ସିଙ୍ଘମ୍ IPS ଶିଭଦୀପ୍, ରୂପ ବଦଳାନ୍ତି, ଲାଞ୍ଚୁଆଙ୍କୁ ଧରନ୍ତି, ଝିଅଙ୍କ ପାଇଁ ପାଲଟିଛନ୍ତି ରିୟଲ ହିରୋ…ଥରେ ଦେଖନ୍ତୁ ଏହି Video, ପ୍ରଶଂସା ନ କରି ଆପଣ ରହି ପାରିବେନି

ଆପଣ ଆଗରୁ ଅନେକ ଦବଙ୍ଗ IPS ଅଫିସରଙ୍କ କାହାଣୀ ଶୁଣିଥିବେ । କିଏ ସା-ଇ-ବ-ର କ୍ରା-ଇ-ମ-କୁ ରୋକିବାରେ ସଫଳ ହୋଇଥିଲେ ତ, ଆଉ କିଏ ଜଙ୍ଗଲରେ ମା-ଓ-ବା-ଦୀ-ଙ୍କୁ ଖୋଜି ଖୋଜି କରୁଥିଲେ ନି-ପା-ତ । କିନ୍ତୁ ଆଜି ଆମେ ଆଉ ଜଣେ IPS ଅଫିସରଙ୍କ କଥା କହିବାକୁ ଯାଉଛୁ, ଯିଏ ସେ ସମସ୍ତଙ୍କ ଠାରୁ ଟିକେ ଭିନ୍ନ । ସେ ଚୋ-ର, ଠ-କ ଓ ଦୁ-ର୍ନୀ-ତି-ଖୋ-ର ଅ-ଫି-ସ-ର-ଙ୍କୁ ଧରିବା ପାଇଁ ସବୁବେଳେ ନୂଆ ନୂଆ ଚାଲ୍ ଖେଳନ୍ତି । ରୂପ ବଦଳାଇ କେତେକ ଦୁ-ର୍ନୀ-ତି-ଖୋ-ର ଅ-ଫି-ସ-ର-ଙ୍କୁ ଧରିବା ଘଟଣା ମଧ୍ୟ ସାମନାକୁ ଆସିଛି ।

କେବଳ ଏତିକି ନୁହେଁ ତାଙ୍କ କାର୍ଯ୍ୟଶୈଳୀ ଦେଖି ଅନେକ ଝିଅ ତାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ସେ ହେଉଛନ୍ତି IPS ଅଫିସର ଶିବଦୀପ ଲାଣ୍ଡେ । ମହାରଷ୍ଟ୍ରର ଅକୋଲା ଜିଲ୍ଲାରେ ଶିବଦୀପଙ୍କ ଜନ୍ମ । ୨୦୦୬ରେ IPS ପାଇବା ପରେ ବିହାର କ୍ୟାଡରରେ ତାଙ୍କର ନିଯୁକ୍ତି ହୋଇଥିଲା ।

ସେହି ସମୟରେ ସେ ଅନେକ ଅ-ପ-ରା-ଧୀ-ଙ୍କୁ ଜେ-ଲ୍ ର ରାସ୍ତା ଦେଖାଇବା ସହ ଝିଅମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ ଅଭିଯାନ ମଧ୍ୟ ମଧ୍ୟ ଆରମ୍ଭ କରିଥିଲେ । ଏଥିପାଇଁ ସେ ନିଜ ବ୍ୟକ୍ତିଗତ ଫୋନ ନମ୍ବର ଜାରି କରିଥିଲେ । ଯଦି କୌଣସି ଦୁ-ର୍ବୁ-ତ୍ତ ରାସ୍ତାଘାଟରେ ଝିଅମାନଙ୍କୁ ହଇରାଣ କରିବାର ଫୋନ କଲ୍ ପାଉଥିଲେ, ତିଳେ ମାତ୍ର ବିଳମ୍ବ ନ କରି ପହଞ୍ଚି ଯାଉଥିଲେ ଘଟଣାସ୍ଥଳରେ ଆଉ ରୋଡ ରୋମିଓଙ୍କୁ ଲା-ଠି ମା-ଡ ଦେଇ ସା-ବା-ଡ କରୁଥିଲେ ଲାଣ୍ଡେ ।

ଦିନେ ପାଟନାରେ ତିନି ଜଣ ମ-ଦ୍ୟ-ପ ଯୁବକ ଜଣେ ଯୁବତୀଙ୍କୁ ବିଚ୍ ରାସ୍ତାରେ ହ-ଇ-ରାଣ- କରୁଥିଲେ । ଏନେଇ ଯୁବତୀଙ୍କ କଲ୍ ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ଶିବଦୀପ । ତାଙ୍କୁ ଦେଖି ଘଟଣାସ୍ଥଳରୁ ଫେ-ରା-ର ହୋଇ ଯାଇଥିଲେ ଯୁବକମାନେ । କିନ୍ତୁ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସେହି ଯୁବକମାନଙ୍କୁ ଗି-ର-ଫ କରାଯାଇ ଦ-ଣ୍ଡ ଦିଆଗଲା । ଏମିତି ଘଟଣା ପରଠୁ ସେ ଷ୍ଟାର ବନି ଯାଇଥିଲେ । ପ୍ରତିଦିନ ତାଙ୍କ ପାଖକୁ ୩୦୦ ରୁ ଅଧିକ କଲ୍ ଓ ମେସେଜ ଆସୁଥିଲା ।

ଏହାରି ଭିତରେ କିଛି ଯୁବତୀ ଫୋନ କରି ତାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଉଥିଲେ । ଆହୁରି ଏକ ବଡ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚର୍ଚ୍ଚାର ପରିସରଭୁକ୍ତ ହୋଇଥିଲେ ଶିବଦୀପ ଲାଣ୍ଡେ । ପାଟନାରେ ଥିବା ବେଳେ ଜଣେ ସରକାରୀ ଅଧିକାରୀ ଲା-ଞ୍ଚ ନେଉଥିବା କଥା ସାମନାକୁ ଆସିଥିଲା । ସେହି ଲା-ଞ୍ଚୁ-ଆ ଅ-ଧି-କା-ରୀ-ଙ୍କୁ ଧରିବା ପାଇଁ ବେଶ ବଦଳାଇ ପହଞ୍ଚି ଯାଇଥିଲେ IPS ଶିବଦୀପ ଲାଣ୍ଡେ ।

ଆଉ ଲା-ଞ୍ଚ ନେଉଥିବା ବେଳେ ରେ-ଡ ହ୍ୟା-ଣ୍ଡ-ରେ ଧରିଥିଲେ ସରକାରୀ ଅଧିକାରୀଙ୍କୁ । ଏଥିସହିତ ମହାରାଷ୍ଟ୍ରର ବହୁଚର୍ଚ୍ଚିତ ମ-ନ-ସୁ-କ ହି-ରେ-ନ ମ-ର୍ଡ-ର-କେ-ସ ର ତ-ଦ-ନ୍ତ ମଧ୍ୟ ଶିବଦୀପ ଲାଣ୍ଡେ କରିଥିଲେ । ଯାହାକୁ ନେଇ ସେ ପୁଣି ଚର୍ଚ୍ଚାର ବିଷୟ ପାଲଟିଥିଲେ । ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।