ଇଜରାୟଲ ମନେ ପକାଇଲା ସୁଶାନ୍ତ ସିଂହ ରାଜପୁତଙ୍କୁ, ସଚ୍ଚା ବନ୍ଧୁ କହି କହିଲେ ଏମିତି କଥା ଆଖିରେ ଲୁହ ଆସିଯିବ

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଇଜରାୟଲ ତାଙ୍କ ପାଇଁ ଏକ ଖାସ ସନ୍ଦେଶ ଦେଇଛନ୍ତି । ଇଜରାୟଲ ସୁଶାନ୍ତଙ୍କୁ ନିଜର ସବୁଠୁ ଭଲ ବନ୍ଧୁ ବୋଲି କହିଛି । କହିବାକୁ ଗଲେ ଇଜରାୟଲର ବିଦେଶ ମନ୍ତ୍ରାଳୟ ଜନରଲ ଓ ଡିପ୍ଟୀ ଡାୟରେକ୍ଟର Gilad Cohen ଅଭିଏନ୍ତା ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଏକ ସ୍ପେଶାଲ ମ୍ୟାସେଜ ଶେୟାର କରିଛନ୍ତି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏହିଭଳି ଦୁନିଆକୁ ଅଲବିଦା କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ତାଙ୍କର ପରିବାର ଓ ପୁରା ଦେଶବାସୀ ଆଚମ୍ବିତ ହେବା ସହିତ ଦୁଖରେ ଭାଙ୍ଗି ପଡିଛନ୍ତି । ଯେଉଁ ବୟସରେ ଅଭିନେତା ବଲୀଉଡରେ ନିଜର ଫିଲ୍ମ ଜରିଆରେ ନୂତନ କୀର୍ତିମାନ ସ୍ଥାପନ କରୁଥିଲେ, ତାଙ୍କର ଆତ୍ମହତ୍ୟା କରିବା ଦ୍ଵାରା ଫ୍ୟାନମାନଙ୍କ ହୃଦୟ ଭାଙ୍ଗି ଯାଇଛି । କିନ୍ତୁ ଅଭିନେତାଙ୍କ ଯିବା ପରେ ତାଙ୍କୁ କେବଳ ଭାରତରେ ସମସ୍ତେ ମନେ ପକାଉ ନାହାନ୍ତି, ଏହା ଛଡା ପୁରା ଦୁନିଆ ତାଙ୍କୁ ଟ୍ରିବ୍ୟୁଟ ଦେଉଛି ।

ଇଜରାୟଲ କହିଲା ସୁଶାନ୍ତଙ୍କୁ ନିଜର ଭଲ ବନ୍ଧୁ

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଇଜରାୟଲ ତରଫରୁ ତାଙ୍କ ପାଇଁ ଖାସ ସନ୍ଦେଶ ଆସିଛି । ଇଜରାୟଲ ସୁଶାନ୍ତଙ୍କୁ ନିଜର ସବୁଠୁ ଭଲ ବନ୍ଧୁ କହିଛି । ଇଜରାୟଲ ତରଫରୁ ବିଦେଶ ମନ୍ତ୍ରାଳୟ ଜନରଲ ଓ ଡେପୁଟି ଡାୟରେକ୍ଟର Gilad Cohen ଅଭିନେତାଙ୍କୁ ମନେ ପକାଇ ଏକ ସ୍ପେଶାଲ ମ୍ୟାସେଜ ଶେୟାର କରିଛନ୍ତି । ସେ ଟ୍ୱୀଟ କରି ଲେଖିଲେ କି – ମୁଁ ସୁଶାନ୍ତ ସିଂହ ରାଜପୁତଙ୍କ ନିଧନରେ ସମ୍ବେଦନ ବ୍ୟକ୍ତ କରୁଛି ।

ସେ ଇଜରାୟଲର ଅସଲ ବନ୍ଧୁ ଥିଲେ । ଆପଣଙ୍କ କଥା ବହୁତ ମନେ ପଡୁଛି । ଯେତେବେଳେ ସେ ଇଜରାୟଲ ଆସିଥିଲେ, ସେତେବେଳେ କିଛି ଏମିତି ହୋଇଥିଲା । ଆପଣଙ୍କୁ ସମସ୍ତଙ୍କୁ କହିଦେଉଛୁ କି ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ଡ୍ରାଇବ ର ଏକ ଗୀତ ଇଜରାୟଲରେ ଶୁଟ କରିଥିଲେ । ମଖନା ଗୀତ ସମୟରେ ଡ୍ରାଇବ ର କାସ୍ଟ ଇଜରାୟଲରେ ଥିଲେ । ସେହି ଗୀତର ଲିଙ୍କ ବି ଇଜରାୟଲ ବିଦେଶ ମନ୍ତ୍ରାଳୟର ଜେନରଲ ଓ ଡେପୁଟି ଡାୟରେକ୍ଟର Gilad Cohen ନିଜର ଟ୍ୱୀଟରେ ଶେୟାର କରିଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଏହି ଟ୍ୱୀଟ ଭାଇରାଲ ବି ହେଉଛି ।

ସଲମାନ ଓ କରଣ ବିରୁଦ୍ଧରେ କେସ

କହିବାକୁ ଗଲେ ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ବଲୀଉଡ ବି ଦୁଇ ବିଭାଗରେ ବିଭାଜନ ହୋଇ ଯାଇଛି । କଙ୍ଗନା ରନୌତ ଭଳି ଷ୍ଟାରମାନେ ସୁଶାନ୍ତଙ୍କ ନିଧନ ପରେ ପକ୍ଷପାତ କଥା ଉଠାଇଛନ୍ତି । ସେ ବଲୀଉଡ ଉପରେ ପକ୍ଷପାତର ଆରୋପ ଲଗାଇଛନ୍ତି । ଏହା ଛଡା ଆଡଭୋକେଟ ସୁଧୀର କୁମାର ଓଝା ବଲୀଉଡର ବଡ ବଡ ଷ୍ଟାର କରଣ ଜୌହର, ସଞ୍ଜୟ ଲୀଳା ଭଂସାଲୀ, ସଲମାନ ଖାନ, ଏକତା କପୁରଙ୍କ ବିରୁଦ୍ଧରେ କେସ କରିଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।