IAS ଇଣ୍ଟରଭ୍ୟୁରେ ଝିଅଟିକୁ ପଚରାଗଲା – ଏମିତି କଣ ଜିନିଷ ଅଛି ଯାହାକୁ ପୁରୁଷ ଓ ସ୍ତ୍ରୀ ରାତିରେ ନେବାକୁ ପସନ୍ଦ କରିଥାନ୍ତି ?

UPSC ଏକ୍ଜାମ ଦୁନିଆର ସବୁଠୁ କଠିନ ପରୀକ୍ଷା ଲିଷ୍ଟରେ ଆସିଥାଏ । ଏହାକୁ ପାସ କରିବା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ହୋଇଥାଏ । ଛାତ୍ରମାନେ ଦିନ ରାତି ପରିଶ୍ରମ କରି ଆଇଏଏସ ପରୀକ୍ଷା କ୍ଲିୟର କରିଥାନ୍ତି । ଯେଉଁମାନେ ଆଇଏଏସ ପରୀକ୍ଷା ଦେଇଥିବେ ତାଙ୍କୁ ଜଣାଥିବ କି ରିଟିନ ଏକ୍ଜାମ ଠାରୁ ଅଧିକ କଷ୍ଟ ହୋଇଥାଏ ଇଣ୍ଟରଭ୍ୟୁ କ୍ଲିୟର କରିବା । ଇଣ୍ଟରଭ୍ୟୁରେ ଏମିତି ଏମିତି ଟ୍ରିକି ପ୍ରଶ୍ନ ପଚରାଯାଇଥାଏ କି ଯାହାକୁ ଶୁଣି ଇଣ୍ଟରଭ୍ୟୁ ଦେବା ଲୋକର ମୁଣ୍ଡ କାମ କରେ ନାହିଁ । ଇଣ୍ଟରଭ୍ୟୁରେ ଏମିତିକା ବୁଲେଇ ବାଙ୍କେଇ ପ୍ରଶ୍ନ ପଚରାଯାଏ କି ଯାହା ବିଷୟରେ ଆପଣ ଭାବି ବି ପାରିବେନି ।

ପ୍ରକୃତରେ ଛାତ୍ରଙ୍କର ଆଇକ୍ୟୁ ଲେଭେଲ ଚେକ କରିବା ପାଇଁ ଏମିତିକା ପ୍ରଶ୍ନ ପଚରା ଯାଇଥାଏ । ଏମିତି ହିଁ ଗୋଟିଏ ପ୍ରଶ୍ନ ଆମେ ଆପଣଙ୍କ ପାଇଁ ଆଣି ଆସିଛୁ। ଜଣାଇ ଦେଉଛୁ କି ଏହି ପ୍ରଶ୍ନ ଗୋଟିଏ ଝିଅକୁ ଆଇଏଏସ ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିଲା ।

ପଚରା ଯାଇଥାଏ ଟ୍ରିକି ପ୍ରଶ୍ନ

ଜଣାଇ ଦେଉଛୁ କି କିଛି ବର୍ଷ ପୂର୍ବେ ଗୋଟିଏ ଝିଅକୁ ଆଇଏଏସ ର ଇଣ୍ଟରଭ୍ୟୁ ସମୟରେ ଏମିତିକା ଟ୍ରିକି ପ୍ରଶ୍ନ ପଚରା ଯାଇଥିଲା ଯାହାକୁ ଶୁଣି ତା ମୁଣ୍ଡ କାମ କଲା ନାହିଁ । ବହୁତ ଭାବିବା ପରେ ଶେଷରେ ଝିଅଟି ପ୍ରଶ୍ନର ଠିକ ଉତ୍ତର ଦେଇଥିଲା । ସେହି ଝିଅକୁ ପଚରା ଯାଇଥିଲା କି ଏମିତି କଣ ଜିନିଷ ଅଛି ଯାହା ପୁରୁଷ ରାତିରେ ନେବା ପାଇଁ ପସନ୍ଦ କରିଥାନ୍ତି ଓ ସ୍ତ୍ରୀ ମାନେ ବି ରାତିରେ ନେବା ପାଇଁ ପସନ୍ଦ କରିଥାନ୍ତି । ଏହି ପ୍ରଶ୍ନ ଶୁଣି ଆପଣ ବି ଚକିତ ହୋଇଯାଇଥିବେ । କିନ୍ତୁ ଏଥିରେ ଅଧିକ ଭାବିବା ଆବଶ୍ୟକ ନୁହେଁ । ଯଦି ଧ୍ୟାନର ସହିତ ଭାବିବେ ଉତ୍ତର ବିଲକୁଲ ସହଜ ଅଟେ ।

ଚେକ ହୋଇଥାଏ ଆଇକ୍ୟୁ ଲେଭେଲ

ସବୁବେଳ ଆଇଏଏସ ଓ ଆଇପିଏସ ର ଇଣ୍ଟରଭ୍ୟୁରେ ଛାତ୍ରଙ୍କ ଆଇକ୍ୟୁ ଲେଭେଲ ଚେକ କରିବା ପାଇଁ ଏମିତିକା ପ୍ରଶ୍ନ ପଚରା ଯାଇଥାଏ । ଏହାର ଉତ୍ତର ଦେବା ପାଇଁ ଝିଅଟି କିଛି ସମୟ ନେଇଥିଲା । ପରେ ଠିକ ଉତ୍ତର ଦେଇଥିଲା କି ‘ନିଦ’ । ଯଦି ବ୍ୟକ୍ତି ଧୈର୍ଯ୍ୟ ଓ ଶାନ୍ତିର ସହିତ ଭାବିବ ତେବେ ସେ ଠିକ ଉତ୍ତର ଦେଇ ପାରିବ । ଆସନ୍ତୁ ଏହିପରି ଆଉ କିଛି ପ୍ରଶ୍ନ ବିଷୟରେ ଜାଣିବା ଯାହା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥାଏ ।

ପ୍ରଶ୍ନ – କିଏ ସର୍ବ ପ୍ରଥମେ ଅଶୋକଙ୍କର ଅଭିଲେଖା କୁ ପଢିଥିଲେ ।

ଉତ୍ତର – ଜେମ୍ସ ପ୍ରିନସେସ

ପ୍ରଶ୍ନ – କଂଗ୍ରେସ ଦ୍ଵାରା ପୂର୍ଣ୍ଣ ସ୍ଵାଧୀନତାର ପ୍ରସ୍ତାବ କେବେ ଓ କେଉଁଠାରେ ପାସ ହୋଇଥିଲା ।

ଉତ୍ତର – 1929 ର ଲାହୋର ଅଧିବେଶନରେ

ପ୍ରଶ୍ନ – ଗୋଟିଏ ସ୍ତ୍ରୀ ସମସ୍ତଙ୍କୁ ଏହି ଜିନିଷ ଦେଇପାରେ କିନ୍ତୁ ସ୍ଵାମୀଙ୍କୁ ନୁହେଁ

ଉତ୍ତର – ରାକ୍ଷୀ

ପ୍ରଶ୍ନ – କେଉଁ ଧାତୁର ପ୍ରୟୋଗ ମାନବ ଦ୍ଵାରା ସର୍ବ ପ୍ରଥମେ କରା ଯାଇଥିଲା ।

ଉତ୍ତର – ତମ୍ବା

ଆମର ଏହି ଲେଖାଟି ପସନ୍ଦ ହୋଇଥିଲେ ଲାଇକ ଓ ସେୟାର କରିବାକୁ ଭୁଲିବେନି ।