ଜାଣନ୍ତୁ କେଉଁ ବୟସରେ ଆପଣଙ୍କୁ ମିଳିବ ଆପଣଙ୍କ ସଚ୍ଚା ପ୍ରେମ- Love Quiz Game

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ପ୍ରେମ ଏକ ଏମିତି ଜିନିଷ ଯାହା କେବେ କେଉଁଠି କାହାକୁ ହୋଇ ଯାଇଥାଏ ତାହା ଜଣା ପଡି ନ ଥାଏ।ଅନେକ ଲୋକ ଙ୍କୁ ନିଜର ପ୍ରକୃତ ପ୍ରେମ ମିଳି ଯାଇଥାଏ ଓ ଅନେକ ଲୋକ ଙ୍କୁ ନିଜର ପ୍ରକୃତ ପ୍ରେମ ମିଳି ନ ଥାଏ।ଅନେକ ଲୋକ ଏବେ ମଧ୍ୟ ଆଶା କରି ରହିଛନ୍ତି ଯେ ତାଙ୍କୁ ତାଙ୍କର ପ୍ରକୃତ ପ୍ରେମ ବହୁତ ଶୀଘ୍ର ମିଳିଯିବ।ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଆପଣଙ୍କ ଜୀବନ ର ପ୍ରେମ ସମ୍ପର୍କିତ ପ୍ରଶ୍ନ ପଚାରିବୁ ଯାହା ଆପଣଙ୍କୁ କେବେ ଆପଣଙ୍କ ର ସଚ୍ଚା ପ୍ରେମ ମିଳିବ ସେ ବିଷୟରେ ଜଣାଇଦେଵ।

୧.ଆପଣଙ୍କ ବୟସ କେତେ ?

୧୮ ବର୍ଷରୁ କମ।
୧୯ ରୁ ୨୯ ମଧ୍ୟରେ।
୩୦ରୁ ୪୦ ମଧ୍ୟରେ।
୪୧ ବର୍ଷରୁ ଅଧିକ ।

୨.କଣ ଆପଣ ଏବେ କାହାକୁ ପସନ୍ଦ କରୁଛନ୍ତି କି ?

ହଁ।
ନା।
ହଁ କିନ୍ତୁ ସନ୍ଦେହ ଜନକ ।

୩.ଆପଣଙ୍କ ପ୍ରେମିକ ସହିତ ଆପଣଙ୍କ ସ୍ୱପ୍ନଯାତ୍ରା କଣ ?

ରୋମାଣ୍ଟିକ ଯାତ୍ରା କରିବା ।
ଘରେ ଆୟୋଜିତ ମହମବତୀ ରାତ୍ରି ଭୋଜନ ।
ସାଙ୍ଗ ହୋଇକି ଚଳଚ୍ଚିତ୍ର ଦେଖିବା ।
ଜଣା ନାହିଁ ।

୪.କେଉଁ ଭଳିଆ ପ୍ରସଂଶା ଆପଣଙ୍କୁ ପସନ୍ଦ ଆସିଥାଏ ?

ଆପଣ ବହୁତ ଚାଲାକ।
ଆପଣ ବହୁତ ମଜାଳିଆ।
ଆପଣ ବହୁତ ଭଲ ।
ଆପଣ ବହୁତ ଭରଷା ଯୋଗ୍ୟ।

୫.ଆପଣ ସୋସିଆଲ ମିଡିଆ ରେ କେତେ ସମୟ ରୁହନ୍ତୁ ?

ସବୁବେଳେ।
ଫାଙ୍କା ସମୟରେ।
କିଛି କାମଥିଲେ।
ମତେ ସୋସିଆଲ ମିଡିଆ ପସନ୍ଦ ନୁହଁ।

୬.ଆପଣଙ୍କୁ କେତେବେଳେ ଲାଗେ ଯେ ଆପଣ ଆପଣଙ୍କ ସଚ୍ଚା ଭଲ ପାଇବା ମିଳିପାରିବ ନାହିଁ ?

