IPL ର 5 ଜଣ ସବୁଠୁ ଦାମୀ ଖେଳାଳୀ, ଦେଖନ୍ତୁ ନମ୍ବର 1 ରେ ଅଛି କିଏ ?

ଆଇପିଏଲକୁ ଯଦି ବ୍ୟବସାୟ ଦୃଷ୍ଟି କୋଣରୁ ଦେଖାଯାଏ ତେବେ ଏହା ପ୍ରତି ବର୍ଷ ରେଭିନେୱ ସୃଷ୍ଟି କରେ । ଆଇପିଏଲ ଏତେ ଟଙ୍କା ରୋଜାଗାର କରେ ଯେ ବିଶ୍ଵର ସବୁ ଖେଳାଳିମାନେ ପ୍ରତିବର୍ଷ ଏହି ଲିଙ୍କ ଅପେକ୍ଷା କରି ରହିଥାଆନ୍ତି । ଯାହା ଦ୍ଵାରା କମ ସମୟରେ ଖେଳି ମଧ୍ୟ ସେମାନେ ବହୁତ ଟଙ୍କା ରୋଜାଗାର କରିପାରିଥାଆନ୍ତି । ଆଇପିଏଲରେ ଖେଳାଳିମାନଙ୍କ ଠାରୁ ଆରମ୍ଭ କରି ଦଳ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ବହୁତ ଅଧିକ ଚାହିଦା ଥାଏ । ଏଥିରେ ଖେଳିବାକୁ କ୍ରିକେଟଏର ମାନଙ୍କର ବୋଲି ଲଗାଯାଏ । ଯିଏ ଯେତେ ଭଲ ଖେଳାଳି ତାକୁ ସେତେ ଅଧିକ ଟଙ୍କା ମଧ୍ୟ ମିଳିଥାଏ ।

ଏହି କାରଣରୁ ଭାରତର ଘରୋଇ ଖେଳାଳିମାନେମଧ୍ୟ  ଆର୍ଥିକ ସହାୟତା ମଧ୍ୟ ପାଇଥାଆନ୍ତି । ଯାହା ଦ୍ଵାରା ତାଙ୍କ କ୍ୟାରିୟର ଆଗକୁ ବଢାଇବାରେ ସାହାଯ୍ୟ ହୋଇଥାଏ । ଯଦି ଆଇପିଏଲ ଅନେକ ବହୁତ ମହଙ୍ଗା ଖେଳାଳିମାନେ ଅଛନ୍ତି । ଆଜି ଆମେ ଆଇପିଏଲ ୨୦୨୧ ପାଞ୍ଚ ଜଣ ଦାମୀ ଖେଳାଳି ବିଷୟରେ ଆପଣଙ୍କୁ କହିବୁ । ଯିଏ କି ଏହି ବର୍ଷ ଭିନ୍ନ ଭିନ୍ନ ଦଳରେ ଖେଳି ଆପଣମାନଙ୍କର  ମନୋରଞ୍ଜନ କରିବେ ।

ରୋହିତ ଶର୍ମା

ରୋହିତ ତାଙ୍କ ଅଧିନାୟିକତ୍ବରେ ଆଇପିଏଲ ମୁମାଇ ଇଣ୍ଡିଆଣ୍ଡନ୍ସରେ ପାଞ୍ଚ ଥର ଟାଇଟେଲ ଜିତାଇଛନ୍ତି । ୨୦୧୩ ,୨୦୧୭ , ୨୦୧୯ , ଏବଂ ୨୦୨୦ରେ ମୁମ୍ବାଇ ଇଣ୍ଡିଆଣ୍ଡନ୍ସ ରୋହିତ ଶର୍ମା କ୍ୟାପଟେନସିପ ଆଇପିଏଲ ଟାଇଟେଲ ହାସଲ କରିପାରିଛନ୍ତି । ଆଇପିଏଲ ପଞ୍ଚମ ଖେଳାଳି ରୋହିତ ଶର୍ମାର ଦରମା ବିଷୟରେ କହିବାକୁ ଗଲେ ସେ ପ୍ରତ୍ୟେକ ସିଜିନ ପାଇଁ ପ୍ରାୟ ପନ୍ଦର କୋଟି ଟଙ୍କା ନେଇଥାଆନ୍ତି ।

