ଇଞ୍ଜମାମ ଉଲ ହକ ମାନିଲେ ଏହି ତିନୋଟି ଖେଳାଳି ବଦଳାଇଥିଲେ କ୍ରିକେଟର ଅନ୍ଦାଜ, ଆପଣ ମଧ୍ୟ ଜାଣନ୍ତୁ

ଆଜି ଆମେ ଆପଣମାନଙ୍କୁ ପାକିସ୍ଥାନ ଟିମର ପୂର୍ବ କ୍ୟାପଟେନ ଇଞ୍ଜମାମ ଉଲ ହକଙ୍କ ବିଷୟରେ କହିବୁ । ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଥିଲେ କି ୩ ଟି ଖେଳାଳି କ୍ରିକେଟ ର ପ୍ରାରୂପ ବଦଳାଇଦେଲେ । ତେବେ ଆସନ୍ତୁ ଜାଣିବା ଏହି ତିନୋଟି ଖେଳାଳିଙ୍କ ବିଷୟରେ ।

୧. ଇଞ୍ଜମାମ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ‘ ବହୁତ ବର୍ଷ ପୂର୍ବରୁ ରିଚର୍ଡ୍ସ କ୍ରିକେଟ ଖେଳକୁ ବଦଳାଇ ଦେଇଥିଲେ । ସେହି ସମୟରେ ବ୍ୟାଟ୍ସମ୍ୟାନ ଦୃତ ବୋଲରମାନଙ୍କୁ ବ୍ୟାକଫୁଟରେ ଖେଳାଉଥିଲେ । ହେଲେ ସେ ଦେଖାଇ ଦେଇଥିଲେ ଦ୍ରୁତ ବୋଲର ଥିଲେ ମଧ୍ୟ ଫ୍ରଣ୍ଟ ଫୁଟରେ ଖେଳିହେବ’ । ସେ ଲୋକମାନଙ୍କୁ କହିଲେ କି ଦୃତ ବୋଲର ମାନଙ୍କୁ ମଧ୍ୟ ଆକ୍ରମଣ କରିହେବ ।


୨. ଦ୍ଵିତୀୟ ପରିବର୍ତ୍ତନ ସନଥ ଜୟସୂରିୟା କରିଥିଲେ । ସେ ୧୫ ଓଭରରେ ଖେଳାଳିମାନଙ୍କ ଉପରୁ ସର୍ଟ ମାରି କହିଥିଲେ ଯେ ଦୃତ ବୋଲରମାନଙ୍କୁ ମଧ୍ୟ ଆଟାକ କରିହେବ ।
୩. ତୃତୀୟ ପରିବର୍ତ୍ତନ କରିଥିଲେ ଏବି ଡେବିଲିୟର୍ସ । ସେ କ୍ରିକେଟରେ ବହୁତ ଏମିତି ସର୍ଟକୁ ଜନ୍ମ ଦେଇଥିଲେ ଯାହା ପୁରା ଖେଳକୁ ବଦଳାଇ ଦେଇଥିଲା । ପ୍ରଥମେ ବ୍ୟାଟ୍ସମ୍ୟାନ ବ୍ୟାଟରେ ସର୍ଟ ଖେଳୁଥିଲେ, ହେଲେ ଡେବିଲିୟର୍ସ ପେଡେଲ ସ୍ଵାଇପ ଓ ରିଭର୍ସ ସ୍ଵାଇପରେ ଖେଳିବା ଆରମ୍ଭ କରିଥିଲେ ।