ଯଦି ଆପଣ ବି ଚାହୁଛନ୍ତି ସଫଳତା ପାଇବା ପାଇଁ ତ ଜଲଦି ଘରକୁ ଆଣନ୍ତୁ ଏହି “କାଠର ବଂଶୀ”

ଏମିତି ଏ ଦୁନିଆ ରେ କେହି ନାହାନ୍ତି ଯେ ନଚାହୁଥିବେ ନିଜ ଘରେ ସୁଖ ଶାନ୍ତି ରହୁ, ସବୁ ସଦସ୍ୟ ସୁସ୍ଥ ଓ ଖୁସି ରୁହନ୍ତୁ। କିନ୍ତୁ ସମସ୍ତଙ୍କୁ ଏ ସୁଖ ମିଳିନଥାଏ କି ତାଙ୍କ ପରିବାର ସବୁବେଳେ ଖୁସିରେ ରହେ ନି, ପ୍ରତ୍ୟେକ ଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସିଥାଏ ଯାହା ଫଳରେ ପୁରା ପରିବାର ଦୁଃଖୀ ହୋଇଯାନ୍ତି ଓ ମଣିଷ ଯେତେ ଚେଷ୍ଟା କଲେ ବି ଏହାର ନିବାରଣ କରି ପାରେନି। ତ ଆସନ୍ତୁ ଜାଣିବା ଯେ ସମସ୍ୟା କେଉଁଠି ନା କେଉଁଠି ଆପଣଙ୍କ ଘରେ ବ୍ୟାପ୍ତ ନକାରାତ୍ମକ ଉର୍ଜାରୁ ଆସିଥାଏ ।

ଏହାର ନିବାରଣ ବିଷୟ ରେ ଜଣେଇବୁ ଯାହା ଦ୍ଵାରା ଆପଣ ସବୁ ସମସ୍ୟା ରୁ ମୁକ୍ତି ପାଇ ପାରିବେ ।

ଆପଣ ସମସ୍ତେ ଭଗବାନ ଶ୍ରୀକୃଷ୍ଣ ଙ୍କ ବଂଶୀ ବିଷୟ ରେ କେତେ କାହାଣୀ ଶୁଣି ଥିବେ । ଏକଥା ମଧ୍ୟ ଜାଣନ୍ତି ହେ ଭଗବାନ ଶ୍ରୀକୃଷ୍ଣ ଙ୍କର ବଂଶୀ ବହୁତ ପ୍ରିୟ ଥିଲା।କାହାଣୀ ରେ ଅଛି ସେ ବଂଶୀ ବଜେଇ ଗୋପୀ ମାନଙ୍କ ମନ ମୋହିନେଉଥିଲେ । ତାଙ୍କ ବଂଶୀ ର ସୁମଧୁର ସ୍ୱର ଶୁଣି ଗୋପୀ ମାନେ ବୁଦ୍ଧି ଶୁଦ୍ଧି ଭୁଲିଯାଉଥିଲେ। କିନ୍ତୁ ଆଜି ଆମେ ଯାହା କହିବୁ କେବେ ଶୁଣି ନଥିବେ , ଆପଣ ଜାଣନ୍ତି ବଂଶୀ ଏମିତି ରେ ବି ବହୁତ ଲାଭଦାୟକ ହୋଇଥାଏ ।

ଯଦି ଆପଣଙ୍କୁ  ଘରେ କଠିନପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଥାଏ, ତ ଆପଣ ପରମ୍ପରା ଗତ ବାସ୍ତୁ ଟିପ୍ସ ଆପଣେଇବା ଦରକାର ଓ ଯାହା ପାଇଁ ସବୁଠୁ ଭଲ ଉପାୟ ହେଉଛି ଜଲଦି ନିଜ ଘରକୁ ବଂଶୀ ଟିଏ ନେଇ ଆସନ୍ତୁ।ବଂଶୀ ଟି କାଠ ରେ ହେଇଥିବା ଦରକାର ।

କୁହାଯାଏ ଯେଉଁ ଘରେ ବଂଶୀ ରହିଥାଏ ସେ ଘରେ ଭଗବାନ ଶ୍ରୀକୃଷ୍ଣ ଙ୍କ କୃପା ସବୁବେଳେ ରହିଥାଏ ଓ ସେଠାକୁ କେବେ ନକାରାତ୍ମକ ଉର୍ଜା ପ୍ରବେଶ କରି ପାରେନି। ଏମିତି ରେ ଘରେ ମଧ୍ୟ ସର୍ବଦା ପ୍ରେମ ଭାବନା ରହିଥାଏ ।

ଶାସ୍ତ୍ର ଅନୁସାରେ କୃଷ୍ଣ ଙ୍କୁ ବଂଶୀ ରେ ଅତ୍ୟଧିକ ପ୍ରେମ ଥିଲା ସେଇ କାରଣରୁ ଏହାକୁ ପବିତ୍ର ଓ ଶୁଭ କୁହାଯାଏ।ବଂଶୀ ର ସ୍ୱର ପ୍ରେମ ଭରିଥାଏ , ଏଥିପାଇଁ ଯାହାଙ୍କ ଘରେ ବଂଶୀ  ଥାଏ ସେ ଘରେ କେବେ ପ୍ରେମ ଉତ୍ସାହ କମ୍ ହୋଇନଥାଏ। ଘରକୁ ବଂଶୀ ଆସିବା ପରେ ସମସ୍ତ ଙ୍କ ଭିତରେ ସକାରାତ୍ମକ ଭାବନା ଆସେଓ ଶାନ୍ତି ର ଅନୁଭୂତି ହେଇଥାଏ। ଏହା ଏକ ଶାସ୍ତ୍ରୀୟ ଓ ପରମ୍ପରାଗତ ଉପାୟ ବ୍ୟକ୍ତି କୁ କେବେ ନିରାଶ କରେନି ।