ଯଦି ପରିସ୍ରା କରିବା ପରେ ବି ପଡୁଛି ଦୁଇ ଚାରି ବୁନ୍ଦା, ତେବେ ଆପଣଙ୍କୁ ହୋଇପାରେ ଏହି ଗମ୍ଭୀର ରୋଗ

ଆଜିକାଲି ଚିନ୍ତାପୂର୍ଣ୍ଣ ଜୀବନରେ ଲୋକମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ଭୁଲି ଯାଆନ୍ତି । ଯେଉଁ କାରଣରୁ ଜାଣି ଶୁଣି କିମ୍ବା ଅଜଣତାରେ ଲୋକମାନେ କେତେକ ରୋଗର ଶିକାର ହୋଇ ଯାଆନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ରୋଗ ବିଷୟରେ କହିବାକୁ ଯାଉଛୁ, ଯାହା ଦଶ ଜଣଙ୍କ ମଧ୍ୟରୁ ତିନି ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଏଠାରେ ଆମେ କ୍ୟାନ୍ସର ଭଳି ଗମ୍ଭୀର ରୋଗ ବିଷୟରେ କଥା ହେଉଛୁ ଯାହା ପୁରୁଷମାନଙ୍କ ଠାରୁ ଅଧିକ ମହିଳାମାନଙ୍କ ମଧ୍ୟରେ ଦେଖା ଯାଇଥାଏ ।

କହିଦେଉଛୁ କି ହର୍ମୋନ ଅସନ୍ତୁଳନ, ଚିନ୍ତା ଓ ଖରାପ ଖାଦ୍ୟପାନ କାରଣରୁ ମହିଳାମାନଙ୍କ ମଧ୍ୟରେ ଏହି ରୋଗ ବଢିବାକୁ ଲାଗେ । ଏମିତିରେ ଆଜି ଆମେ ଆପଣଙ୍କୁ ଏହାର ଆରମ୍ଭର ଲକ୍ଷଣ ଓ ଏହାର ଘରେଲୁ ଉପାୟ ବିଷୟରେ କହିବାକୁ ଯାଉଛୁ ।

କ୍ୟାନ୍ସର ର ଲକ୍ଷଣ କିଛି ଏହି ପ୍ରକାରର ଅଟେ

୧. ବାରମ୍ବାର ପରିସ୍ରା ଲାଗିବା

୨. ନିୟମିତ ରୂପରେ ପୀରିୟଡ ନ ଆସିବା

୩. ପରିସ୍ରା କରିବା ପରେ ବି ଦୁଇ ଚାରି ବୁନ୍ଦା ପୁଣି ଥରେ ଆସିବା

୪. ପେଟରେ ଯନ୍ତ୍ରଣା ହେବା ଓ ପେଟା ଭାରି ଲାଗିବା

୫. ଗ୍ୟାସ ଓ ଥଣ୍ଡା ଜର ଲାଗି ରହିବା

ଯଦି ଆପଣଙ୍କୁ ଏହି ସବୁ ଲକ୍ଷଣ ନିଜ ମଧ୍ୟରେ ଦେଖା ଯାଉଛି ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ । କିନ୍ତୁ ଏହା ପୂର୍ବରୁ ଆପଣ ଏହି ଘରେଲୁ ଉପାୟକୁ ବି କରି ପାରିବେ ।

୧. ଆପଣଙ୍କୁ କହିଦେଉଛୁ କି ଅଦାରେ ବହୁତ ଔଷଧୀୟ ଗୁଣ ଥାଏ । ଏମିତିରେ ମହିଳାମାନଙ୍କ ପାଇଁ ଅଦାର ସେବନ କରିବା ବହୁତ ଲାଭଦାୟକ ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସବୁଦିନ ଅଦାର ସେବନ କରିବା ଦ୍ଵାରା ଓବେରିୟନ କ୍ୟାନ୍ସର ସହିତ ଅନ୍ୟ କେତେକ ରୋଗର ନାଶ ହୋଇଥାଏ ।

୨. ଏହା ଛଡା ଭୋଜନରେ ଅଜୱାଇନର ବ୍ୟବହାର କରିବା ବି ବହୁତ ଲାଭଦାୟକ ହୋଇଥାଏ । କହିଦେଉଛୁ କି ଏହା ଦ୍ଵାରା କ୍ୟାନ୍ସର ର ସେଲ୍ସ କମି ଯାଇଥାଏ । କିନ୍ତୁ ଏହାକୁ ସମିତି ମାତ୍ରାରେ ହିଁ ବ୍ୟବହାର କରିବେ ।

୩. କହିଦେଉଛୁ କି ଖସାର ମଞ୍ଜିରେ ଫାଇବର ଥାଏ । ଯାହା କ୍ୟାନ୍ସର ଭଳି ଭୟାନକ ରୋଗ ସହିତ ଲଢିବା ପାଇଁ ସାହାର୍ଯ୍ୟ କରିଥାଏ । ସେଥିପାଇଁ ଖସା ତେଲର କିଛି ବୁନ୍ଦା କ୍ଷୀରରେ ଢାଳି ପିଅନ୍ତୁ ।

ଯଦି ଆପଣ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ସାବଧାନ ହୋଇ ଚଳିବା ଦରକାର ଓ ନିଜର ଖାଦ୍ୟ ପେୟ ଉପରେ ବି ଧ୍ୟାନ ଦେବା ଦରକାର । ତେବେ ଯାଇ ଆପଣ ଏହି ରୋଗରୁ ମୁକ୍ତି ପାଇ ପାରିବେ ।