ଯଦି ଆପଣଙ୍କ ପାଖରେ ପୁରୁଣା ୨ଟଙ୍କାର ମୁଦ୍ରା ଅଛି ତାହେଲେ ଆପଣ ୩ଲକ୍ଷ ଟଙ୍କା ପାଇ ପାରିବେ

ମୁଦ୍ରା ଛପିବାର ଅଧିକାର କେବଳ ଭାରତ ସରକାରଙ୍କର ଅଛି । ମୁଦ୍ରା ତିଆରି କରିବାର ଦାୟିତ୍ଵ ସମୟ ସମୟରେ ଯଥା ସଂଶୋଧିତ ମୁଦ୍ରା ନିର୍ମାଣ ଅଧିନିୟମ ୧୯୦୬ ଅନୁସାରେ ଭାରତ ସରକାରଙ୍କର ଅଟେ । ବିଭିନ୍ନ ନାମର ମୁଦ୍ରା ଡିଜାଇନ ଦାୟିତ୍ଵ ମଧ୍ୟ ଭାରତ ସରକାରଙ୍କର ଅଟେ । ମୁଦ୍ରାର କାଷ୍ଟିଂ ଭାରତ ସରକାରଙ୍କ ଦ୍ଵାରା ମୁମ୍ବାଇ, ଅଲିପୁର, ସେଫାବାଦ, ଚେରିୟାପଲ୍ଲୀ ଏବଂ ନୋଏଡାରେ କରାଯାଇଥାଏ ।

ବିଭିନ୍ନ ପ୍ରକାରର ମୁଦ୍ରା ତିଆରି କରାଯାଇଛି । ଯେମିତି କି ଏକ ଟଙ୍କିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଏବଂ ଦଶ ଟଙ୍କିଆ ଇତ୍ୟାଦି । ଯଦି ଆପଣଙ୍କ ପାଖରେ ପୁରୁଣା ମୁଦ୍ରା ଅଛି ତାହେଲେ ଏହା ଆପଣଙ୍କ ପାଇଁ ଭଲ ଅଟେ । ଏହି ପୁରୁଣା ମୁଦ୍ରା ଆପଣଙ୍କ ଭାଗ୍ୟ ବଦଳାଇ ଦେବ ଏବଂ ଆପଣଙ୍କୁ ଧନୀ ମଧ୍ୟ କରିଦେବ । ୧୯୮୦ ମସିହାରେ ଧନୀ ଭାରତୀୟ ମାନଙ୍କ ଭିତରେ ମୁଦ୍ରା ବହୁତ ଲୋକପ୍ରିୟ ଥିଲା । କିଛି ଦିନ ପୂର୍ବେ ହାଇଦ୍ରାବାଦରେ ଗୋଟିଏ ୨ ଟଙ୍କିଆ ପୁରୁଣା ମୁଦ୍ରାକୁ ୩ ଲକ୍ଷ ଟଙ୍କାରେ ବିକା ଯାଇଥିଲା ।

ହାଇଡ୍ରେଟ ଆର୍ଟ ଗ୍ୟାଲେରୀ ବାହାରେ ଏକ ନିଲାମରେ ଜଣେ ବ୍ୟକ୍ତି ରାତାରାତି ଧନୀ ହୋଇଗଲା । ସବୁଠାରୁ ବଡ କଥା ଏହା କି ମୁମ୍ବାଇର ଟକସାଲ ରେ ଥିବା ମୁଦ୍ରା ଦେଶରେ ବହୁତ ଲୋକପ୍ରିୟ ଅଟେ । ହୀରା ର ଚିହ୍ନ ମୁମ୍ବାଇ ଟକସାଲ ରୁ ନିର୍ମିତ ଏକ ମୁଦ୍ରା ଅଟେ । ଯଦି ଆପଣଙ୍କ ପାଖରେ ଏପରି ମୁଦ୍ରା ଅଛି ତାହେଲେ ଆପଣ ଅନେକ କ୍ରେତା ପାଇପାରିବେ ଏବଂ ଟଙ୍କା ରୋଜଗାର କରିପାରିବେ ।

ସଂଗ୍ରହାଳୟରେ ପୁରୁଣା ଜିନିଷର ନିଲାମି, ସେଠାକୁ ଆସୁଥିବା ମୁଦ୍ରାର କ୍ରେତା, ଆର୍ଟ ଗ୍ୟାଲେରୀ ବାହାରେ ଥିବା ଦୋକାନ ସହିତ ଆପଣ ଅନଲାଇନ କଲେକ୍ଟରବଜାର ଡଟକମରେ ନିଲାମି ବି କରି ପାରିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।