ଭାରତ ଓ ଚୀନର ମଧ୍ୟରେ ଯଦି ଯୁଧ୍ୟ ହୁଏ, ତ ଭାରତର ସାଥ ଦେବ ଏହି ୫ଟି ଶକ୍ତିଶାଳୀ ଦେଶ

ଭାରତ ଓ ଚୀନ ସୀମା ମଧ୍ୟରେ ବର୍ତ୍ତମାନ କିଛି ଦିନ ହେବ ଭାରତ ଓ ଚୀନ ସୈନ୍ୟମାନଙ୍କ ମଧ୍ୟରେ ବିବାଦ ବଢି ଯାଇଛି । ଚୀନ ନିଜର ସୈନିକମାନଙ୍କ ସଂଖ୍ୟାକୁ ଅଧିକ କରୁଛି ଅନ୍ୟ ପଟେ ଭାରତ ବି ନିଜର ସୈନିକମାନଙ୍କ ସଂଖ୍ୟା ବଢାଇ ଚୀନକୁ ଜବାବ ଦେଇଛି । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ଯଦି ଭାରତ ଓ ଚୀନ ମଧ୍ୟରେ ଯୁଧ୍ୟ ହୋଇଥାଏ ତେବେ କେଉଁ କେଉଁ ଦେଶ ଭାରତର ସାଥ ଦେବ ।

ଆମେରିକା

କରୋନା ମହାମାରୀର କାରଣରୁ ଆମେରିକା ଚୀନ ଉପରେ ରାଗି ଯାଇଛି । ୱଶିଂଗଟନ ସ୍ଥିତ ସେଂଟର ଫର ସ୍ଟ୍ରୈଟିଜିକ ଐଂଡ ଇଣ୍ଟରନ୍ୟାସନାଲ ସ୍ଟଡୀଜର ସୀନିୟର ଫେଲୋ ଜୈକ କୁପରଙ୍କ ଅନୁସାରେ ଚୀନର ବଢୁଥିବା ଶକ୍ତିକୁ ରୋକିବା ପାଇଁ ଆମେରିକାକୁ ଭାରତର ସାଥ ଦେବା ଉଚିତ ।

ରୁସ

ଯଦି ଭାରତ ଓ ଚୀନ ମଧ୍ୟରେ ଯୁଧ୍ୟ ହୋଇଥାଏ ତେବ ରୁସ ବି ଭାରତର ସାଥ ଦେବ । ଜେଏନୟୁର ସେଂଟର ଫୋର ରସିୟନରେ ପ୍ରୋଫେସର ସଂଜୟ ପାଣ୍ଡେ କହିଲେ କି ଭାରତର ସବୁଠୁ ଭଲ ବନ୍ଧୁ ରୁସ ଅଟେ ଓ ସେ ସବୁ ସ୍ଥିତିରେ ଭାରତର ସାଥ ଦେବ ।

ଇଜ଼ରାଇଲ

ଇଜ଼ରାଇଲ କାର୍ଗିଲ ଯୁଧ୍ୟରେ ବି ଭାରତର ସାଥ ଦେଇ ଥିଲା ଓ ଯେଉଁ ସମୟରୁ ଭାରତର ପିଏମ ମୋଦୀଙ୍କ ସରକାର ଆସିଛି । ଭାରତ ଓ ଇଜ଼ରାଇଲ ମଧ୍ୟରେ ବନ୍ଧୁତା ଆହୁରି ବି ମଜବୁତ ହୋଇ ଯାଇଛି । ଇଜ଼ରାଇଲ ବର୍ତ୍ତମାନ ଖୋଲି କରି ଭାରତ ସହିତ ସାଥ ଦେବାର କଥା କହୁଛି ।

ଅଷ୍ଟ୍ରେଲିୟା

ଅଷ୍ଟ୍ରେଲିୟା ସର୍ବଦା ଚୀନର ସୈନ୍ୟର ମହତ୍ଵକାଂଶା ଗୁଡିକୁ ବିରୋଧ କରିଛି । ଅଷ୍ଟ୍ରେଲିୟା ଭାରତକୁ ପରମାଣୁ ଇନ୍ଧନର ଆପୂର୍ତି କରିଥାଏ ଓ ପରମାଣୁ ଆପୂର୍ତିକର୍ତା ସମୁହରେ ଭାରତର ସମର୍ଥନ କରିଥାଏ । ସେଥିପାଇଁ ସେ ସବୁ ସ୍ଥିତିରେ ଭାରତର ସାଥ ଦେବ ।

ୟୁରୋପୀୟ ଦେଶ

ଭାରତ ଓ ଚୀନର ଯୁଧ୍ୟ ହୋଇଥାଏ ତେବେ ପ୍ରାୟତଃ ୟୁରୋପୀଯ ଦେଶ ଭାରତର ସାଥ ଦେବେ । ୟୁରୋପର କିଛି ଶକ୍ତିଶାଳୀ ଦେଶ ଯେମିତି କି ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ ବି ଚୀନ ମୁଦ୍ଦା ଉପରେ ଭାରତର ସର୍ବଦା ସାଥ ଦେଇ ଥାନ୍ତି । ଆର୍ଟିକୀଲ ଟି ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରିବେ । ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।