ହୃଦୟ ଭାଙ୍ଗିବା ପରେ କଷ୍ଟ କାହିଁକି ହୁଏ -Krishna Vani

ପ୍ରତ୍ୟେକ ମନୁଷ୍ୟ ତାର ଜୀବନରେ ଥରେ କାହାକୁ ନା କାହାକୁ ନିଶ୍ଚିତ ପ୍ରେମ କରିଥିବେ । ତାକୁ ହିଁ ନିଜ ଜୀବନ ସାଥି କରିବାକୁ ପସନ୍ଦ କରିଥାନ୍ତି । ଜୀବନ ସାରା ତା ସହ ରହିବା ପାଇଁ ସ୍ଵପ୍ନ ଦେଖିଥାଏ । ଦୁଇଜଣ ପରସ୍ପର ସହ ଜୀବନସାର ରହିବା ପାଇଁ ପ୍ରତିଜ୍ଞା କରିଥାନ୍ତି । କିନ୍ତୁ ଏମିତି ସମୟ ଆସିଥାଏ ସବୁ କିଛି ସ୍ଵପ୍ନ ଭାଙ୍ଗି ଯାଏ । ଯେଉଁ ମାନେ କହୁଥିଲେ ମିଳିମିଶି ଜୀବନ ସାରା ରହିବା ସେହି ମାନେ ହିଁ ଧୋକା ଦେଇଥାନ୍ତି ।

ଆମଠାରୁ ବହୁତ ଦୂରକୁ ଚାଲି ଯାନ୍ତି ଆମ ପାଖରେ କେବଳ ତାଙ୍କର ସ୍ମୃତି ରହିଜାଏ । କାନ୍ଦି କାନ୍ଦି ଆମେ ପାଗଳ ଭଳି ହୋଇଯାଉ ତାଙ୍କ ବିନା କିଛି ବି ଭଲ ଲାଗେନା । ତାଙ୍କର ବହୁତ ମାନେ ପଡିଥାଏ ।

ଜାଣି ଶୁଣି ଏହି ସମ୍ପର୍କକୁ ଭଙ୍ଗା ଯାଇଥାଏ । ସେମାନେ ଆମକୁ କିଛି ନକହି ଛାଡି ଚାଲି ଯାନ୍ତି ସେମାନେ ଜାଣି ଶୁଣି ଆମକୁ ଧୋକା ଦେଇଥାନ୍ତି । ଆମର ଅପରାଧ ଏତିକି ଥାଏ କି ଆମେ ତାଙ୍କୁ ବହୁତ ଭଲ ପାଇଥାଉ । ଥରେ ଯଦି ଆମକୁ କହିଦେଇଥାନ୍ତେ ତେବେ ଆମେ ତାଙ୍କ ଜୀବନରୁ ବହୁତ ଦୂରକୁ ଚାଲି ଯାଇଥାନ୍ତୁ । ତାଙ୍କ ଖୁସି ପାଇଁ ଆମେ କିଛି ବି କରିଥାନ୍ତୁ । କାହିଁକି ଆମେ ତାଙ୍କୁ ଏତେ ଭଲ ପାଇଥିଲେ ବି ସେମାନେ ଆମର ହୁଅନ୍ତି ନାହିଁ । ମନ ଭାଙ୍ଗି ଗଲେ କେତେ କଷ୍ଟ ହୋଇଥାଏ ହୁଏତ ତାଙ୍କୁ ବି ଜଣାପଡୁ । ସବୁ ଦିନ ଆମ ଆଖି ତାଙ୍କୁ ଖୋଜିଥାଏ ଓ ସବୁଦିନ ଆମ ହୃଦୟ ତାଙ୍କୁ ମନେ ମନେ ଖୋଜିଥାଏ ।

କି ଅପରାଧ ହୋଇଯାଏ ଯେ ଆମକୁ ଏତେ ବଡ ଦାମ ଦେବାକୁ ପଡିଥାଏ । ଆମକୁ ସେମାନଙ୍କର ବିଶ୍ଵାସଘାତ ର କୌଣସି ସୂଚନା ମିଳିନଥାଏ । ସେଥିପାଇଁ ସେମାନେ ଯେତେବେଳେ ଆମ ମନ ଭାଙ୍ଗି ଥାନ୍ତି ଆମକୁ ବହୁତ କଷ୍ଟ ହୋଇଥାଏ । ଏହି କଷ୍ଟ ସେ ହିଁ ଜାଣି ପାରିବ ଯେଉଁ ମାନଙ୍କ ସହ ଧୋକା ହୋଇଥିବ । ଆମେ ତ ସେମାନଙ୍କ ପ୍ରେମରେ ହିଁ ଢଳି ଯାଉ । ସେମାନଙ୍କୁ ଏହାର କିଛି ଫରକ ପଡେ ନାହିଁ । ଆମର ଯେତେବେଳେ ତାଙ୍କ କଥା ମାନେ ପଡେ ଆମ ହୃଦୟ ସେମାନଙ୍କ ପାଇଁ କାନ୍ଦେ ।

ନିଜକୁ ପଚାରନ୍ତି ଜେସେମାନେ ଆମ ସହ ଏପରି କାହିଁକି କଲେ ଆମ ପ୍ରେମରେ କେଉଁ ଠାରେ ଅଭାବ ରହିଗଲା ଏହି କଥା ଭାବି ଭାବି ଆମେ ବହୁତ ଦୁଖୀ ହୋଇଥାଉ । ସେମାନେ ଆମକୁ ପ୍ରେମ କରନ୍ତୁ କି ନାହିଂ କିନ୍ତୁ ଆମେ ଆଜି ବି ସେମାନଙ୍କୁ ବହୁତ ପ୍ରେମ କରିଥାଉ । କାହିଁକି ନା ତାହା ଆମର ପ୍ରଥମ ପ୍ରେମ ହୋଇଥାଏ । ଆମେ ତାଙ୍କୁ କେବେବି ଭୁଲି ପାରୁନା ଆମର ପ୍ରଥମ ପ୍ରେମ ସବୁବେଳେ ମାନେରହିଥାଏ । ଆପଣ ସବୁବେଳେ ଭାବୁଥିବେ କି ସେହି ସମୟ ପୁଣି ଫେରି ଆସୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।