ବିଚ ରାସ୍ତାରେ ହେଇଗଲା ସାଂଘାତିକ କାଣ୍ଡ, ଦେଖନ୍ତୁ Viral ଭିଡିଓ

ଆମେ ଅନେକ ପ୍ରକାର ଭାଇରାଲ ଭିଡିଓ ମାନ ଦେଖିବା ପାଇଁ ପାଇଛୁ ଯାହା ଦ୍ଵାରା ଆମେ ଏହା ଜାଣି ପାରିବା କି କିଛି ଆମକୁ ହସାଇବା ପାଇଁ ଥିବା ବେଳେ କିଛି ଆମ ପାଇଁ ଶିକ୍ଷା  ର ବିଷୟ ଥାଏ । ଏବେ 13 ଜୁନ ରେ ହୋଇଥିବା ଏକ ଘଟଣା ଆମକୁ ପ୍ରକୃତ ହିରୋ କଥା ଜଣାଇଛି । ଆମ ଦେଶରେ ଅନେକ ଜାଗାରେ ପୋଲିଶ ଙ୍କୁ ଥଟା କରା ଯାଇଥାଏ । ମାତ୍ର ଆମେ ଏହା ଚିନ୍ତା କରି ନଥାଉ କି ସେମାନେ ନିଜକୁ ରାତିଦିନ ସବୁ ବେଳେ ବ୍ୟସ୍ତ ରଖୀ ଥାନ୍ତି ।

ତାକି ଆମେ ସୁରକ୍ଷିତ ରହି ପାରିବା । ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ଏବେ ଖୁବ ମାତ୍ରାରେ ହେବାରେ ଲାଗିଛି ଯେଉଁ ତିରେ ଆମେ ଦେଖିବା ପାଇଁ ପାଉଛୁ କି ଏକ ପୋଲିଶ ଉପନିରିକ୍ଷକ ଙ୍କ ଉପରେ କୁରାଡି ରେ ମାରିବା ପାଇଁ ଚେଷ୍ଟା କରା ଯାଇଥିଲା  ମାତ୍ର ଅଳ୍ପ ଅଳ୍ପ ରେ ବଞ୍ଚିଲେ ପୋଲିଶ ।

ଯିଏ ମାରିବା ପାଇଁ ଚେଷ୍ଟା କରିଥିଲା ତାକୁ ଏବେ ଆରେଷ୍ଟ କରା ଯାଇଛି ଓ ପୋଲିଶ ଅଧିକାରୀ ମଧ୍ୟ ସୁରକ୍ଷିତ ଅଛନ୍ତି ।  ଏହି ଘଟଣା ଜୁନ ମାସ ନୁରାନାଡୁ, ଅଲାପୁଝା ରେ ହୋଇଥିଲା । ଦେଖା ଯାଉଥିବା ଘଟଣା ଅନୁସାରେ ଏକ ବ୍ୟକ୍ତି ନିଜ ସ୍କୁଟିରେ ଆସିକି ଅଟକିବା ପରେ ତାଙ୍କ ପଛରେ ପୋଲିଶ ଗାଡି ଆସିକି ରହି ଥିଲା ।

ହଠାତ ବ୍ୟକ୍ତି ଜଣଙ୍କ ନିଜ ଗାଡିରୁ କୁରାଡି ବାହାର କରିଥିଲା ଓ ସେ ହଠାତ ପୋଲିଶ ଙ୍କ ଉପରକୁ ମାଡି ଯାଇ ଥିଲା ଏହାକୁ ନେଇକି ମାରିବା ଲାଗି । ମାତ୍ର ପୋଲିଶ ଜଣଙ୍କ ତା ହାତରୁ ଏହାକୁ ଛଡାଇ ନେଇ ଥିଲେ ଓ ପାଖରେ ଥିବା ଲୋକମାନେ ମଧ୍ୟ ଏହା ପରେ ସାହାଜ୍ଯ କରି ଥିଲେ ।

ତାଙ୍କୁ ଜବତ କରିବା ପାଇଁ । ପୋଲିଶ ର କଥା ଅନୁସାରେ ଏକ କରାଯାଇ ଥିବା ରିପୋର୍ଟ ଅନୁସାରେ ହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତି ଖୁଶି ନଥିଲା କାରଣ ଫଏସଲା ତାର ବିରୁଦ୍ଧ ରେ ଥିଲା । ସେ ବ୍ୟକ୍ତି ହତ୍ୟା ଉଦ୍ୟମ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଧାରା ପଡିଥିଲେ ।

ପୋଲିଶ ଆମ ସୁରକ୍ଷା ପାଇଁ ଥାଏ ଆମେ ଯାହାଭି କରିଲେ ନିଜ ରାଗ ଉପରେ ନିୟନ୍ତ୍ରଣ କରିକି ସମ୍ବିଧାନ ରେ ଥିବା ନିୟମ ଉପରେ ଧ୍ୟାନ ଦେବା ସରକାର । ନିଜ ଅଧିକାର ପାଇଁ ଲଢେଇ କରିବା ଖରାପ ନୁହେଁ କିନ୍ତୁ କାମରେ ଥିବା ପୋଲିଶ ଅଧିକାରୀ ଙ୍କ ଉପରେ ହାତ ଉଠାଇବା ଏକ ବଡ ଅପରାଧ ଅଟେ ।