ଯଦି କାହାକୁ ସଚ୍ଚା ପ୍ରେମ କରୁଛନ୍ତି ତ ଏହି 1 କଥା ନିଶ୍ଚୟ ମନେ ରଖିଥିବେ ! -Krishna Vani

ଭଲ ପାଇବାର ଅର୍ଥ କହିବା ଏତେ ସହଜ ନୁହେଁ । ପ୍ରେମ କିମ୍ବା ଭଲ ପାଇବା ଯାହାବି ଆପଣ କୁହନ୍ତୁ ଏହାକୁ ଯଦି ଆମେ ଅଲଗା ଅଲଗା ଲୋକଙ୍କୁ ପଚାରିବା ଏହାର ଅର୍ଥ ଅଲଗା ଅଲଗା ବାହାରିବ । ଏହାକୁ କହିବା ପାଇଁ ହୁଏତ ଶବ୍ଦ କମ ହୋଇ ଯାଇ ପାରେ ।

ଆପଣ ଯଦି ଗୋଟେ ଛୋଟ ପିଲାକୁ ପଚାରିବେ ପ୍ରେମ କଣ ସେ ଆପଣଙ୍କୁ କହି ପାରିବନି ସେ କେବଳ ନିଜ ମା ବାପା ଙ୍କ ଆଡକୁ ଦେଖିବ ଓ ଚୁପ ହୋଇ ଜୀବ। କୀଚଚି ନ କହି ମଧ୍ୟ ସେ ତାର ପ୍ରଶ୍ନ ର ଉତ୍ତର ଦେଇ ଦେବ। ଏହା କଣ ଅଟେ । ମାତ୍ର ଯଦି ଆପଣ ଏକ ବୟସ୍କ ଲୋକକୁ ପଚାରିବେ ସେ ଆପଣଙ୍କୁ କିଛି ଅଲଗା କହି ପାରେ ।

ଯଦି ଆମେ ଦୁଇ ପ୍ରେମିକ କିମ୍ବା ପ୍ରେମିକା କୁ ପଚାରିବା ଏହା କଣ ଅଟେ ତାହେଲେ ଆପଣଙ୍କୁ କିଛି ଅଲଗା ଉତ୍ତର ମିଳିବ । ପ୍ରତେକ ଲୋକଙ୍କ ଚିନ୍ତା ଅଲଗା ସେମାନଙ୍କ ପାଇଁ ପ୍ରେମର ମାନେ ଅଲଗା ଓ ସେମାନଙ୍କର ଭଲ ପାଇବା ର ଶୈଳୀ ଅଲଗା । ଭଗବାନ କୃଷ୍ଣ କହିଛନ୍ତି କି ପ୍ରତେକ ଆତ୍ମା ପରମାତ୍ମାଙ୍କୁ ଭଲ ପାନ୍ତି ଏହାର ମାନେ ସବୁ ଅଭିର୍ଣ୍ଣ ଅଟନ୍ତି । ବେଳେ ବେଳେ ଏଭଳି କିଛି ହୁଏକି କିଛି ସମ୍ପର୍କ ନଥାଇ ମଧ୍ୟ ଆମେ ଅନେକ ସମୟରେ ଅନେକ ମଣିଷ କିମ୍ବା ପଶୁକୁ ଭଲ ପାଇବସୁ ।

ଏହାର କାରଣ ଆମେ ଯାହା ଅନୁଭବ କରୁ ଆମ ଆଗରେ ଥିବା ବ୍ୟକ୍ତି ପାଇଁ ତାହା ଆମ ପାଇଁ ପ୍ରେମ ଅଟେ । ଏହା ଏକ ସୁନ୍ଦର ଅନନୁଭୂତି ଅଟେ। ଏହାକୁ କେହି ମନରୁ ନେଇ ପାରିବେନି କି କମ କରି ପାରିବେନି । ପ୍ରେମରେ ସର୍ତ୍ତ ନଥାଏ । ଯିଏ ଯାହାକୁ ପ୍ରେମ କରେ କିମ୍ବା ଭଲ ପାଇ ଥାଏ ସେ ତା ସହ ନିଜର ପ୍ରତେକ ଜିନିଷକୁ ବାଣ୍ଟି ଥାଏ । ସେ କେବଳ ସାଥିରେ ରହିବାକୁ ଭଲ ପାଏ ସେହି ମଣିଷ ସହ ଯାହାକୁ ସେ ଭଲ ପାଇ ଥାଏ ।

ଜଣେ ମା ଯଦି ତା ପିଲାକୁ ଏତେ କଷ୍ଟ ପାଇ ଜନ୍ମ ଦେଇ ଥାଏ ତେବେ କିଭଳି କଷ୍ଟ ଦେଇଥିବା ମଣିଷକୁ ସେ ଭଲ ପାଇ ପାରେ କେବେ ଭାବିଛନ୍ତି । ଏହା ହେଉଛି ପ୍ରକୃତ ପ୍ରେମ । ସେହି ଭଳି ଯଦି ଆମେ ଯଦି କାହାକୁ ପ୍ରେମ କରିଛୁ କିମ୍ବା ଭଲ ପାଇଛୁ ତେବେ ତାହା ଏଭଳି ହେବା ଦରକାର ଟିକେ ମାତ୍ର କଷ୍ଟ ଆସିଲେ ଆମେ ତାର ହାତ ଛାଡିବା କଥା ନୁହେଁ । କେବଳ ମଣିଷକୁ ଅଧିକାର ନାହିଁ ପ୍ରେମ କରିବାର କି ଭଲ ପାଇବାର ।

ପ୍ରତେକ ସୃଷ୍ଠି ର ଜୀବନ୍ତ ପଦାର୍ଥର ଅଧିକାର ଅଛି ଏହା ଉପରେ । ଯଦି ଆପଣ ବି କାହାକୁ ଭଲ ପାନ୍ତି ତେବେ ଆପଣ ବି ନିଜର ଧାର୍ଯ୍ୟ ଓ ଭଲ ପାଇବା ଦେଇ ଦେଖନ୍ତୁ ଆପଣ ପାଇବା ଆଶାରେ କାହାକୁ ଭଲ ପାନ୍ତୁନୀ । ନିଜର ପ୍ରକୃତ ପ୍ରେମ ଆଗରେ ଭଗବାନ ବି ହାରିଛନ୍ତି ତ ମଣିଷ କାଇଁ ନ ହାରିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।