‘ତୁ ଆମର ରେଡି ରହ, ମୁଁ ତୋ ସହିତ ଅଛି…’ Aryan ଙ୍କ ପାଇଁ ଖୋଲା ଚିଠି ଲେଖିଲେ Hrithik Roshan, କହିଲେ କିଛି ଏମିତି…ଦେଖନ୍ତୁ Video

ଆଜି ମୁମ୍ବାଇର ଏସପ୍ଲାନେଡ ମଲ୍ ରେ ଚାଲିଛି ଆର୍ୟନ ଖାନଙ୍କ ବେ-ଲ୍ ଶୁ-ଣା-ଣି । ଗତ ୪ ତାରିଖ ପରେ ୭ ତାରିଖର ଡେଟ୍ ଦେଇଥିଲେ ମାନ୍ୟବର କୋର୍ଟ । ଏହି ବି-ପ-ଦ ସମୟରେ ଆର୍ୟନଙ୍କ ସମର୍ଥନରେ ଟ୍ବି-ଟ କରୁଛନ୍ତି ଅନେକ ଅଭିନେତା ଓ ଅଭିନେତ୍ରୀ । ତେବେ ଆଜି ଆର୍ୟନଙ୍କ ବେ-ଲ୍ ଶୁ-ଣା-ଣି ପୂର୍ବରୁ ଏକ ଓପନ ଲେଟର ଲେଖିଛନ୍ତି ଅଭିନେତା ହ୍ରିତିକ ରୋଶନ । ହ୍ରିତିକ ନିଜ ଇଂ-ଷ୍ଟା-ଗ୍ରା-ମ ପେ-ଜ୍ ରେ ଆର୍ୟନଙ୍କ ପାଇଁ ଏହି ଚିଠି ଟି ଲେଖିଛନ୍ତି ।

ଆଉ ଏହି ଚିଠିରେ ନିଜ ମନର ଭାବନା ଆର୍ୟନଙ୍କ ପାଇଁ ଖୋଲି ପ୍ରକାଶ କରିଛନ୍ତି । ହ୍ରିତିକ ଲେଖିଛନ୍ତି କି, ସେ ଆର୍ୟନ ଖାନଙ୍କୁ ଜଣେ ଷ୍ଟ୍ରଙ୍ଗ ମ୍ୟାନ ଭାବେ ଦେଖିବାକୁ ଚାହାଁନ୍ତି । ଏହାସହ ସେ ଲେଖିଛନ୍ତି, ଜୀବନ ସବୁବେଳେ କିଛି ନା କିଛି କଠିନ ପରିସ୍ଥିତି ଦେଇ ଆମକୁ ଗତି କରାଏ । ଆଉ ବ୍ଯକ୍ତିର ସାମର୍ଥ୍ୟ ଅନୁସାରେ ହିଁ ତାଙ୍କୁ ଈଶ୍ବର ପରୀକ୍ଷା କରନ୍ତି । ଏହାସହ ସେ କହିଛନ୍ତି କି ଜୀବନରେ ଯେଉଁ କ୍ରୋ-ଧ, ଘୃ-ଣା, ହିଂ-ସା ତୁମ ଆଡକୁ ଆସୁଛି ଏହାକୁ ବ୍ୟବହାର କର, କିନ୍ତୁ ଏହା ଯେପରି ତୁମକୁ ପୋ-ଡି ପା-ଉଁ-ଶ ନ କରିଦିଏ ସେଥିପ୍ରତି ଧ୍ୟାନ ଦିଅ ।

ପ୍ରିୟ ଆର୍ୟନ ତୁମକୁ ମୁଁ ପିଲାବେଳୁ ଜାଣିଛି । ଆଉ ମୁଁ ଜାଣିଛି କି ତୁମେ ନିଶ୍ଚୟ ଏସବୁ ପାର୍ କରିପାରିବ । ଏହି କଠିନ ପରିସ୍ଥିତି ତୁମକୁ ଗୋଟିଏ ଷ୍ଟ୍ରଙ୍ଗ ମ୍ୟାନ ବନେଇକି ବାହାରକୁ ଆଣିବ । ଛୋଟ ଛୋଟ ଘ-ଟ-ଣା ତୁମ ଜୀବନରେ ଏକ ବଡ ପରିବର୍ତ୍ତନ ନେଇ ଆସିବ ବୋଲି ମଧ୍ୟ ସେ କହିଛନ୍ତି । ଏଥିସହ ସେ କହିଛନ୍ତି, ମୁଁ ତୁମକୁ ପିଲାବେଳୁ ଦେଖି ଆସୁଛି ଓ ଚାହେଁ କି ତୁମେ ସବୁବେଳେ ପ୍ରେମରେ ବଞ୍ଚ । ଆଉ ଶେଷରେ ସେ ଲେଖିଛନ୍ତି ‘ଲଭ ୟୁ ମ୍ୟାନ’ ।

ହ୍ରିତିକ ଆର୍ୟନଙ୍କୁ ପିଲାଦିନୁ ଜାଣନ୍ତି ଓ ନିଜ ଅଭିଜ୍ଞତାରୁ ଶିଖିଥିବା ହ୍ରିତିକ ତାଙ୍କ ପାଇଁ ଏମିତି ଏକ ଚିଠି ଲେଖିଛନ୍ତି । ତେବେ ଆଜି କୋ-ର୍ଟ ପରେ ଜଣାପଡିବ ଆର୍ୟନଙ୍କ ପାଇଁ N-C-B କ-ଷ୍ଟ-ଡି ବଢିବ ନା ତାଙ୍କୁ ବେ-ଲ୍ ମିଳିବ । ଏହାକୁ ତାଙ୍କ ପିତାମାତାଙ୍କ ସହ ଅନ୍ୟ ସମସ୍ତେ ମଧ୍ୟ ଚିନ୍ତିତ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।