ଯଦି ଆପଣଙ୍କ ଘରେ ଅଛି ଏହି ଗଛ, ତେବେ କେହିବି ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ

ନମସ୍କାର ବନ୍ଧୁମାନେ ଆପଣ ସମସ୍ତଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆମ ଦେଶରେ ବହୁତ ଗଛଲତା ଅଛି ଏବଂ ସବୁ ଗଛଲତାର କିଛି ନା କିଛି ମହତ୍ଵ ଅବଶ୍ୟ ଅଛି । ବହୁତ ଗଛ ଏମିତି ବି ଅଛି ଯାହାକୁ କୌଣସି କାର୍ଯ୍ୟରେ ଲଗା ଯାଇଥାଏ । କିନ୍ତୁ ଆମେ ଆଜି ଯେଉଁ ଗଛ ବିଷୟରେ କହିବାକୁ ଯାଉଛୁ ତାହ ଆପଣଙ୍କୁ ବହୁତ ସକରାତ୍ମକ ଊର୍ଜା ପ୍ରଦାନ କରିବାରେ ସାହାର୍ଯ୍ୟ କରିବ । ଏହି ଗଛ ରହିବା ଦ୍ଵାରା ଆପଣଙ୍କ ପରିବାରର ସବୁ ସଦସ୍ୟଙ୍କର ଶରୀର ଠିକ୍ ରହିବ ଏବଂ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଆମେ ଯେଉଁ ଗଛର ନାମ କହୁଛୁ ତାହା ବେଲଗଛ ଅଟେ ।

Image courtesy: Google

ବେଲ ପତ୍ରକୁ ଶିବଙ୍କ ପୂଜାରେ ଲଗାଯାଇଥାଏ ଏତଦ ବ୍ୟତିତ ଅନ୍ୟ ପୂଜାରେ ମଧ୍ୟ ବେଲପତ୍ର ବ୍ୟବହାର କରା ଯାଇଥାଏ । ଯଦି ଆପଣଙ୍କ ଘରେ ବେଲପତ୍ର ଅଛି ତେବେ ଆପଣ ସବୁ ପ୍ରକାରର ଅସୁବିଧା ଏବଂ ବିପତ୍ତିରୁ ଦୂର ରହି ପାରିବେ ଏବଂ କୁହାଯାଏ କି ବେଲପତ୍ରକୁ ସୋମବାର ଦିନ, ଅଷ୍ଟମୀ ଏବଂ ପୂର୍ଣ୍ଣିମା ଦିନ ତୋଳିବା ଉଚିତ ନୁହେଁ ।

Image courtesy: Google

ଆପଣଙ୍କୁ କହିଦେଉଛୁ ଯେ ଯେଉଁ ଦିନ ଦ୍ଵାଦଶୀ ରବିବାର ପଡିଥାଏ ସେହି ଦିନ ଆପଣ ବେଲପତ୍ର ଉପରେ ଦୀପ ଅବଶ୍ୟ ଲଗାନ୍ତୁ ଯଦି ଆପଣ ଏହା କରୁଛନ୍ତି ତେବେ ଆପଣଙ୍କର ସବୁ ଇଛା ପୂରଣ ହୋଇଯିବ । ଯଦି ଆପଣଙ୍କ ଜୀବନରେ ଧନ ସମ୍ବନ୍ଧିତ କିଛି ସମସ୍ୟା ଅଛି ତେବେ ତାହା ସମାପ୍ତ ହୋଇଯିବ । ଯଦି ଆପଣ ଘରେ ବେଲଗଛ ଲଗାଉଛନ୍ତି ତେବ ଏହା ଖରାପ ଶକ୍ତି ଏବଂ ତନ୍ତ୍ର ଗୁଡିକରୁ ଆପଣଙ୍କୁ ବଞ୍ଚାଇବାରେ ସହାୟକ ହୋଇଥାଏ । ବେଲଗଛ ଲଗାଇବା ଦ୍ଵାରା ଆପଣଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢିଉଠି ଥାଏ ।

Image courtesy: Google

ଆପଣ ଘରେ ବେଲଗଛ ଯେକୌଣସି ଦିନରେ ଲଗାଇ ପାରିବେ । କିନ୍ତୁ ବେଲଗଛ ଲଗାଇବା ପାଇଁ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ । ବେଲଗଛକୁ ଉତ୍ତର ପଶ୍ଚିମ ଦିଗରେ ଲଗାଇବା ଉଚିତ । ଯଦି ଆପଣ ଏମିତି କରୁଛନ୍ତି ତେବେ ଆପଣଙ୍କର ମାନ – ସମ୍ମାନ ବଢିବ କିମ୍ବା ଆପଣ ବେଲଗଛ ଘରର ମଝିରେ ବି ଲଗାଇ ପାରିବ ।

ଏହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ଅସୁବିଧା ଗୁଡିକ ଦୂର ହୋଇଯିବ । ଆମେ ଆଶା କରୁଛୁ କି ଆପଣଙ୍କୁ ଆମ ଦ୍ଵାରା ଦିଆ ଯାଇଥିବା ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ, ଆପଣ ନିଜର ମନ୍ତବ୍ୟ କମେଣ୍ଟ ବକ୍ସରେ ଦେଇ ପାରିବେ, ଧନ୍ୟବାଦ ।