IPL ୨୦୨୦- ଏହି 5 ବଡ ପ୍ଲେଅର ଏହି ବର୍ଷ ଆଇପିଏଲ ମ୍ୟାଚ ଖେଳିବେ ନାହିଁ

ଭାରତ ହେଉ ବା ଅନ୍ୟ ଦେଶ ପୁରା ଦୁନିଆରେ କ୍ରିକେଟ ଏମିତି ଗୋଟେ ଖେଳ ହୋଇଯାଇଛି ଯାହାକୁ ଦେଖିବା ପାଇଁ ସମସ୍ତେ ନିଜ ଆଖି ପଲକ ବିଛାଇ ରଖନ୍ତି, ତେବେ ଆପଣ ମାନେ ଜାଣିଥିବେ ଯେ ୨୦୨୦ରେ କରୋନା ପାଇଁ ବହୁତ କିଛି ହାନି ହୋଇଛି ଏହା ଛଡା ବର୍ତମାନ ପର୍ଯ୍ୟନ୍ତ ଲକଡାଉନ ସଟଡାଉନ ସ୍ଥିତିଥିଲା କିନ୍ତୁ ଏବେ ଭାରତ ସରକାର ଏହାକୁ ଉଠାଇ ଦେଇଛି ଓ ଜନ ସମାଜକୁ ସଚେତନ କରି ତାଙ୍କୁ ତାଙ୍କ କାମ କରିବା ପାଇଁ ଖୋଲା ଛଡା ଯାଇଛି ।

ତେବେ ଖବର ଅନୁଯାଇ ୨୦୨୦ ଆଇପିଏଲ ମ୍ଯାଚରେ ୭ଟି ଦିଗ୍ଗଜ ଖେଳାଳି ଖେଳିବା ପାଇଁ ନାରାଜ ଅଛନ୍ତି ବା ଖେଳିବା ପାଇଁ ମନା କରିଛନ୍ତି, ତେବେ ଆସନ୍ତୁ ଜାଣିବା କେଉଁ ମାନେ ମନା କରିଛନ୍ତି ।

୧. କୃଷ ବୋକ୍ସ :

କୃଶ ବୋକ୍ସ ଇଂଲଣ୍ଡର ବହୁତ ଜବରଦସ୍ତ ଖେଳାଳି ଅଟନ୍ତି କିନ୍ତୁ ସେ କିଛି ପର୍ଶନାଲ କାରଣ ପାଇଁ ଆଇପିଏଲ ୨୦୨୦ରେ ଭାଗ ନବାରୁ ମନା କରିଛନ୍ତି, ତେବେ ଦିଲ୍ଲୀ କ୍ୟାପିଟଲ୍ସ କୃଷକୁ ଡେଢ କୋଟି ଟଙ୍କାରେ କିଣିଥିଲେ ତେବେ ତାଙ୍କ ମନା କରିବା ପରେ ଦିଲ୍ଲୀ କ୍ୟାପିଟଲ୍ସ ତାଙ୍କ ବଦଳରେ ସାଉଥ ଆଫ୍ରିକା ଏଣ୍ଡୱିଚ ନଟୟେ କୁ ସମିଳିତ କରା ଯାଇଛି ।

୨. ଜେସନ ରୟ :

ଆପଣ ମାନେ ଇଙ୍ଗଲଣ୍ଡର ଉତ୍ତମ ବଲେବାଜ ଜେସନ ରୟ କୁ ବେସ ଭଲ ଭାବରେ ଜାଣିଥିବେ ତେବେ ସେ ମଧ୍ୟ ଦିଲ୍ଲୀ କ୍ୟାପିଟଲ୍ସରେ ଥିଲେ କିନ୍ତୁ ନିଜ ଇନଜୁରୀ ପାଇଁ ମନା କରିଥିଲେ ଯାହା ପରେ ଖେଳିବାକୁ ରାଜି ମଧ୍ୟ ହୋଇଥିଲେ କିନ୍ତୁ ଆଇପିଏଲ ଟାଇମିଙ୍ଗ ଦେଖି ସେ ମଧ୍ୟ ମନା କରିଛନ୍ତି ଯାହା ପରେ ତାଙ୍କ ବଦଳରେ ଅଷ୍ଟ୍ରେଲିଆ ତେଜ ଗେନ୍ଦବାଜ ଡେନିଅଲ କୁ ଚାନ୍ସ ଦିଆ ଯାଇଛି ।

