତୁ ଏହି ମନ୍ତ୍ରର ଜପ –

ମେଷ ରାଶି :

ଓଁ ପଧାୟ ଜଗନ୍ନାଥାୟ ନମ :

ବୃଷ ରାଶି :

ଓଁ ଶିଖିନେ ଜଗନ୍ନାଥାୟ ନମ :

ମିଥୁନ ରାଶି :

ଓଁ ଦେବାଧିଦେବ ଜଗନ୍ନାଥାୟ ନମ :

କର୍କଟ ରାଶି :

ଓଁ ଅନଂତାୟ ଜଗନ୍ନାଥାୟ ନମ :

ସିଂହ ରାଶି :

ଓଁ ବୀଶ୍ୱରୂପେଣ ଜଗନ୍ନାଥାୟ ନମ :

କନ୍ୟା ରାଶି :

ଓଁ ବୀଷ୍ଣୱେ ଜଗନ୍ନାଥାୟ ନମ :

ତୁଲା ରାଶି :

ଓଁ ନାରାୟଣ ଜଗନ୍ନାଥାୟ ନମ :

ବିଛା ରାଶି :

ଓଁ ଚତୁମୂର୍ତି ଜଗନ୍ନାଥାୟ ନମ :

ଧନୁ  ରାଶି :

ଓଁ ରତ୍ନନାଭ : ଜଗନ୍ନାଥାୟ ନମ :

ମକର ରାଶି :

ଓଁ ଯୋଗୀ ଜଗନ୍ନାଥାୟ ନମ:

କୁମ୍ଭ ରାଶି :

ଓଁ ବୀଶ୍ୱମୂର୍ତୟେ ଜଗନ୍ନାଥାୟ ନମ :

ମୀନ ରାଶି :

ଓଁ ଶ୍ରୀପତି ଜଗନ୍ନାଥାୟ ନମ :

ଉପରେ ଦିଆ ଯାଇଥିବା ମନ୍ତ୍ରକୁ ୨୧ ଥର ଜପ କରନ୍ତୁ । ଏହାକାଉ ଜପ କରିବା ସମୟରେ ନିଜ ସାମ୍ନାରେ ଦୀପ ଜଳାନ୍ତୁ ।  ଏହା ଛଡା ଅପାନ ତଳେ ଦିଆ ଯାଇଥିବା ମନ୍ତ୍ରକୁ ୩୧ ଥର ଜପ କରିବା ଦ୍ଵାରା ବହୁତ ଶୁଭ ଫଳ ମିଳିଥାଏ ।

ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ।

ବଳଭଦ୍ର ସୁଭଦ୍ରାଭ୍ୟାମ୍ ଜଗନ୍ନାଥାୟ ତେ ନମଃ ।।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।