ଯଦି ଆପଣଙ୍କ ଘରେ କଳାମରିଚ ଅଛି ତାହେଲେ ଆପଣଙ୍କୁ ହେବ ଧନ ପ୍ରାପ୍ତି, ଜାଣିନିଅନ୍ତୁ ଧନ ପ୍ରାପ୍ତିର ଏହିସବୁ ଉପାୟ

ଗୋଲମରିଚ ଏକ ମସଲା ହୋଇଥାଏ ଯାହାକୁ ଆମେ ଆମ ରୋଷେଇ ରେ ବ୍ୟବହାର କରିଥାଉ । ମସଲା ହେବାସହ ଗୋଲମରିଚ କୁ ଆୟୁର୍ବେଦିକ ଔଷଧି ରୂପରେ ବିଭିନ୍ନ ରୋଗର ଦବାଇ ଆକାରରେ ମଧ୍ୟ ବ୍ୟବହାର କରାଯାଏ । ଗୋଲମରିଚକୁ ଇଂରାଜୀ ଭାଷାରେ ବ୍ଲାକ ପେପର୍ସ ମଧ୍ୟ କୁହାଯାଏ । ପ୍ରତେକ ଭାରତୀୟ ବ୍ୟଞ୍ଜନ କୁ ସ୍ଵାଦିଷ୍ଟ କରିବା ପାଇଁ ଗୋଲମରିଚର ବ୍ୟବହାର ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୋଲମରିଚ କୁ କେତେପ୍ରକାରର ଟୋଟକ ମଧ୍ୟ କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଗୋଲମରିଚ ସାହାର୍ଯ୍ୟରେ କିପରି ଧାନପ୍ରାପ୍ତି କରିବେ ତାହା ଆପଣଙ୍କୁ କହିବୁ । ତନ୍ତ୍ର ବିଦ୍ୟା ଅନୁଯାୟୀ ଗୋଲମରିଚକୁ ଏହିପରି ବ୍ୟବହାର କରିବା ଦ୍ୱାରା ଧାନପ୍ରାପ୍ତି ହୋଇଥାଏ ।

ଆଜିର ଦୁନିଆରେ ଖର୍ଚ୍ଚ ଏମିତି ବଢ଼ିଗଲାଣି ଯେ, ଜଣେ ଲୋକ ଆର୍ଥିକ ଯେତିକି ଆୟ କରୁଛି ତାଠାରୁ ଅଧିକ ତାର ବ୍ୟୟ ହୋଇଯାଉଛି । ଏମିତିରେ ଧାନପ୍ରାପ୍ତି ର ସୁଯୋଗ ଯିଏ ହେଉନା କାହିଁକି ଖୋଜି ହେଉଥାଏ । ଆଜି ଆମେ ଗୋଲମରିଚ ବିଷୟରେ ଏକ ଉପାୟ କହିବୁ ଯାହାକୁ ଆପଣ ବ୍ୟବହାର କରି ଅଳ୍ପ କିଛି ସମୟ ମଧ୍ୟରେ ମାଲାମାଲ ହୋଇଯିବେ ।

ଗୋଲମରିଚରୁ ଧନ ପ୍ରାପ୍ତିର କିଛି ଉପାୟ

ଯଦି ଆପଣ ଟଙ୍କାର ଆଦାନପ୍ରଦାନ ରେ ବାହାରକୁ ଯାତ୍ରା କରୁଛନ୍ତି ତାହେଲେ ଆପଣ ନିଜ ଘର କବାଟ ପାଖରେ ଏକ ଗୋଲମରିଚ ରଖିଦିଅନ୍ତୁ । ଯେତେବେଳେ ଆପଣ ବାହାରକୁ ଯାଉଛନ୍ତି ଏହି ଗୋଲମରିଚ ଉପରେ ପାଦରଖି ଯାଆନ୍ତୁ, ଏମିତି କରିବାଦ୍ୱାରା ଆପଣଙ୍କ କାମରେ ସଫଳତା ପାଇବାସହ ଧନର ପ୍ରାପ୍ତି ହୋଇଥାଏ ।

ଯଦି ଆପଣ ଏକ ବିଜନେସ ମ୍ୟାନ ଅଟନ୍ତି, ଓ ଏହି ବିଜନେସରୁ ଆପଣଙ୍କୁ କୌଣସି ଲାଭ ମିଳୁନାହିଁ ଓ ଆପଣ ଜବ କରୁଛନ୍ତି ହେଲେ ଜବ ରେ ସାଲାରୀ ଆପଣଙ୍କ ଆଶାନୁରୂପକ ଭାବରେ ମିଳୁନାହିଁ । ତାହେଲେ ଆପଣ ଘରୁ ବାହାରିବା ପୂର୍ବରୁ 5ଟି ଗୋଲମରିଚ କୁ ନିଜ ସାଥିରେ ନେଇଯାଅନ୍ତୁ । ବାଟରେ କୌଣସି ଏକ ସ୍ଥାନରେ ଛିଡ଼ାହୋଇ ଚାରିଦିଗକୁ ଚାରୋଟି ଗୋଲମରିଚ ନିଜ ମୁଣ୍ଡରେ ମାରି ଫିଙ୍ଗିଦିଅନ୍ତୁ । ଓ ଶେଷ ଗୋଲମରିଚ ଟିକୁ ଆକାଶ ମାର୍ଗ ଆଡକୁ ଫିଙ୍ଗନ୍ତୁ । ଏମିତି କରିବା ଦ୍ୱାରା ବହୁତ ଜଲଦି ଧନର ପ୍ରାପ୍ତି ହୋଇଥାଏ ।

ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଇଥାଏ । ମାତା ଲକ୍ଷ୍ମୀଙ୍କର କୃପା ଯାହା ଉପରେ ପଡିଥାଏ, ଗରିବ ମଧ୍ୟ ସାହୁକାର ହୋଇଯାଇଥାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାପାଇଁ ଆପଣ ପ୍ରତି ଶୁକ୍ରବାର ପଦ୍ମ ଫୁଲର ମାଳା କରି ମନ୍ତ୍ର ଜପ କରନ୍ତୁ । ଯାହାଫଳରେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ଲାଗିରହିବ । ଓ ଆପଣଙ୍କ ଘରେ ଧନର ବର୍ଷା ହେବ ।

କୁବେରଙ୍କୁ ଧନର ଦେବତା କୁହାଯାଇଥାଏ, ଆପଣ ନିଜର ଘରେ କୁବେରଙ୍କ ମୂର୍ତି ସହ ତାଙ୍କ ଯନ୍ତ୍ର ସ୍ଥାପନ କରି ପୂଜା କରନ୍ତୁ । ଧନର ପ୍ରାପ୍ତି ପାଇଁ ଆପଣ ମଶାଣୀ ରେ କିମ୍ବା ଶିବଙ୍କ ମନ୍ଦିରରେ କ୍ଷୀର ସହ ଗୁଡା ମିଶାଇ ଭଗବାନଙ୍କ ପାଖରେ ଅର୍ପଣ କରନ୍ତୁ । ଏମିତି କରିବାଦ୍ୱାର କୁବେର ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ଓ ଆପଣଙ୍କୁ କେବେ ଧନର ଅଭାବ ରହିବନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।