ସହିଦ ଯବାନଙ୍କ ପ୍ରତିଶୋଧ ନେଲେ Indian Army, ଏମିତି ଉପାୟରେ Jammu & Kashmirରେ 6 କୁଖ୍ୟାତ ଆତଙ୍କବାଦୀଙ୍କୁ କଲେ ନିପାତ

ଜାମୁ କାଶ୍ମୀରରେ ସେନାର ଏ-ନ-କା-ଉ-ଣ୍ଟ-ର-ରେ ନି-ପା-ତ ହୋଇଛନ୍ତି ୬ ଜଣ କୁ-ଖ୍ୟା-ତ ଆ-ତ-ଙ୍କ-ବା-ଦୀ । ଜାମୁ କାଶ୍ମୀରରେ ଆ-ତ-ଙ୍କ-ବା-ଦୀ-ଙ୍କୁ ନି-ପା-ତ କରିବା ଅଭିଯାନ ଜାରି ରଖିଛି ଭାରତୀୟ ସେ-ନା । ଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀ ୬ ଜଣ ଆ-ତ-ଙ୍କି-ଙ୍କୁ ନି-ପା-ତ କରିଛନ୍ତି । ଅନନ୍ତନାଗ, ବାନ୍ଦିପୁରା ଏବଂ ସୋପିଆନରେ ଏ-ନ-କା-ଉ-ଣ୍ଟ-ର କରି ୬ ଆ-ତ-ଙ୍କ-ବା-ଦୀ-ଙ୍କୁ ନି-ହ-ତ କରିଛି ଭାରତୀୟ ସେ-ନା । କେବଳ ସୋପିଆନ ଏ-ନ-କା-ଉ-ଣ୍ଟ-ର-ରେ ନି-ହ-ତ ହୋଇଛନ୍ତି ୩ ଜଣ ଆ-ତ-ଙ୍କ-ବା-ଦୀ ।

ଆଉ ଘ-ଟ-ଣା-ସ୍ଥ-ଳ-ରେ ଏବେ ବି ସର୍ଚ୍ଚ ଅ-ପ-ରେ-ସ-ନ ଜୋରଦାର କରାଯାଇଛି । ଏନେଇ କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଛି, ତାଙ୍କ ନାମ ହେଉଛି ମୁକତାର ଶାହ । ସେ ନିକଟରେ ଶ୍ରୀନଗରରେ ବିହାର ହ-ତ୍ୟା-କା-ଣ୍ଡ-ରେ ସ-ମ୍ପୃ-କ୍ତ ଥିଲା । ପୋ-ଲି-ସ-ର ସୂଚନା ଅନୁସାରେ ଆ-ତ-ଙ୍କ-ବା-ଦୀ-ଙ୍କ ଠାରୁ ମା-ର-ଣା-ସ୍ତ୍ର ଜ-ବ-ତ କରାଯାଇଛି ।

ସୋମବାର ଦିନ ଜାମୁକାଶ୍ମୀରର ପୁଞ୍ଜ ଜିଲ୍ଲାରେ ହୋଇଥିବା ସୁରକ୍ଷାକର୍ମୀ ଓ ଆ-ତ-ଙ୍କ-ବା-ଦୀ ମଧ୍ୟରେ ହୋଇଥିବା ଗୁ-ଳି ବି-ନି-ମ-ୟ-ରେ ଜଣେ ଜେସୀୟ ଓ ୫ ଜଣ ଯବାନ ସ-ହି-ଦ ହୋଇଥିଲେ । ପୁଞ୍ଜ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ଆ-ତ-ଙ୍କ-ବା-ଦୀ-ଙ୍କ ଗତିବିଧି ନେଇ ଗୁ-ଇ-ନ୍ଦା ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅ-ପ-ରେ-ସ-ନ ଆରମ୍ଭ ହୋଇଥିଲା । ଆ-ତ-ଙ୍କ-ବା-ଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅଚାନକ ଗୁ-ଳି ମା-ଡ କରିଥିଲେ ।

ସ-ହି-ଦ-ଙ୍କ ପରିବାରକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଗତ ୩୦ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀ ଓ ଆ-ତ-ଙ୍କ-ବା-ଦୀ-ଙ୍କ ମଧ୍ୟରେ ୫ ଥର ଗୁ-ଳି ବି-ନି-ମ-ୟ ହୋଇ ସାରିଲାଣି । ତେବେ ସ-ହି-ଦ ଯବାନଙ୍କ ମୃ-ତ୍ୟୁ-ର କ-ଡା ପ୍ର-ତି-ଶୋ-ଧ ନେଇଛି ଭାରତୀୟ ସେ-ନା । ପ୍ରତିରକ୍ଷା ବିଶେଷଜ୍ଞ ମତରେ ଏହିପରି ଘ-ଟ-ଣା ଖୁବ ଦୁଃଖଦାୟକ ଅଟେ । କିନ୍ତୁ ଏହା ଯେ ବିଲକୁଲ ନ ଘଟିବ ତାହା ନେଇ ଆକଳନ କରିବା ମଧ୍ୟ ଅସମ୍ଭବ ଅଟେ ।

ଏହିପରି ପରିସ୍ଥିତି ପାଇଁ ସେ-ନା-କୁ ସବୁବେଳେ ସଜାଗ ରହି କଡା ମୁ-କା-ବି-ଲା କରିବା ଆବଶ୍ୟକ । ସେପଟେ ଆ-ତ-ଙ୍କ-ବା-ଦୀ ଗତିବିଧିକୁ ରୋକିବା ପାଇଁ ଶ୍ରୀନଗରରେ ବିଭିନ୍ନ ଅନୁଷ୍ଠାନର ପ୍ର-ତି-ବା-ଦ ଜାରି ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।