କୋଭିଡ ହସ୍ପିଟାଲ ର ନ-ଗ୍ନ ରୂପ ଭାଇରାଲ ହେବା ପରେ ଭିଡିଓ କରିଥିବା ଯୁବକ ଜଣକ କହିଲେ କିଛି ଏମିତି…ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

କୋରୋନାରେ ଆକ୍ରାନ୍ତ ହେଉଥିବା ଲୋକ ମାନେ ବିଭିନ୍ନ ପ୍ରକାରର ହସପିଟାଲରେ ଚିକିତ୍ସିତ ହେବା ପାଇଁ ଯାଉଥିଲେ ମଧ୍ୟ ଅନେକ ଲୋକଙ୍କର ପ୍ରା-ଣ ହା-ନି ଘଟୁଛି । ସେଥି ପାଇଁ ହୁଏ ତ ହସପିଟାଲର ଡାକ୍ତର ମାନେ ହୁଅନ୍ତୁ ବା ସ୍ୱାସ୍ଥ୍ୟ କର୍ମୀ ମାନେ ହୁଅନ୍ତୁ ଦାୟୀ ଅଟନ୍ତି ।

ଏହା ଛଡା ଯେଉଁ ହସପିଟାଲରେ ସଠିକ ଭାବେ ଚିକିତ୍ସା କରାଯାଇ ପାରୁନାହି ସେଠିକାର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଜିଲ୍ଲାପାଳ ମଧ୍ୟ ଦାୟୀ ହୋଇ ପାରନ୍ତି । ବନ୍ଧୁଗଣ ଏଠାରେ ଆମେ ଆଜି ଆପଣ ମାନଙ୍କୁ ଜଣେ ବ୍ୟକ୍ତି ବିଡିଓ ଭାଇରାଲ କରିଛନ୍ତି ଓ ସେହି ବିଡିଓରେ କଣ ସବୁ ଘଟଣା ଘଟିଛି ସେହି ବିଷୟରେ କହିବାକୁ ଯାଉଛୁ । ଏହି ବ୍ୟକ୍ତି ଜଣକ ନିଜ ବାପାଙ୍କୁ ଯେଉଁ କୋଭିଡ ହସପିଟାଲରେ ଆଡମିସନ କରିଥିଲେ ସେଠିକାର ପରିସ୍ଥିତି କଣ ରହିଛି ତାହା ସେ ବିଡିଓ କରି ଜଣାଇଛନ୍ତି ।

 

ଯାହାକୁ ଦେଖି ମନରେ ଅନେକ ପ୍ରଶ୍ନ ଉଙ୍କି ମା-ରୁ-ଛି । କାରଣ ଏହି ବିଡିଓରେ ଏମିତି କିଛି ଦୃଶ୍ୟମାନ ହେଉଛି ଯାହା ଅତି ଲ-ଜ୍ୟା-ଜ-ନ-କ ଓ ନି-ନ୍ଦ-ନୀ-ୟ ଘ-ଟ-ଣା ଅଟେ । ସେହି ବ୍ୟକ୍ତି ଜଣକ ହସପିଟାଲରେ ଥିବା ସମୟରେ ଦେଖିବାକୁ ପାଇଥିଲେ ଯେ ସେଠିକାର ଡାକ୍ତର ମାନେ ଠିକ ଭାବେ ରୋଗୀଙ୍କର ଚିକିତ୍ସା କରୁ ନାହାନ୍ତି । ଯଦି କୌଣସି ରୋଗୀଙ୍କର ଅକ୍ସିଜେନ ଆବଶ୍ୟକ ରହୁଛି ତେବେ ମଧ୍ୟ ତାକୁ ଠିକ ସମୟରେ ଅକ୍ସିଜେନ ମିଳିପାରୁ ନାହି । ଯଦି କୌଣସି କୋରୋନା ରୋଗୀଙ୍କର ମାସ୍କ ଦରକାର ହେଉଛି ତେବେ ସେମାନଙ୍କୁ ମାସ୍କ ମିଳିପାରୁ ନାହି ।

ସେଥି ପାଇଁ ସେଠାରେ ଚିକିତ୍ସା ହେଉଥିବା ସବୁ କୋରୋନା ରୋଗୀ ମାନେ ଅନେକ ଅସୁବିଧାର ସମୁଖିନ୍ନ ହେଉଛନ୍ତି । ସେହି ହସପିଟାଲରେ ରୋଗୀ ମାନଙ୍କୁ ଭଲ ଖାଦ୍ୟ ମଧ୍ୟ ଖାଇବାକୁ ମିଳୁ ନାହିଁ । ସେହି ହସପିଟାଲରେ ରୋଗୀ ମାନଙ୍କୁ ଡାକ୍ତର ମାନେ ଠିକ ସମୟରେ ଦେଖିବାକୁ ମଧ୍ୟ ଆସୁ ନାହାନ୍ତି । ରୋଗୀମାନେ ଏଣେ ତେଣେ ବାଥରୁମ ରେ ନ-ଗ-ନ ଭାବେ ପଡି ରହୁଛନ୍ତି ।

ସେହି ବ୍ୟକ୍ତି ଜନକ ଏହି ବିଡିଓକୁ ଟ୍ବିଟ ମଧ୍ୟ କରିଥିଲେ । ତାଙ୍କ ଟ୍ବିଟରେ କେହି ବି ଉତ୍ତର ଦେଇ ନ ଥିଲେ । ସେଥି ପାଇଁ ସେ ଟ୍ବିଟକୁ ଡ଼ିଲିଟ କରି ଦେଇଥିଲେ । ସେହି ବ୍ୟକ୍ତିଙ୍କର ବାପାଙ୍କର ଅକ୍ସିଜେନ ଲେବଲ ଠିକ ଥିଲେ ମଧ୍ୟ ତାଙ୍କର ନି-ଧ-ନ ହୋଇଛି ।

ତାଙ୍କ କହିବା ଅନୁସାରେ ତାଙ୍କ ବାପା ଘରେ ଥିବା ସମୟରେ ଅକ୍ସିଜେନ ଲେବଲ ଠିକ ରହିଥିଲା । ଏହା ପରେ ହସପିଟାଲରେ ମଧ୍ୟ ଅକ୍ସିଜେନ ଲେବଲ ୮୦ରୁ ୯୫ ଯାଏଁ ରହିଥିଲା । କିନ୍ତୁ ହଟାତ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ଆଇସିୟୁରେ ଚିକିତ୍ସା ହେବା ପରେ ମଧ୍ୟ ତାଙ୍କ ବାପାଙ୍କର ମୃ-ତ୍ୟୁ ଘଟିଛି । ସେ ବ୍ୟକ୍ତି ଜଣଙ୍କ ହସପିଟାଲର ବିଡିଓ ଭାଇରାଲ କରିଛନ୍ତି ବୋଲି ନିଜେ ସ୍ଵୀକାର କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।