KBC: ଯଦି ଏହି ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଥାନ୍ତେ ତ କୋଟିପତି ହୋଇ ଯାଇଥାନ୍ତେ ଏହି ମହିଳା, କଣ ଆପଣ ଜାଣିଛନ୍ତି ଏହାର ଉତ୍ତର ? ଦେଖନ୍ତୁ

କହିବାକୁ ଗଲେ ଦେଶ ଓ ଦୁନିଆରେ ବିଭିନ୍ନ ପ୍ରକାର ଶୋ ଚାଲୁଅଛି ଓ ଲୋକମାନେ ସେହି ଶୋ କୁ ପସନ୍ଦ ବି କରୁଛନ୍ତି । ସେଥି ମଧ୍ୟର ସବୁଠୁ ଭିନ୍ନ ଗୋଟିଏ ଶୋ ଅଟେ ଯାହାର ନାମ ଅଟେ ‘କୌନ ବନେଗା କରୋଡ଼ପତି’ । ଏହି ଶୋ କୁ ଅମିତାଭ ବଚ୍ଚନ ବହୁତ ସମୟ ହେବ ଚଳାଇ ଆସୁଛନ୍ତି । ଏହା ବହୁତ ହିଟ ଶୋ ଅଟେ । କିନ୍ତୁ ଯେତେବେଳେ ଆମେ ଏହି ସିଜିନର କଥାବାର୍ତ୍ତା କରିବା ତେବେ ଏହି ସିଜିନ ବି ବହୁତ ହିଟ ହେଉଛି ଓ ଲୋକମାନଙ୍କର ହୃଦୟକୁ ବି ଜିତୁଛି ।

ବର୍ତ୍ତମାନ ଏହି ଶୋ ର ୧୧ ତମ ସିଜିନ ଚାଲୁଅଛି ଓ ଅମିତାଭ ବଚ୍ଚନ ଏହି ଶୋ ମାଧମୟରେ ଦେଶକୁ ନୂଆ ନୂଆ କୋଟିପତି ଦେଉଛନ୍ତି ଓ ଏହା ମଧ୍ୟରେ ଏହି ଚାନ୍ସ ଚରଣା ଗୁପ୍ତା ନାମକ ଏକ ମହିଳାକୁ ବି ମିଳିଛି । କହିବାକୁ ଗଲେ ଚରଣା ଗୁପ୍ତା ଏକ ଲେବର ଇନ୍ସ୍ପେକ୍ଟର ଅଟନ୍ତି ଓ ସେ ହଟ ସିଟ ଉପରେ ବସି ବହୁତ ଭଲ ଖେଳିଛନ୍ତି । ସେ ପ୍ରଥମରୁ ସମସ୍ତ ପ୍ରଶ୍ନର ଉତ୍ତର ଠିକ ଦେଇ ଚାଲୁଥିଲେ ଓ ନଗତ ରାସୀ ବି ଜିତୁ ଥିଲେ । କିନ୍ତୁ ସେସ ପ୍ରଶ୍ନକୁ ଯାଇ ଅଟକି ଗଲେ । କଣ ସେହି ପ୍ରଶ୍ନ ଥିଲା ? ଚାଲନ୍ତୁ ଜାଣିବା ।

ପ୍ରଶ୍ନ ଥିଲା ‘୧୯୪୪ରେ ଟୋଂଗବୀ ଯୁଧ୍ୟ କେଉଁ ବର୍ତ୍ତମାନର ରାଜଧାନୀ ସହର ପାଖରେ ହୋଇଥିଲା ?’ ଏହାର ୪ଟି ଅପସନ ଥିଲା : ଈଟାନଗର, ଇମ୍ଫାଲ, ଗୁହାୱଟୀ, କୋହିମା । ଏହି ପ୍ରଶ୍ନକୁ ଶୁଣି ସଙ୍ଗେ ସଙ୍ଗେ ଚରଣା ଗୁପ୍ତା ଗେମକୁ ଛାଡି ଦେଲେ ଓ ଯେତିକି ରାଶି ଜିତି ଥିଲେ ସେତିକି ହିଁ ରାଶି ନେଇ ଯାଇଥିଲେ । କହିବାକୁ ଗଲେ ଏହି ପ୍ରଶ୍ନର ଉତ୍ତର ଅଟେ ‘ଇମ୍ଫାଲ’ ।

ଏହିଭଳି ଭାବରେ ସେ କୋଟିପତି ହେବାର ଚାନ୍ସକୁ ହରାଇ ବସିଲେ । କିନ୍ତୁ ଏହା ସହିତ ସେ ଏକ ଭଲ ସ୍ଟେଜକୁ ପହଞ୍ଚି ଯାଇଛନ୍ତି । ଯେଉଁଠି ସେ ଏହି ସିଜିନର ସବୁଠୁ ଅଧିକ ଟଙ୍କା କେବିସିରୁ ନେଇ ଘରୁ ଯାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ହୋଇ ଯାଇଛନ୍ତି । ଏଥିପାଇଁ ତାଙ୍କୁ ସମସ୍ତେ ବହୁତ ପ୍ରଶଂସା ବି କରୁଛନ୍ତି । କହିବାକୁ ଗଲେ ବର୍ତ୍ତମାନ ତ ଆହୁରି ବି ଲୋକମାନେ ଖେଳିବେ । ଦେଖା ଯାଉ ସେମାନଙ୍କ ମଧ୍ୟରେ କିଏ କୋଟିପତି ହୋଇ ପାରୁଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।