Jyotish Shastra- ହୃଦୟରୁ ବହୁତ ସଚ୍ଚୋଟ ହୋଇଥାନ୍ତି ଏହି 2 ଟି ନାମର ଝିଅ

ହୃଦୟରୁ ବହୁତ ଭଲ ହୋଇଥାନ୍ତି ଏହି ଦୁଇ ନାମ ଥିବା ଝିଅ । ଆଜି ଆମେ ଆପଣଙ୍କୁ ଏମିତି ଦୁଇ ନାମର ଝିଅଙ୍କ ବିଷୟରେ କହିବୁ ଯିଏ ହୃଦୟରୁ ବହୁତ ସଫା ହୋଇଥାନ୍ତି । କିଏ ଅଟନ୍ତି ସେଇ ଦୁଇ ନାମର ଝିଅ ଆସନ୍ତୁ ଜାଣିବା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ଵ ବିଷୟରେ ଜାଣିବା ପାଇଁ ଅନେକ ସାରା ଉପାୟ ଥାଏ । କିନ୍ତୁ ଜଣେ ବ୍ୟକ୍ତି ବିଷୟରେ ଭଲ ମନ୍ଦ ଜାଣିବା ଏତେ ସହଜ ହୋଇନଥାଏ । ଏମିତିରେ କୈାଣସି ବ୍ୟକ୍ତି ମୁହଁରେ ଲେଖା ହୋଇ ନଥାଏ କେଉଁ ବ୍ୟକ୍ତି ହୃଦୟରୁ କେତେ ସଫା ହୋଇଥାଏ ଏବଂ କେଉଁ ବ୍ୟକ୍ତି ଆପଣଙ୍କ ପ୍ରତି ଘୃଣା ଭାବ ରଖିଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ବ୍ୟକ୍ତିର ଅନେକ କିଛି ସ୍ବଭାବ ବିଷୟରେ ଜାଣି ପାରିବେ । ସେଇଠି ଆମେ ବ୍ୟକ୍ତିର ପ୍ରଥମ ଅକ୍ଷର ବିଷୟରେ କଥା ହେବା ବାସ୍ତବରେ ବ୍ୟକ୍ତିର ସମ୍ପୂର୍ଣ୍ଣ ଜୀବନ ଏହା ଉପରେ ନିର୍ଭର କରେ । ତାହା ଏହା ହୋଇଥାଏ ବ୍ୟକ୍ତି ନାଁର ପ୍ରଥମ ଅକ୍ଷରରୁ ତାର କୁଣ୍ଡଳୀ ବନାଇ ଯାଇ ଥାଏ । ଏମିତିରେ ବ୍ୟକ୍ତିଙ୍କୁ ସ୍ଥିର କରିବା କଷ୍ଟକର ହୋଇଥାଏ କି କେଉଁ ବ୍ୟକ୍ତି ମିଛ କହୁଛି ଏବଂ କେଉଁ ବ୍ୟକ୍ତି ସତ ।

ପୁଅମାନେ ବୁଝି ପାରନ୍ତି ନାହିଁ କେଉଁ ଝିଅ ଉପରେ ସେମାନେ ବିଶ୍ୱାସ କରିବେ, କେଉଁ ଝିଅ ଉପରେ ବିଶ୍ୱାସ କରିବେ ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ ସେହି ଦୁଇ ନାମ ଥିବା ଝିଅ ଯିଏ ହୃଦୟରୁ ବହୁତ ସଫା ହୋଇଥାନ୍ତି ।

୧- P ନାମ ଥିବା ଝିଅ : ଏହି ଝିଅମାନେ ନିଜ ନାମ ପରି ବହୁତ ଭଲ ଏବଂ ହୃଦୟରୁ ସଫା ହୋଇଥାନ୍ତି । ଏହି ନାମର ଝିଅ ନା କେବଳ ମିଳିମିଶି କାମ କରନ୍ତି ବରଂ ଅନ୍ୟକୁ ଖୁସି ରଖନ୍ତି ମଧ୍ୟ । ଏହା ସହିତ ଏମାନେ ଇଶ୍ଵରଙ୍କ ଉପରେ ବହୁତ ଭରସା ରଖନ୍ତି । ଏହି ନାମର ଝିଅ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ଦିଶନ୍ତି । ଏମାନଙ୍କର ସବୁଠାରୁ ଭଲ ଗୁଣ ଏମାନେ ଯାହାକୁ ଭଲ ପାଆନ୍ତି ସେମାନଙ୍କ ସାଙ୍ଗରେ ସାରା ଜୀବନ ସାଥି ହୋଇ ରୁହନ୍ତି ।

2- R ନାମ ଥିବା ଝିଅ : ଯେଉଁ ଝିଅ ମାନଙ୍କର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମଧ୍ୟ ହୃଦୟରୁ ବହୁତ ସଫା ହୋଇଥାନ୍ତି । ଏମାନେ ନିଜ ଦୁନିଆରେ ଘୁରି ବୁଲନ୍ତି କିନ୍ତୁ ତଥାପି ଏମାନଙ୍କୁ ପଇସା ଏବଂ ଜଶ । ଏମାନଙ୍କ ସ୍ବପ୍ନର ଦୁନିଆ ଏମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇ ଥାଏ । ଏହି ଝିଅମାନେ ଅନ୍ୟ ମାନଙ୍କୁ ସବୁବେଳେ ସାହାଯ୍ୟ କରିଥାନ୍ତି ଏବଂ ଏମାନଙ୍କର ସବୁଠାରୁ ଭଲ ଗୁଣ ହେଲା ଏମାନେ ସବୁବେଳେ ନୂଆ ନୂଆ ଜିନିଷ ଖୋଜି ଥାନ୍ତି । ଏହି କାରଣ ପାଇଁ ଏହି ନାଁ ର ଝିଅମାନଙ୍କୁ ଅଧିକ ଜିଜ୍ଞାସା ବୋଲି ମାନନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।