ଏହି 5 ଟି ଲକ୍ଷଣ ରୁ ଜାଣନ୍ତୁ ଆପଣଙ୍କ Immunity କମଜୋର ଅଟେ- Dr V. K. Mishra

ଆମ ଦେଶରେ କୋରୋନା ମହାମାରି ଯୋଗୁ ଅନେକ ଲୋକମାନେ କୋରୋନାରେ ଆକ୍ରାନ୍ତ ହୋଇ ମୃ-ତ୍ୟୁ-ବ-ର-ଣ କରୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଆମ ଶରୀରରେ ଇମ୍ୟୁନିଟି ପାୱାର କମ ରହିବା ଯାହା ଫଳରେ ଆମ ଶରୀର କୋରୋନା ଭାଇରସର ଶି-କା-ର ହେଉଛି ଯାହା ସହ ଲଢେଇ କରିବା ପାଇଁ ଆମ ଶରୀର ଦୁର୍ବଳ ହୋଇ ପଡୁଛି ।

ଆମ ଶରୀରରେ କୌଣସି ଭାଇରସ ବା ବ୍ୟାକ୍ଟେରିୟା ପ୍ରବେଶ କରିଲେ ଆମ ଶରୀରରେ ଇମ୍ୟୁନିଟ ପାୱାର କମ ହୋଇଥାଏ । ଯାହା ଫଳରେ ଆମର ସ୍ୱାସ୍ଥ୍ୟ ଖରାପ ହେବା ସହ ଦୁର୍ବଳ ଅନୁଭବ କରିଥାଉ । ଗଟରେ ଯେଉଁ ବ୍ୟାକ୍ଟେରିୟା ରହିଥାଏ ତାହା ଆମ ଶରୀରର ଆର୍ମୀ ସେଲ୍ସକୁ ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ଯଦି ଗଟ ବ୍ୟାକ୍ଟେରିୟରେ କିଛି ଅସୁବିଧା ଥାଏ ତେବେ ଏହା ଆମ ଶରୀରରେ ଇଂଫେକସନ କରିଥାଏ ଯାହା ଫଳରେ ଅନେକ ଲକ୍ଷଣ ଦେଖାଯାଏ ।

ଯେମିତିକି ଡାଇରିୟା, ଗ୍ଯାସ ସମସ୍ଯା, କବଜ ସମସ୍ଯା ଇତ୍ୟାଦି । ଏଥିପାଇଁ ଆପଣଙ୍କ ଖାଦ୍ଯରେ ବିଶେଷ ଧ୍ୟାନ ଦେବା ଉଚିତ ଯେ ଆପଣ କଣ ଖାଉଛନ୍ତି ଓ କେତେ ମାତ୍ରାରେ ଖାଉଛନ୍ତି । ଯଦି ଆପଣ ଅଧିକ ତେଲ ଜାତୀୟ ଖାଦ୍ଯ ବା ଅଧିକ ମିଠା କହଦୀ ବ ଜଙ୍କ ଫୁଡର ସେବନ କରୁଥାନ୍ତି ତେବେ ଆପଣଙ୍କ ଶରୀରରେ ଏହି ସବୁ ଅସୁବିଧା ହୋଇଥାଏ । ଭଲ ବ୍ୟାକ୍ଟେରିୟାର ବୃଦ୍ଧି କରିବା ପାଇଁ ଆମ ଶରୀରରେ ଭରପୁର ମାତ୍ରାରେ ଫାଇଭର, ପ୍ରୋଟିନ ଜାତୀୟ ଖାଦ୍ଯ ଖାଇବା ଉଚିତ ।

ଅଧିକ ଡାଲି ଜାତୀୟ ଖାଦ୍ୟ, ସବୁଜ ପନିପରିବା ଇତ୍ୟାଦି ନିଜ ଡାଏଟରେ ସାମିଲ କରିବା ଉଚିତ ।  ଯଦି ଶରୀରରେ ଇମ୍ୟୁନିଟି ପାୱାର କମ ଥାଏ ତେବେ ଶରୀରରେ ଥକାନ ଦେଖାଯିବ । ବିଜ୍ଞାନ ଅନୁସାରେ ଯଦି ଯୋଗ ବା ପ୍ରାଣାୟମ କରାଯାଏ ତେବେ ଆମ ଶରୀରରେ ରକ୍ତ ସଂଚାଳନ ଠିକ ହୋଇଥାଏ । ଯାହା ଫଳରେ ଆମେ ଅଧିକାଂଶ ରୋଗରୁ ଦୂରେଇ ରହିଥାଉ ।

 

ସାଧାରଣତ ଥଣ୍ଡା ଜ୍ଵର ସମସ୍ତଙ୍କୁ ହୋଇଥାଏ । କିନ୍ତୁ   ଯଦି ଥଣ୍ଡା ବା ଜ୍ଵର ଲାଗି ରହିଥାଏ ତେବେ ଶରୀରର ଇମ୍ୟୁନିଟି ପାୱାର କମ ହୋଇଥାଏ । ଏଥି ପାଇଁ ନିଜ ଲାଇଫ ଷ୍ଟାଇଲ ଓ ପରିବେଶର ବାତାବରଣ ଉପରେ ଅଧି ଧ୍ୟାନ ଦେବାକୁ ପଡିବ । ଯେଉଁ ମାନେ ଅଧିକ ସି-ଗା-ରେ-ଟ-ର ସେବନ କରୁଥିବେ ସେମାନଙ୍କ ଠାରେ ଥଣ୍ଡା ଅଧିକ ଦେଖା ଯାଇଥାଏ । ତେଣୁ ଏହାର ନିବାରଣ ପାଇଁ ସି-ଗା-ରେ-ଟ-ର- ସେବନ କରିବା ବନ୍ଦ କରିବା ଉଚିତ । ଆମ ଶରୀରରେ ହାଇଜନିକ ପ୍ରାଟିସ ଠିକ ନିୟନ୍ତ୍ରଣରେ ରହିବା ଉଚିତ ।

ଅଧିକ ସମୟ ଯାଏଁ ଶୋଇବା ଉଚିତ ନୁହେ । ନିଜର ଶୋଇବା ରୁଟିନକୁ ବଦଳାଇବା ଉଚିତ । ଏହା ଛଡା ଆମ ଶରୀରରେ ଇମ୍ୟୁନିଟି ପାୱାର କମ ରହିଲେ ଆମେ ଅନେକ ଖରାପ ଜିନିଷର ବ୍ୟବହାର କରିଟହୁ । ଯେପରିକି ଆଲକୋହଲର ମଧ୍ୟ ବ୍ୟବହାର କରିଥାଉ । କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପକ୍ଷେ ହିତକରକ ହୋଇ ନ ଥାଏ । ସବୁଠାରୁ ଭଲ ଚିକିତ୍ସା ହେଉଛି ଆମେ ଯେତେ ସମାଭବା ହସିବା ସେତେ ଆମ ସ୍ୱାସ୍ଥ୍ୟ ଭଲ ରହିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