2020 ଆଇପିଏଲ ର 18 ଟି ମୁଖ୍ୟ ରେକର୍ଡ, ଏହି ଖେଳାଳିଙ୍କ ନାଁରେ ସବୁଠୁ ନିଆରା ରେକର୍ଡ

ଆଇପିଏଲ ୨୦୨୦ ସମାପ୍ତ ହୋଇସାରିଛି ଓ ଏହି ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଏହି ସିରିଜକୁ ନିଜ ନାଁରେ କରିଦେଇଛି । ଯିଏ ଦିଲ୍ଲୀକୁ ହରାଇ ଆଇପିଏଲ ୨୦୨୦ର ଟାଇଟେଲକୁ ନିଜ ନାଁରେ କରିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ବର୍ଷ ଖେଳାଳିମାନଙ୍କ ଦ୍ଵାରା କରାଯାଇଥିବା କିଛି ଖାସ ରେକର୍ଡ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ୨୦୨୦ ଆଇପିଏଲର କିଛି ରେକର୍ଡ ।

କେ ଏଲ ରାହୁଲ

କେ ଏଲ ରାହୁଲ ଏହି ଆଇପିଏଲରେ ସବୁଠୁ ଅଧିକ ୬୭୦ ରନ କରିଛନ୍ତି । ଯେଉଁ କାରଣରୁ ସେ ଅରେଞ୍ଜ କ୍ୟାପ ଜିତିବାରେ ସଫଳ ହେଲେ । ଗୋଟିଏ ପାରିରେ ସବୁଠୁ ଅଧିକ ରନ ୬୯ ଟି ବଲରେ ୧୩୨ ରନ କରିଛନ୍ତି । ଏହି ପାରିରେ ସେ ୧୪ଟି ଚଉକା ମାରିଛନ୍ତି । ସବୁଠୁ ଅଧିକ ଅର୍ଦ୍ଧ ଶତକ କେ ଏଲ ରାହୁଲ ୫ଟି ଲେଖାଏଁ ଅର୍ଦ୍ଧ ଶତକ ମାରିଛନ୍ତି ।

ଶତକ ମୟଙ୍କ ଅଗ୍ରୱାଲ

ସବୁଠୁ କମ ବଲରେ ଶତକ ମୟଙ୍କ ଅଗ୍ରୱାଲ ୪୫ଟି ବଲରେ ଶତକ ମାରିଛନ୍ତି ।

କାଗିସୋ ରାବାଡା

କାଗିସୋ ରାବାଡା ପର୍ପାଲ କ୍ୟାପ ଜିତିଛନ୍ତି ସେ ୧୭ ଟି ମ୍ୟାଚରେ ୩୦ଟି ୱିକେଟ ନେଇଛନ୍ତି ।

ରାହୁଲ ତେବତିୟା

ରାହୁଲ ତେବତିୟା ରାଜସ୍ଥାନ ରୟଲ ତରଫରୁ ଗୋଟିଏ ଓଭରରେ ସବୁଠୁ ଅଧିକ ୩୦ ରନ କରିଛନ୍ତି । ସେ ଏହି ଓଭରରେ୫ ଟି ଛକା ମାରିଛନ୍ତି ।

ରାସିଦ ଖାନ

ସବୁଠୁ ଇକୋନୋମିକ ବୋଲିଙ୍ଗ ରସିଦ ଖାନ ୫.୩୭ ଭାବେ କରିଛନ୍ତି ।

ବରୁଣ ଚକ୍ରବତୀ

ଗୋଟିଏ ପାରିରେ ପାଞ୍ଚଟି ୱିକେଟ କେ କେ ଆର ର ବରୁଣ ଚକ୍ରବତୀ ନେଇଛନ୍ତି ସେ ଗୋଟିଏ ପାରିରେ ୨୦ ରନ ଦେଇ ୫ ଟି ୱିକେଟ ନେଇଛନ୍ତି ।