ରୋହିତ ଶର୍ମା ୨୦୦୮ ଆଇପିଏଲରେ ଯୋଗ ଦେଇଥିଲେ । ସେ ଡେକାନ ଚାରଜେସରେ ପାଇଁ ପ୍ରଥମ ସିଜିନ ଖେଳିଥିଲେ ଯେଉଁଠାରେ ତାଙ୍କୁ ୩ କୋଟି ଟଙ୍କାରେ ମୂଲ୍ୟରେ କିଣାଯାଇଥିଲା । ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ୨୦୧୧ ରେ ୯ କୋଟି ୨୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରଯାଇଥିଲା ।

ଏମଏସ ଧୋନୀ

ଆଇପିଏଲ ରୋହିତ ସର୍ମା ପରେ ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ଏମଏସ ଧୋନୀ ସେ ଚେନ୍ନାଇ ପାଇଁ ଖେଳୁଥିବାରୁ ରୋହିତଙ୍କ ପରି ଧୋନୀ ଦରମା ମଧ୍ୟ ପନ୍ଦର କୋଟି ଅଟେ । ଚେନ୍ନାଇ ପାଇଁ ଖେଳୁଥିବାବେଳେ ଧୋନୀ ଆହୁରି ଅନେକ ଖେଳାଳିଙ୍କୁ ଶୀର୍ଷରେ ପହଞ୍ଚାଇବା ପାଇଁ ସାହାଜ୍ୟ କରିଛନ୍ତି ।

ଧୋନୀକୁ ପ୍ରଥମେ ଚେନ୍ନାଇ ଛଅ କୋଟି ଟଙ୍କାରେ ଦେଇ ଦଳରେ ସାମିଲ କରିଥିଲେ । ଏହି ମୂଲ୍ୟ ସହିତ ଧୋନୀ ଆଇପିଏଲ ପ୍ରଥମ ସିଜିନରେ ସବୁଠାରୁ ଦାମୀ ଖେଳାଳି ଥିଲେ । ଧୋନୀ ୨ ବର୍ଷ ରାଇସିଙ୍ଗ ପୁନେ ସୁପର ଜ୍ୟାଙ୍ଗ ସହ ଖେଳିଥିଲେ । ଯାହା ପରେ ଚେନ୍ନାଇ ନିଲମ୍ବନ ହଟିବା ପରେ ସେ ପୁଣି ଥରେ ଚେନ୍ନାଇ ଅଧିନାୟିକତ୍ଵ ଭାବେ ଫେରିଆସିଥିଲେ ।

ପ୍ୟାଟ କୁମିନ୍ସ

ଦୁନିୟର ସବୁଠାରୁ ଦ୍ରୁତତମ ବୋଲରର ମାନଙ୍କର ମଧ୍ୟରୁ ଜଣେ ଏବଂ ଏହି କାରଣରୁ କେକେଆର ତାଙ୍କୁ କିଣିଛନ୍ତି । ୧୫ କୋଟି ବିଟ ସହ ଏହି ଆଇପିଏଲ ତୃତୀୟ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ୨୦୧୪ କେକେଆର ତାଙ୍କୁ ପ୍ରଥମ ଥର ପାଇଁ ଗୋଟେ କୋଟି ଟଙ୍କାରେ ନିଜ ଟିମ ରେ ନେଇଥିଲେ । ୨୦୧୭ ଦିଲ୍ଲୀ ଡ଼େୟାର ଡେଭିଲ୍ସ ତାଙ୍କୁ ୪.୫ କୋଟିରେ ନିଜ ଦଳକୁ ନେଇଥିଲା ।

