ଆଇପିଏଲର ପାଞ୍ଚୋଟି ଏମିତି ରେକର୍ଡ ଯାହାକୁ କେବେବିଭାଙ୍ଗି ହେବ ନାହିଁ, ନମ୍ବର ୧କୁ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ… ଆଗକୁ ଦେଖନ୍ତୁ ଭିଡିଓ

ଆଜିର ଏହି ଖାସ ଭିଡିଓରେ ଆମେ ଆପଣମାନଙ୍କୁ ଆଇପିଏଲର ୫ଟି କିଛି ଏମିତି ଖାସ ରେକର୍ଡ ବିଷୟରେ କହିବାକୁ ଯାଉଛୁ ଯାହାକୁ ଭାଙ୍ଗିବା କୌଣସି ଖେଳାଳି କିମ୍ବା ଟିମ ପାଇଁ ସହଜ ନୁହେଁ । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ରେକର୍ଡ ବିଷୟରେ । ପ୍ରଥମେ ଶେଷରୁ ଆରମ୍ଭ କରୁଛୁ । ଏଥିରେ ପାକିସ୍ତାନର ବୋଲର ସୁହୈଲ ତନବୀରଙ୍କର ସାନନ୍ଦାର ବୋଲିଙ୍ଗ ସ୍ପେଲ ସାମିଲ ଅଛି ।

ଆପଣଙ୍କୁ କହିଦେଉଛୁ କି ବିଶ୍ଵ କ୍ରିକେଟରେ ପାକିସ୍ତାନର ବୋଲରମାନଙ୍କୁ ସବୁଠୁ ଭାୟାନକ ବୋଲର ବୋଲି କୁହାଯାଏ । ଯାହାର ପ୍ରମାଣ ଆଇପିଏଲର ପ୍ରଥମ ସିଜିନରେ ପାକିସ୍ତାନ ବୋଲର ସୁହୈଲ ତନବୀର ଦେଇଥିଲେ । ସୁହୈଲ ତନବୀରଙ୍କ ନାମରେ ଆଇପିଏଲର ଏକ ଏମିତି ରେକର୍ଡ ଅଛି ଯାହାକୁ ଆଜି ପର୍ଯ୍ୟନ୍ତ କେହି ବି ଭାଙ୍ଗି ପାରି ନାହାନ୍ତି ।

ବର୍ଷ ୨୦୦୮ରେ ଖେଳା ଯାଇଥିବା ଆଇପିଏଲର ପ୍ରଥମ ସିଜିନରେ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳୁଥିବା ଏହି ପାକିସ୍ତାନ ଖେଳାଳି ଚେନ୍ନାଇ ସୁପର କିଂଗ୍ସ ଭଳି ମଜବୁତ ଟିମ ବିରୁଦ୍ଧରେ ନିଜର ଚାରି ଓଭରରେ ୧୪ ରନ ଦେଇ ୬ ଟି ୱିକେଟ ନେଇ ଥିଲେ । ବର୍ତ୍ତମାନ ଆଇପିଏଲ ଚାଲୁଛି ଦେଖିବା କିଏ ଏହି ରେକର୍ଡକୁ ଭାଙ୍ଗି ପାରୁଛନ୍ତି ।

ବର୍ତ୍ତମାନ ନମ୍ବର ଚାରିରେ ଆସୁଛନ୍ତି ବିରାଟ କୋହଲି । ଏହି ଖେଳାଳିଙ୍କର ରେକର୍ଡ ୯୭୩ ରନ ଅଟେ । ଇଣ୍ଡିଆ ଟିମର କ୍ୟାପଟେନ ଏବଂ ରନ ମେସିନ ନାମରେ ପ୍ରସିଦ୍ଧ ଥିବା ବିରାଟ କୋହଲି ରୋୟାଲ ଚୈଲେଂଜର୍ସ ବାଙ୍ଗାଲୋର ଟିମର କ୍ୟାପଟେନ ଅଟନ୍ତି । ୨୦୧୬ରେ ନବମ ସିଜିନରେ ବିରାଟ କୋହଲିଙ୍କର ବ୍ୟାଟରୁ ବହୁତ ରନ ବର୍ଷା ହୋଇ ଥିଲା ଓ ସେ ସେହି ସିଜିନରେ ୪ଟି ଶତକ ମାରିଥିଲେ । ଏହା ପୂର୍ବରୁ ତାଙ୍କ ନାମରେ କୌଣସି ବି ଶତକ ନଥିଲା ।

ଏତିକି ନୁହେଁ ବିରାଟ କୋହଲି ୧୪ଟି ମ୍ୟାଚରେ ୯୭୩ ରନ କରି ଏହା ପ୍ରମାଣିତ କରିଥିଲେ କି ସେ ରନର ମେସିନ ଅଟନ୍ତି । ଆଇପିଏଲରେ ଏମିତି କେହି ନାହାନ୍ତି କି ଯିଏ ଗୋଟିଏ ସିଜିନରେ ୯୦୦ ରନକୁ ପାର କରିଛନ୍ତି । ବିରାଟ କୋହଲି ହିଁ ଜଣେ ମାତ୍ର ଖେଳାଳି ଅଟନ୍ତି ଯାହାଙ୍କୁ ଏହି ଉପଲବ୍ଧି ମିଳିଛି । ନମ୍ବର ତୃତୀୟରେ ବିରାଟ କୋହଲି ଓ ଏ.ବି ଡିବିଲିୟର୍ସଙ୍କର ପାର୍ଟନରସିପ ୨୨୯ ରନର ହୋଇଥିଲା । ଆଗକୁ ଦେଖନ୍ତୁ ଭିଡିଓ