IPL 2020- ଜିତିବା ପରେ RCB ପାଇଁ ଏହି 3 ବଡ ଖୁସି ଖବର, ଦଳକୁ ଫେରିଲେ ଏହି ଖେଳାଳି

ଆରସିବି କାଲି ନିଜର ସପ୍ତମ ମ୍ୟାଚ କେକେଆର ବିରୁଦ୍ଧରେ ଖେଳିଥିଲା ଓ ଏହି ମ୍ୟାଚକୁ ଆରସିବି ୮୨ ରନରେ ଜିତି ନେଲା । ଏହି ବିଜୟ ପରେ ଆରସିବି ପାଇଁ ତିନୋଟି ଭଲ ଖବର ସାମ୍ନାକୁ ଆସୁଛି । ଏହା ସହିତ କୁହାଯାଉଛି କି ରିକୀ ପୋଂଟିଂଗ କହିଲେ କି କେଉଁ ଟିମ ଆଇପିଏଲ ୨୦୨୦ର ଟ୍ରଫି ଜିତି ପାରିବ । ଏହିଭଳି ଆଜି ଆମେ ଆପଣଙ୍କୁ ସବୁ ରୋମାଞ୍ଚକପୂର୍ଣ ଖବର ବିଷୟରେ କହିବୁ । କହିବାକୁ ଗଲେ କାଲି ଆରସିବିର ବିଜୟ ପରେ ଆରସିବିର ରନ ରେଟ ବହୁତ ବଢିଛି ।

ଆରସିବିର ରନ ରେଟ ପ୍ରଥମେ -୦.୮୨୦ ଥିଲା କିନ୍ତୁ କାଲି ମ୍ୟାଚ ଜିତିବା ପରେ ଆରସିବିର ରନ ରେଟ -୦.୧୧୬ ହୋଇ ଯାଇଛି । ଏହା ଛଡା ଯଦି ଆରସିବି ଆସନ୍ତା ମ୍ୟାଚ ପଞ୍ଜାବ ଠାରୁ ଭଲ ରନ ଓ ୱିକେଟ ରେ ଜିତି ନେଉଛି ତେବେ ଆରସିବିର ରନ ରେଟ + ରେ ଚାଲିଯିବ ଓ ଏହା ପରେ ଆରସିବି ପ୍ରଥମ ସ୍ଥାନରେ ବି ନଜର ଆସି ପାରନ୍ତି ।

କହିବାକୁ ଗଲେ ଆରସିବିର ରନରେଟ କମ ଅଛି ବୋଲି ସେ ୩ ନମ୍ବରରେ ଅଛି ନଚେତ ସେ ପ୍ରଥମ ସ୍ଥାନରେ ନଜର ଆସିଥାନ୍ତା । ଯଦି ଆରସିବି ଏହିଭଳି ନିଜର ବିଜୟର ଯାତ୍ରା ଜାରି ରଖିବ ତେବେ ଆରସିବି ପ୍ରଥମ ସ୍ଥାନରେ ପହଞ୍ଚିଯିବ ।

ଦ୍ଵିତୀୟ ବଡ ଭଲ ଖବର ରିକୀ ପୋଂଟିଂଗକୁ ନେଇ ସାମ୍ନାକୁ ଆସୁଛି । କହିବାକୁ ଗଲେ ରିକୀ ପୋଂଟିଂଗ କହିଛନ୍ତି କି କେଉଁ ଟିମ ଆଇପିଏଲ ୨୦୨୦ର ଟ୍ରଫି ଜିତିପାରେ । ଆପଣଙ୍କୁ କହିଦେଉଛୁ କି ରିକୀ ପୋଂଟିଂଗ ତିନୋଟି ଟିମର ନାଁ କହିଛନ୍ତି । ରିକୀ ପୋଂଟିଂଗ କହିଲେ କି ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ ଭଳି ତିନୋଟି ଟିମ ଅଟନ୍ତି ଯେଉଁମାନଙ୍କ ମଧ୍ୟରୁ ଦୁଇଟି ଟିମ ଫାଇନାଲ ଖେଳିବେ । ମୁଁ ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାଁ ସଠିକ ରୂପରେ କହି ପାରିବି ନାହିଁ ।

କିନ୍ତୁ ଏମାନଙ୍କ ମଧ୍ୟରୁ ଦୁଇ ଜଣ ନିଶ୍ଚିତ ରୂପରେ ଆଇପିଏଲର ଫାଇନାଲ ମ୍ୟାଚ ଖେଳିବେ । ସେ ପ୍ରଥମେ କହିଲେ ଦିଲ୍ଲୀ ଓ ବାଙ୍ଗାଲୋର ମଧ୍ୟରେ ଫାଇନାଲ ହୋଇପାରେ । କିନ୍ତୁ ଏହା ପରେ ସେ କହିଲେ କି ଆମେ ମୁମ୍ବାଇ ଇଡିଆନ୍ସକୁ ବି ହାଲୁକାରେ ନେଇ ପାରିବା ନାହିଁ । ସେଥିପାଇଁ ମୁଁ କହିଲି ଏମାନଙ୍କ ମଧ୍ୟରେ ଦୁଇ ଜଣ ଫାଇନାଲ ଯିବେ ।

ତୃତୀୟ ବଡ ଖବର ଏହା ଅଟେ କି ଆରସିବିର ପ୍ଲେଇଙ୍ଗ ୧୧ରେ କିଛି ଚେଞ୍ଜେସ ହୋଇପାରେ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଗୁରକୀରତ ସିଂହ ଜାଗାରେ ମହମ୍ମଦ ସିରାଜ ଖେଳୁଥିବାର ନଜର ଆସିଥିଲେ । ଯାହାକି ବିରାଟ କୋହଲୀଙ୍କର ଗୋଟିଏ ଚାଲ ଥିଲା । କାରଣ ସେ ଜାଣିଥିଲେ କି ସାରଜାର ପଡିଆ ଛୋଟ ଓ ସେଠି ବୋଲର ଅଧିକା ଦରକାର । ଏହା ସହିତ ଏହି ପିଚ ବି ବହୁତ ସ୍ଲୋ ରହିବ ।

ସେଥିପାଇଁ କ୍ୟାପଟେନ ଗୁରକୀରତ ସିଂହ ଜାଗାରେ ମହମ୍ମଦ ସିରାଜକୁ ଟିମରେ ସାମିଲ କରିଥିଲେ । କହିବାକୁ ଗଲେ ପଞ୍ଜାବ ସହ ହେବାକୁ ଯାଉଥିବା ମ୍ୟାଚରେ ଆରସିବି ଟିମ ମହମ୍ମଦ ସିରାଜକୁ ରେସ୍ଟ ଦେଇ ପାରନ୍ତି ଓ ତାଙ୍କ ଜାଗାରେ ସେ ପୁଣି ଥରେ ଗୁରକୀରତ ସିଂହଙ୍କୁ ଆଣିବେ ।

ଗୁରକୀରତ ସିଂହ ଜଣେ ଭଲ ଖେଳାଳି ଅଟନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଖେଳିବା ପାଇଁ ଚାନ୍ସ ମିଳି ନାହିଁ । ଏମିତିରେ ଆସନ୍ତା ମ୍ୟାଚରେ ହିଁ ଜଣା ପଡିବ କି କିଏ ଖେଳିବ ଓ କିଏ ବସିବ । ଏମିତିରେ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।