ଶିଖର ଧାବନ, ବେନ ଷ୍ଟୋକସ

ଦିଲ୍ଲୀ କ୍ୟାପିଟାଲର ଖେଳାଳି ଶିଖର ଧବନ ସବୁଠୁ ଅଧିକ ୬୭ଟି ଚଉକା ମାରିଛନ୍ତି । ଗୋଟିଏ ପାରିରେ ସବୁଠୁ ଅଧିକ ଚଉକା ରାଜସ୍ଥାନ ରୟଲର ବେନ ଷ୍ଟୋକସ ଓ ଦିଲୀ କ୍ୟାପିଟାଲର ଶିଖର ଧବନ କରିଛନ୍ତି । ସବୁଠୁ ଅଧିକ ଶତକ ଦିଲୀ କ୍ୟାପିଟାଲର ଓପନର ଶିଖର ଧବନ ଲଗାତାର ୨ ଟି ଶତକ ମାରିଛନ୍ତି ।

ଇଶାନ କିଶାନ, ସଞ୍ଜୁ ସାମସନ

ସବୁଠୁ ଅଧିକ ଛକା ମୁମ୍ବାଇ ଇଣ୍ଡିଆନ୍ସର ଇଶାନ କିଶାନ ୧୪ ଟି ମ୍ୟାଚ ଖେଳି ୩୦ ଟି ଛକା ମାରିଛନ୍ତି । ଗୋଟିଏ ପାରିରେ ସବୁଠୁ ଅଧିକ ଛକା ରାଜସ୍ଥାନ ରୟାଲର ସଞ୍ଜୁ ସାମସନ ଓ ଇଶାନ କିଶାନ ଉଭୟ ୯ ଟି ଛକା ମାରିଛନ୍ତି ।

ଏବି ଡିଭିଲିୟର୍ସ ଓ ଦେବଦତ୍ତ ପଡିକାର

ସବୁଠୁ ଅଧିକ ଅର୍ଦ୍ଧ ଶତକ ଏବି ଡିଭିଲିୟର୍ସ ଓ ଦେବଦତ୍ତ ପଡିକାର ଦୁଇ ଜଣ ଯାକ ୫ଟି ଲେଖାଏଁ ଅର୍ଦ୍ଧ ଶତକ ମାରିଛନ୍ତି ।

ନିକୋଲାଶ ପୁରଣ

ନିକୋଲାଶ ପୁରଣ ୧୭ ଟି ବଲ ରେ ଅର୍ଦ୍ଧଶତକ ମାରିଛନ୍ତି । ଏହା ସହିତ ସବୁଠୁ ବଡ ଛକା ନିକୋଲାଶ ପୂରଣ ୧୦୬ ମିଟରର ଲମ୍ବା ଛକା ମାରିଛନ୍ତି ।

ଚୋପ୍ରା ଆର୍ଚର, ଜସପ୍ରିତ ବୁମରା

ସବୁଠୁ ଅଧିକ ଡଟ ବଲ ରାଜସ୍ଥାନ ରୟଲର ଚୋପ୍ରା ଆର୍ଚର ଓ ମୁମ୍ବାଇ ଇଣ୍ଡିଆନ୍ସର ଜସପ୍ରିତ ବୁମରା ଉଭୟ ଯୁଗ୍ମ ଭାବେ ୧୭୫ଟି ଡଟ ବଲ ପକାଇ ରେକର୍ଡ କରିଛନ୍ତି ।

ଶିଧାର୍ତ କାଉଲ

ଗୋଟିଏ ପାରିରେ ସବୁଠୁ ଅଧିକ ରନ ଦେଇଛନ୍ତି ସାନ ରାଇଜର ର ବୋଲର ଶିଧାର୍ତ କାଉଲ ।

ଆନରିଚ ନର୍ଥ

ସବୁଠୁ ଅଧିକ ବେଗରେ ବୋଲିଂ କରିଛନ୍ତି ଦିଲୀ କ୍ୟାପିଟାଲ୍ସର ଆନରିଚ ନର୍ଥ । ସେ ଗୋଟିଏ ମ୍ୟାଚ ରେ ୧୫୬ .୨୨କିଲୋମିଟର ବେଗରେ ବଲ ପକାଇଛନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।