ଗତବର୍ଷ ସେ ମୁମ୍ବାଇ ଇଣ୍ଡିଆନ୍ସ କୁ ଯାଇଥିଲେ । କିନ୍ତୁ ସେ ମୁମ୍ବାଇ ଇଣ୍ଡିଆନ୍ସ ଏପାଇଁ ଗୋଟିଏ ହେଲେ ମ୍ୟାଚ ଖେଳିବାକ ସୁଯୋଗ ପାଇ ନ ଥିଲେ । ପରେ ୨୦୨୦ ରେ ଆଇପିଏଲ ନିଲାମରେ କେକେଆର ସବୁଠାରୁ ବଡ ବିଟ ଲଗାଇ ପ୍ୟାଟ କ୍ୟୁମିନ୍ସକୁ ନିଜ ଦଳରେ ସାମିଲ କରିଥିଲା । ଏବଂ ଏହି ବର୍ଷ କେକେଆରକୁ  ପ୍ୟାଟ କ୍ୟୁମିନ୍ସକୁ ୧୫ କୋଟି ୫୦ ଲକ୍ଷ ସହିତ ରିଟେନ କରିଛି ।

 କ୍ରିସ ମରିସ

୨୦୨୧ ଆଇପିଏଲ ନିଲାମ ସମୟରେ ରାଜସ୍ଥାନ ରୟାଲ ଏହି ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କୁ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଥିଲେ । ୨୦୦୮ ରେ ର୍ରାଜସ୍ଥାନ ରୟାଲ ଆଇପିଏଲ ଜିତିବା ଦଳରେ ଏହି ଖେଳାଳି ଥିଲେ । ଦ୍ଵିତୀୟ ଥର ମୋରିଶ ଏହି ଦଳ ପାଇଁ ଖେଳିବାକୁ ଯାଉଛନ୍ତି । ୨୦୨୦ ରେ ରୟାଲ ଚାଲେଞ୍ଜ ବାଙ୍ଗାଲୋର ଦଳରେ ୧୦ କୋଟି ଟଙ୍କାରେ ସାମିଲ ହୋଇଥିଲେ କ୍ରିସ ମୋରିଶ । ପୂର୍ବ ସିଜିନ ରେ ସେ ୧୧ ଟି ମ୍ଯାଚ ଖେଳି ୯ ଟି ୱିକେଟ ନେଇଥିଲେ ।

ବିରାଟ କୋହଲି

କୋହଳି ଏବେ ବିଶ୍ଵର ୧ ନମ୍ବର ଖେଳାଳି ଭାବରେ ବିବେଚିତ ହେଉଛନ୍ତି । ଆଇପିଏଲରେ ସେ ଏକ ଦାମୀ ଖେଳାଳି ଭାବରେ ପରିଗଣିତ ହେଉଛନ୍ତି । ତାଙ୍କର ଦରମା ୧୭ କୋଟି ଟଙ୍କା ଅଛି ଯାହାକି ଧୋନୀ ଭଳି ଖେଳାଳିଙ୍କ ଠାରୁ ଅଧିକ ଅଛି । ଆର ଶି ବି ଏ ପର୍ଯ୍ୟନ୍ତ  କୌଣସି ସିରିଜ ଜିତି ନାହିଁ । କିନ୍ତୁ କୋହଳୀଙ୍କର ବହୁତ ପ୍ରଶଂସକ ଅଛନ୍ତି । ୨୦୦୮ ରେ ରୟାଲ ଚାଲେଞ୍ଜ ବାଙ୍ଗାଲୋର ଦଳ ବିରାଟଙ୍କୁ ୧୨ ଲକ୍ଷ ଟଙ୍କାରେ ତାଙ୍କ ଦଳରେ ସାମିଲ କରିଥିଲା ।

୨୦୧୦ ରେ ତାଙ୍କ ଦଳ ପାଇଁ ୩୦୭ ର କରି ତୃତୀୟ ସର୍ବାଧିକ ରନ ସଂଗ୍ରହ କାରୀ ହୋଇଥିଲେ । ୨୦୧୩ ରେ ଦଳ କୋହଳିଙ୍କୁ ଅଧିନାୟକ କରିଥିଲା । ୨୦୧୮ ରେ କୋହଲିଙ୍କୁ ଦଳ ୧୮ କୋଟି ଟଙ୍କାରେ ସାମିଲ କରିଥିଲା ।