ଇଣ୍ଡିଆନ କ୍ରିକେଟର KL Rahul ଙ୍କ ଲାଇଫ ଷ୍ଟାଇଲ, ଇନକମ, ଘର, ପରିବାର ଓ ନେଟ ୱର୍ଥ

ଆଜି ଆମେ ଇଣ୍ଡିଆନ କ୍ରିକେଟର କେ ଏଲ ରାହୁଲ ଙ୍କ ବିଷୟରେ କହିବାକୁ ଯାଉଛୁ । କେ ଏଲ ରାହୁଲ ଙ୍କ ଲାଇଫ ଷ୍ଟାଇଲ, କ୍ୟାରିୟର, ପରିବାର, ଏବଂ ସମ୍ପତି ବିଷୟରେ ଜାଣିଛନ୍ତି କି । ତେବେ ଚାଲନ୍ତୁ ଜାଣିବା । କେ ଏଲ ରାହୁଲ ଙ୍କ ପୁରା ନାମ ଅଟେ କୁନର ଲୋକେଶ ରାହୁଲ । ଡାକ ନାମ କେ ଏଲ । ସେ ଜଣେ କ୍ରିକେଟର । କେ ଏଲ ରାହୁଲ ଙ୍କ ଜନ୍ମ ୧୮ ଏପ୍ରିଲ ୧୯୯୨ ରେ ମାଙ୍ଗଲୋର, କର୍ଣ୍ଣାଟକ ରେ ହୋଇଥିଲା ।

ବର୍ତମାନ ତାଙ୍କର ବୟସ ୨୯ ବର୍ଷ । ସେ ନିଜ ପାଠ ପଢା ଏନ ଆଇ ଟି କେ ର ଇଂଲିଶ ମିଡିଅମ ସ୍କୁଲ ସୁରଥକଲ ରୁ କରିଛନ୍ତି ଏବଂ ନିଜ କଲେଜ ପାଠ ପଢା ଶ୍ରୀ ଭଗବାନ ମହାବୀର ଜେନ କଲେଜ ବାଙ୍ଗାଲୋର ରୁ କରିଛନ୍ତି । ସେ ବି କମ କରୁଛନ୍ତି । ତାଙ୍କର ହାଇଟ ୫’୧୧ ଇଞ୍ଚ ଅଟେ । ଓଜନ ୭୫ କେଜି । କେ ଏଲ ରାହୁଲ ନିଜର କ୍ୟାରିୟର ର ଆରମ୍ଭ ୨୦୧୦ ରୁ ଆରମ୍ଭ କରିଥିଲେ ।

ଏହି ବର୍ଷ ରେ ଅଣ୍ଡର ୧୯ ଭାରତୀୟ ଟିମ ର ଅଂଶ ହୋଇଥିଲେ । ୨୦୧୪-୧୫ ରେ ଦୁଲିପ ଟ୍ରଫି ରେ ସାଉଥ ଜୋନ ତରଫରୁ ଖେଳି ୨୩୩ ବଲ ରେ ୧୮୫ ରନ କରିଥିଲେ । ତାଙ୍କର ଦମଦାର ଖେଳ ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ର ପୁରସ୍କାର ମିଳିଥିଲା ।

ଏବଂ ଏହା ପରେ ତାଙ୍କର ସିଲେକ୍ସନ ଭାରତୀୟ ଟିମ ରେ ହୋଇଥଲା । ସେ ନିଜର ପ୍ରଥମ ଆଇ ପି ଏଲ ମ୍ୟାଚ ୨୦୧୩ ରେ ଖେଳିଥିଲେ । କେ ଏଲ ରାହୁଲ ଙ୍କ ପିତା ଙ୍କ ନାମ କେ ଏନ ଲୋକେଶ ଅଟେ ।ଏବଂ ମାତା ଙ୍କ ନାମ ରାଜେଶ୍ୱରି ଅଟେ । ତାଙ୍କର ଗୋଟେ ଭଉଣୀ ବି ଅଛି ତା ନା ଭାବନା ଅଟେ । ସୋସିଆଲ ମିଡିଆରେ ଏହା କୁହାଯାଏ କି ଆଥିଆ ସେଠି କେ ଏଲ ରାହୁଲ ଙ୍କ ପ୍ରେମିକା ଅଟନ୍ତି ।

କେ ଏଲ ରାହୁଲ ଙ୍କ ନିଜ ଘର ମଙ୍ଗଲୋର କର୍ଣ୍ଣାଟକ ରେ ଅଛି । ସେ ସେଠାରେ ନିଜର ପରିବାର ସହିତ ରୁହନ୍ତି । ତାଙ୍କର ବହୁତ କାର ଅଛି ସବୁଠୁ ଦାମୀ କାର ର ନା ମର୍ଶିଡିଜ ଅଟେ । ଯାହାର ଦାମ ୧ କୋଟି ଟଙ୍କା । ତାଙ୍କର ସ୍ୟାଲେରି ବିଷୟରେ କହିବା ଯଦି ସେ BCCI ଠାରୁ ୩ କୋଟି ଟଙ୍କା ପ୍ରତି ବର୍ଷ ନିଅନ୍ତି । ଟେଷ୍ଟ ଫୀ ୨୦ ଲକ୍ଷ ନିଅନ୍ତି । ODI ଫି ୮ ଲକ୍ଷ ଟଙ୍କା ନିଅନ୍ତି । ଟି ୨୦ ଫି ୪ ଲକ୍ଷ ଟଙ୍କା ନେଇଥାନ୍ତି । ଆଇ ପି ଏଲ ୧୧ ଫି ୧୩ କୋଟି ଟଙ୍କା ନିଅନ୍ତି । ତାଙ୍କର ନେଟ ୱର୍ଥ ୭ କୋଟି ଟଙ୍କା ଅଟେ ।

ତେବେ ଏହା ଥିଲା କେ ଏଲ ରାହୁଲ ଙ୍କ ଲାଇଫ ଷ୍ଟାଇଲ । ଆପଣଙ୍କୁ କେ ଏଲ ରାହୁଲ କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।