ବୋଧେ କେବେ ନୁହଁ ।
ମତେ ଲାଗୁଚି ମୁ ଆଗରୁ ହି ଭଲ ପାଉଛି ।
ଲାଗୁଚି ବହୁତ ଜଲଦି ମିଳିଯିବ।
ମତେ ଜଣା ନାହିଁ ।

୭.କଣ ଆପଣ ବହୁତ ସହଜରେ ପ୍ରେମରେ ପଡିଯାଆନ୍ତି ?

ହଁ।
ନାହିଁ।
ମତେ ଭଲ ପାଇବାରେ ବିଶ୍ୱାସ ନାହିଁ ।
ମତେ ଜଣା ନାହିଁ ।

୮.ଏକ ସମ୍ପର୍କରେ ଆପଣଙ୍କ ସବୁଠୁ ଗୁରୁତ୍ୱ କଣ ହୋଇଥାଏ ?

ଦୁହିଁଙ୍କ ଉପରେ ବିଶ୍ୱାସ।
ଘର।
ଭଲ ପାଇବା ଓ ବିଶ୍ୱାସ।
ସ୍ୱାଧୀନତା

୯.କଣ ଆପଣ ବିବାହ କରିବାକୁ ଚାହୁଁଛନ୍ତି ?

ହଁ।
ନା

୧୦.ଆପଣଙ୍କ ପାଇଁ ସବୁଠୁ ବେଶି ଜରୁରୀ କଣ ଅଟେ ?

ଭବିଷ୍ୟତ।
ପରିବାର।
ଭଲ ପାଇବା।
ଆପଣଙ୍କ ଖୁସି।

ଉତ୍ତର-ଯଦି ଆପଣଙ୍କୁ ୧୦ ରୁ ୨୦ ମଧ୍ୟରେ ମାର୍କ ମିଳିଥାଏ ତେବେ ଆପଣ ବହୁତ ସରଳ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି ।ଆପଣଙ୍କ ଦୁଃଖକୁ ଆପଣ ବହୁତ ଭଲ ଭାବେ ଲୁଚେଇ ରଖି ପାରନ୍ତି ।ଭଲ ପାଇବାରେ ମଧ୍ୟ ସାମ୍ନା ଵାଲା କୁ ବହୁତ ଭାବରେ ଜାଣିବା ପରେ ତାଙ୍କୁ ଭଲ ପାଇଥାନ୍ତି ।ତାଙ୍କ ସ୍ଵଭାଵକୁ ବହୁତ ଭଲ ରେ ଆପଣ ଜାଣିଥାନ୍ତି ।ଯଦି ଆପଣ ୧୦ ରୁ ୨୦ ଭିତରେ ମାର୍କ ପାଇଲେ ତେବେ ଆପଣଙ୍କୁ ଆପଣଙ୍କ ଭଲ ପାଇବା ୫ ବର୍ଷ ମଧ୍ୟରେ ମିଳିଯିବ ।

ଯଦି ଆପଣଙ୍କୁ ୨୧ ରୁ ୩୦ ମାର୍କ ମିଳିଥାଏ ତେବେ ଆପଣଙ୍କ ସାଙ୍ଗରେ ଥିବା ସବୁ ସମ୍ପର୍କକୁ ଆପଣ ବହୁତ ଭଲରେ ବୁଝିଥାନ୍ତି।ତାହା ସାଙ୍ଗ ହୋଇଥାଉ କିମ୍ବା ଭଲ ପାଇବା ଆପଣ ତାହାକୁ ବହୁତ ଭଲରେ ନିଭାଇ ଥାନ୍ତି ।ଆପଣଙ୍କ ଭଲ ପାଇବା ଆପଣଙ୍କୁ ୩ ବର୍ଷ ଭିତରେ ମିଳିଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।