ହୃଦୟ ଜିତିଲେ ମାହି: ଚଣା ଖାଇ ଦେଇନଥିଲେ ଟଙ୍କା, ପରେ ଲୁଚିକି ଆସି ଚଣା ବିକାଳିଙ୍କୁ ଏମିତି ସୁଝିଲେ ଋଣ, ଶୁଣିଲେ ଆପଣ ବି କରିବେ ସଲାମ !

ବିଶ୍ଵ କ୍ରିକେଟରେ ନିଜର ଜବରଦସ୍ତ ପର୍ଫୋମାଂସ କରି ନିଜର ପରିଚୟ ସୃଷ୍ଟି କରି ମହେନ୍ଦ୍ର ସିଂ ଧୋନୀ ଆଜିକା ଡେଟରେ ଖୁବ ଚର୍ଚ୍ଚାରେ ରହିଛନ୍ତି । ଭାରତୀୟ କ୍ରିକେଟରେ କ୍ଯାପଟେନ ଭାବେ ଦମଦାର ପ୍ରଦର୍ଶନ କରି ଲୋକଙ୍କ ମନରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ବର୍ତ୍ତମାନ ଧୋନୀ ଏମିତି କିଛି ମହାନ କାମ କରିଛନ୍ତି ଯେଉଁ କାରଣରୁ ସେ ଲୋକଙ୍କ ପାଇଁ ଆଦର୍ଶ ହୋଇ ପାରିଛନ୍ତି । ତାଙ୍କର ଏହି ମହାନ କାମ ପାଇଁ ସେ ବହୁତ ଚର୍ଚ୍ଚାରେ ରହିଛନ୍ତି । ସୂଚନା ଅନୁସାରେ ମହେନ୍ଦ୍ର ସିଂ ଧୋନୀ ଏକ ଠେଲା ଗାଡି ବାଲାଠୁ ଚଣା ଖାଇଥିଲେ । ଚଣା ଖାଇବା ପରେ ସେ ଦୋକାନୀ କି ପଇସା ଦେବାକୁ ଭୁଲି ଯାଇଥିଲେ । ଏହା ପରେ ଧୋନୀ ଯାହା କରିଛନ୍ତି ତାହା ଅତି ପ୍ରଶଂସାର କଥା ଅଟେ ।

ଏହା ପରେ ଧୋନୀ ସମସ୍ତଙ୍କ ଅଜାଣତରେ ଠେଲାରେ ୩୫ ହଜାର ଟଙ୍କା ଦେଇ ସେଠାରୁ  ଚାଲିଗଲେ । ଏହି ଘଟଣା ରେ ସବୁଠାରୁ ବଡ ଆଶ୍ଚର୍ଯ୍ୟ କର କଥା ହେଉଛି ଯେଉଁ ବ୍ୟକ୍ତି ଚଣା ବିକୁଥିଲେ ତାଙ୍କ ନାଁ ମଧ୍ୟ ମହେନ୍ଦ୍ର ଅଟେ ।

ଠେଲା ଗାଡିର ବିକାଳୀଙ୍କ ନାଁ ଧୋନୀଙ୍କ ନାଁ ସହ ସମାନ ଅଟେ ବୋଲି ସେ ଗଣ ମାଧ୍ୟମରେ ଜଣାଇଛନ୍ତି । ଏହା ସହ ମହେନ୍ଦ୍ର ନାମକ ବ୍ୟକ୍ତି ଜଣକ ନିଜ ମତରେ କହିଛନ୍ତି ଯେ ଧୋନୀ କେବେ ବି ତାଙ୍କ ଠାରୁ ବାକିରେ ଚଣା ଖାଇ ନାହାନ୍ତି । ସେ ଯେତେବେଳେ ବି ଚଣା ଖାଆନ୍ତି ପଇସା ଦେଇ ଖାଆନ୍ତି । ଆହୁରି ମଧ୍ୟ ଚଣା ବିକାଳି କହିଛନ୍ତି ଯେ ଧୋନୀ ଯେବେ ବି ଚଣା ଖାଇବାକୁ ଇଚ୍ଛା କରନ୍ତି ସବୁବେଳେ ତାଙ୍କ ପାଖକୁ ହିଁ ଆସନ୍ତି ।

ଧୋନୀଙ୍କୁ ସାକ୍ଷାତ କରିବାକୁ ଇଚ୍ଛା କରୁଥିବା ଚଣା ବିକାଳିଙ୍କ ପାଖକୁ ଧୋନୀ ନିଜେ ଆସିଗଲେ ବୋଲି ମହେନ୍ଦ୍ର ବ୍ୟକ୍ତି ଜଣକ କହିଛନ୍ତି । ଚଣା ବିକୁଥିବା ବ୍ୟକ୍ତି ମହେନ୍ଦ୍ର ଧୋନୀଙ୍କୁ ଭେଟିବା ପରେ ଓ ତାଙ୍କ ସହ କଥା ବାର୍ତ୍ତା ହେବ ପରେ ସେ ନିଜକୁ ଆନନ୍ଦ ଅନୁଭବ କରିବା ସହ ବହୁତ ଖୁସି ଅଛନ୍ତି ବୋଲି ଗଣ ମାଧ୍ୟମରେ କହିଛନ୍ତି ।

ଧୋନୀ ତାଙ୍କୁ ୩୫ ହଜାର ଟଙ୍କା ଅଜାଣତରେ ଦେଇ ଯାଇଛନ୍ତି ବୋଲି ଠେଲା ବିକାଳୀ ଜଣକ ନିଜ ରାଏ ରେ କହିଛନ୍ତି । ଧୋନୀଙ୍କର ଏଭଳି କାମ ପାଇଁ ସେ ଲୋକ ମାନକ ମନକୁ କିଣି ନେଇଛନ୍ତି । ସତରେ ଏଭଳି ମହାନ କମ ଜଣେ ଭଲ ମଣିଷ ହିଁ କରି ପାରିବ । ଧୋନୀଙ୍କ ଏଭଳି ଆଦର୍ଶବାଦ କାମ ପାଇଁ ସେ ପ୍ରଶଂସାର ପାତ୍ର ଅଟନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।