୩. ଲସିତ ମାଲିଙ୍ଗା :

ଆପଣ ମାନେ ବହୁତ ଏମିତି କ୍ରିକେଟର ମାନଙ୍କୁ ଜାଣିଥିବେ ଯିଏ ନିଜ ପରିଶ୍ରମ ଦ୍ଵାରା ନିଜ ନା ଲୋକଙ୍କ ହୃଦୟରେ ଲେଖିଛନ୍ତି, ଲସିତ ମାଲିଙ୍ଗା ସେହି ଭଳି ବ୍ୟକ୍ତି ଅଟନ୍ତି । ଲସିତ ମଲିଙ୍ଗା ନିଜ ପରିଶ୍ରମ ଦ୍ଵାରା ବହୁତ ନା ପାଇଛନ୍ତି, ତେବେ ବର୍ତମାନ ସ୍ଥିତିରେ ଲସିତ ମଲିଙ୍ଗାଙ୍କ ବାପାଙ୍କ ଦେହ ଭଲ ନାହିଁ ସେଥିପାଇଁ ସେ ଆଇପିଏଲ ଖେଳି ପାରିବେ ନାହିଁ ଓ ମୁମ୍ବାଇ ଇଣ୍ଡିଅନ ଟିମ ତାଙ୍କୁ ବହୁତ ମିସ କରିବ ।

୪. ସୁରେଶ ରାଇନା :

ସୁରେଶ ରାଇନାଙ୍କୁ ମିଷ୍ଟର ଆଇପିଏଲ କୁହା ଯାଏ କାହିଁକିନା ଆଇପିଏଲରେ ରାଇନା ସବୁଠାରୁ ଅଧିକ ରନ ବନାନ୍ତି । ରାଇନାଙ୍କ ମନା କରିବା କାରଣ ଏହା ଅଟେ ଯେ ତାଙ୍କ ପରିବାର ଉପରେ ଆଟାକ ହୋଇଥିଲା ଯେଉଁଥିରେ ତାଙ୍କ ପିସା ଙ୍କ ଦେହାନ୍ତ ହୋଇଥିଲା ଓ ସେ ନିଜ ପରିବାରକୁ ଏହି ଭଳି ସ୍ଥିତିରେ ଛାଡି ପାରିବେ ନାହିଁ ।

୫. ହର୍ବଜନ ସିଂହ :

ଆପପନ ମାନେ ହର୍ବଜନ ସିଂହକୁ ଜାଣିଥିବେ ପଞ୍ଜାବୀ ଧୁରନ୍ଦର, ପ୍ପୁରା ଭାରତ ତାଙ୍କ ସ୍ପିନ ଦେଖି ଆଶ୍ଚର୍ଯ୍ୟ ହୋଇଥାଏ ଓ ଏହି ସ୍ପିନ ଦ୍ଵାରା ସେ ଦୁନିଆ ର ବଡ ବଡ କ୍ରିକେଟର ମାନଙ୍କୁ ଆଉଟ କରିଛନ୍ତି ତେବେ ଏହି ୨୦୨୦ ଆଇପିଏଲ ଖେଳିବା ପାଇଁ ହର୍ବଜନ ସିଂହ ମଧ୍ୟ ମନା କରିଛନ୍ତି ତେବେ ଏହା ପଛରେ ପର୍ଶନାଲ କାରଣ ଅଟେ ବୋଲି ହର୍ବଜନ ମିଡିଆକୁ କହିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।