Deepika ଙ୍କ ଏମିତି ପରିସ୍ଥିତିରେ କେଉଁଠି ଅଛନ୍ତି Ranveer? ଦେଖନ୍ତୁ କଣ କହିଲେ ସେ

ଏବେ ଦୀପିକା ପାଦୁକୋନ ଙ୍କ ଅବସ୍ଥା ପୁରାପୁରି ଖରାପ ଅଟେ । NCB ତାଙ୍କ ପଛରେ ପଡିଛି । ମିଡ଼ିଆ ରେ ତାଙ୍କ ବିରୁଦ୍ଧରେ ଲଗାତାର ଖୁଲାସା ହେଉଛି । କିନ୍ତୁ ଏତେ ସବୁ ଭିତରେ ତାଙ୍କ ସ୍ବାମୀ ରଣବୀର ସିଂ କେଉଁଠି ଅଛନ୍ତି ଏବଂ କଣ କରୁଛନ୍ତି । ରଣବୀର ସିଂ ଗତ ୧୦ ଦିନରୁ ଦୀପିକା ପାଦୁକୋନ ଙ୍କ ସହିତ ନାହାନ୍ତି । ଦୀପିକା ଗୋଆ ରେ ଏକୁଟିଆ ଥିଲେ । ଏହି ମାମଲା ପୂର୍ବରୁ ୬ ମାସ ପର୍ଯ୍ୟନ୍ତ ଦୀପିକା ଏବଂ ରଣବୀର ଏକା ସହିତ ଥିଲେ ।

ଏବେ ସେପ୍ଟେମ୍ବର ରେ ହିଁ ଦୁହେଁ ନିଜର କରୋନା ବ୍ରେକ ଶେଷ କରି ପୁଣି ଥରେ ସୁଟିଂ ଆରମ୍ଭ କରିଥିଲେ । ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ରଣବୀର ଏବଂ ଦୀପିକା ଏକା ସହିତ ଥିଲେ କିନ୍ତୁ ଏହା ପରେ ଦୁହେଁ ନିଜର ଅଲଗା ଅଲଗା କାମ ଆରମ୍ଭ କରିଥିଲେ । ୧୩ ସେପ୍ଟେମ୍ବର ପରେ ଦୀପିକା ଗୋଆ ଯାଇଥିଲେ ନିଜ ଫିଲ୍ମ ସୁଟିଂ ପାଇଁ । କରନ ଜୋହର ଙ୍କ ବ୍ୟାନରରେ ହେଉଥିବା ଏହି ଫିଲ୍ମ କୁ ଶକୁନ ବତ୍ରା ଡିରେକ୍ଟ କରୁଛନ୍ତି ।

ଏହି ସମୟରେ କରନ ଜୋହର ମଧ୍ୟ ଗୋଆ ଯାଇଥିଲେ । ଯେଉଁ ଦିନ ଦୀପିକା ଗୋଆ ଗଲେ ସେହି ଦିନ ରଣବୀର ସିଂ ମଧ୍ୟ ମୁମ୍ବାଇରେ ନିଜର କାମ ଆରମ୍ଭ କରିଥିଲେ । ୧୩ ସେପ୍ଟେମ୍ବର ରେ ରଣବୀର ସିଂ ଗୋଟେ ଆଡ ପାଇଁ ସୂଟ କରିଥିଲେ । ଏହି ଦିନ ମିଡ଼ିଆ ମାନେ ତାଙ୍କୁ ମାସ୍କ ପିନ୍ଧିବାର ସ୍ପଟ ମଧ୍ୟ କରିଥିଲା । କିନ୍ତୁ ଯେବେଠୁ ଦୀପିକା ଙ୍କ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବାରେ ଲାଗିଲା ସେବେଠୁ ସେ ବ୍ୟସ୍ତ ହେବାକୁ ଲାଗିଥିଲେ ।

ଏବଂ ଏହା ପରେ ଦୀପିକା ଏବଂ ରଣବୀର ବହୁତ ସମୟ ଭିଡିଓ କଲ କରିବାକୁ ଲାଗିଥିଲେ । କାରଣ ଦୀପିକା ସବୁ କଥାକୁ ନେଇ ଡରି ଯାଇଥିଲେ ଏବଂ ରଣବୀର ସିଂ ତାଙ୍କୁ ବୁଝାଉଥିଲେ । ଏହା ଭିତରେ ମୁମ୍ବାଇରେ ରଣବୀର ସିଂ ନିଜକୁ ବହୁତ କୁଲ ରଖିବାକୁ ଚେଷ୍ଟା କରିଛନ୍ତି ଏବଂ ଦୀପିକା ଙ୍କୁ ସାହସ ମଧ୍ୟ ଦେଇଛନ୍ତି । ରଣବୀର ଙ୍କ ପିତା ମୁମ୍ବାଇର ସବୁଠାରୁ ବଡ଼ ବ୍ୟବସାୟୀ ଅଟନ୍ତି ।

ତାଙ୍କ ବୋହୂର ନାମ ଡ୍ରଗ୍ସ ମାମଲାରେ ଆସିବାକୁ ଲାଗିଛି ଏବଂ ଏବେ ପୁରା ଖାନଦାନ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଚାଲିଛି । ବଡ଼ ବଡ଼ ଓକିଲ ଙ୍କ ସହିତ ପରାମର୍ଶ କରାଯାଉଛି । ରଣବୀର ନିଜର ଫିଲ୍ମ ସୁଟିଂ ପାଇଁ ଯାଇଥାନ୍ତେ କିନ୍ତୁ ତାଙ୍କ ଫିଲ୍ମ ଏବେ ବନ୍ଦ କରାଯାଇଛି ।

କୁହାଯାଉଛି ରଣବୀର ସିଂ ଏବେ କିଛି ଦିନ ପର୍ଯ୍ୟନ୍ତ ଦୀପିକା ଙ୍କ ସହିତ ରହି ତାଙ୍କୁ ସପୋର୍ଟ କରିବେ । ଏହି ମାମଲାରେ ସୋସିଆଲ ମିଡିଆରେ ଦୀପିକା ଙ୍କ ସହିତ ରଣବୀର ସିଂ ଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି ଏବଂ କୁହାଯାଉଛି କି ଡ୍ରଗ ମାମଲାରେ ଆଗକୁ ରଣବୀର ଙ୍କ ନାମ ମଧ୍ୟ ଆସିପାରେ ।

ରଣବୀର ଏବଂ ଦୀପିକା ଙ୍କୁ ନେଇ ଆପଣଙ୍କ ମତାମତ ଆମକୁ ଜାଣନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।