ଆଜିର ରାଶିଫଳ, ୨୭ ଜାନୁୟାରୀ ୨୦୨୦, ସୋମବାର, ମହାଦେବ ଙ୍କ ଅଶେଷ କୃପା ରହିବ ଏହି ୩ଟି ରାଶି ଉପରେ

ଆଜି ଶନିବାର ୧୮ ଅଗଷ୍ଟର ଦିନ ଆପଣଙ୍କ ପାଇଁ କେମିତି ରହିବ ? ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଦ୍ଵାରା ଆପଣ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସହ ଜଡିତ ସୂଚନା ପ୍ରାପ୍ତ କରି ପାରିବେ । ଗ୍ରହମାନଙ୍କର ଗତି ନିରନ୍ତର ବଦଳିଥାଏ ସେଥିପାଇଁ ଆମର ସବୁଦିନର ଜୀବନ ଏହା ଦ୍ଵାରା ପ୍ରଭାବିତ ହୋଇଥାଏ । ଆଜିର ଦିନ ବିଷୟରେ ଜାଣିବା ପାଇଁ ଆମର ଏହି ରାଶିଫଳ ପଢନ୍ତୁ ।

୧ – ମେଷ

ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଅଛି । ଆଜି ଆପଣଙ୍କର ଅଧୁରା କାର୍ଯ୍ୟ ପୂର୍ଣ ହେବ । ମାତା ପିତାଙ୍କ ରାୟ ବିନା କୌଣସି ନୂଆ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ଦିନ ଭଲ ରହିବାର ଅଛି । ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ରହିବ । ବିରୋଧୀ ଆପଣଙ୍କ କାମରେ ବାଧା ଉତ୍ପନ୍ନ କରିବେ । ତଥାପି ବି ଆପଣ ସହଜରେ ନିଜର କାମକୁ ପୁରା କରି ନେବେ । ଆଜିର ଦିନ ଆପଣଙ୍କ ପାଇଁ ଅନୁକୂଳ ରହିବ ।

୨ – ବୃଷ

ଆଜି ପରିବାରରେ ବଡ ବଡ ସଦସ୍ୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ କୌଣସି ବଡ ଦାୟିତ୍ଵ ନେବାରେ ସଫଳ ରହିବେ । କୃଷି କ୍ଷେତ୍ରରେ ବିଶେଷ ଲାଭ ମିଳିବ । ବାଦ – ବିବାଦ ଠାରୁ ବଞ୍ଚନ୍ତୁ । ଧନ ହାନି ହେବାର ସମ୍ଭାବନା ଅଛି । ଆଜିର ଦିନ ସନ୍ତାନଙ୍କ ପାଇଁ ଶୁଭ ଅବସର ନେଇ ଆସିବ । ନିଜର କୌଣସି ବିଶେଷ ପ୍ରିୟଜନଙ୍କ କଥାକୁ ନେଇ ଆପଣ ବହୁତ ସନ୍ତୁଷ୍ଟି ରହିବେ । ବ୍ୟାୟାମ କରନ୍ତୁ । ଆଜି ଆପଣ ନିଜକୁ ଫସିଥିବା ଅନୁଭବ କରିବେ ।

୩ – ମିଥୁନ

ଆଜି ଭାଗ୍ୟର ପୁରା ସାଥ ମିଳିବ । ଅଫିସରେ ଆଜି ଆପଣଙ୍କ ପରଫରମେଂସ ବହୁତ ଭଲ ରହିବ । ସୀନିୟର୍ସ ଆପଣଙ୍କ କାମ ଦେଖି ଖୁସି ହେବେ । ସାମାଜିକ ଓ ଧାର୍ମିକ କାର୍ଯ୍ୟ ପାଇଁ ଦିନ ଉତ୍କୃଷ୍ଟ ଅଟେ । ଆପଣଙ୍କ ଆନ୍ତରିକତା ସୃଜନାତ୍ମକତା ନୂଆ ସ୍ୱରୂପ ପ୍ରଦାନ କରିପାରେ । ଆଜି ଆପଣଙ୍କ ପଦୋନ୍ନତି କାଗଜ ଉପରେ ମୋହର ଲାଗିପାରେ । ଛାତ୍ରମାନେ ଆଜି କୌଣସି ନୂଆ କୋର୍ସରେ ଜୟେନ କରି ପାରନ୍ତି ।

୪ – କର୍କଟ

ଆଜି ଆପଣ ଯାହା ବି ଚିନ୍ତା କରୁଛନ୍ତି କିମ୍ବା ଆରମ୍ଭ କରିବେ ସେଥିରେ ସଫଳ ନିଶ୍ଚିତ ହେବେ । ଆଜି ଆପଣ କିଛି ନୂଆ ବିଚାର କରିବେ । ଚାକିରିରେ ପ୍ରମୋସନର ଯୋଗ ଅଛି । ଆପଣ ବହୁତ କଥା କହିବାର ମୁଡରେ ରହିବେ । ଗ୍ରହ ଅନୁସାରେ ଆଜି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ବହୁତ ଲାଭ ମିଳିବାର ଅଛି । ଯଦି ଆପଣ କୌଣସି ନୂଆ ବ୍ୟକ୍ତିଙ୍କ ସହିତ ମିଶି କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣ କରି ପାରିବେ ।

୫ – ସିଂହ

ଆଜିର ଦିନ ଖୁସିପୂର୍ବକ ବ୍ୟତୀତ କରିବେ । ନୂଆଁ ସମ୍ବନ୍ଧ କରି ପାରନ୍ତି । ଉତ୍ତମ ବୈବାହିକ ସୁଖ ପ୍ରାପ୍ତ ହେବ । ବ୍ୟାପାରୀ ନିଜର ବ୍ୟାପାରକୁ ବିସ୍ତାର କରି ପାରିବେ । ଆର୍ଥିକ ଲାଭ ଓ ମାନ – ସମ୍ମାନରେ ବୁଦ୍ଧି ହେବେ । ସୁସ୍ଥ ରହିବେ । ପ୍ରିୟ ବ୍ୟକ୍ତି ସହିତ ସାକ୍ଷାତ ଓ ଛୋଟ ପ୍ରବାସ ଆପଣଙ୍କୁ ଆନନ୍ଦରେ ବୁଦ୍ଧି ହେବେ । ବିଦ୍ୟାର୍ଥୀମାନଙ୍କ ପାଇଁ ଦିନ ବହୁତ ଭଲ ରହିବାର ଅଛି । ଆଜି ପୂଜା ପାଠରେ ମନ ଲାଗିବ ।

୬ – କନ୍ୟା

ଆଜିର ଦିନ ଆପଣ ଚିନ୍ତାରୁ ମୁକ୍ତି ପାଇ ପାରିବେ । କଳା କ୍ଷେତ୍ର ସହ ଜଡିତ ଲୋକମାନଙ୍କ ପାଇଁ ଆଜିର ଦିନ ଅତ୍ୟଧିକ ଲାଭଦାୟକ ସିଦ୍ଧ ହେବ । ଆଜିର ଦିନ ଆପଣ ପରିଜନମାନଙ୍କ ତରଫରୁ ବିଶେଷ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ । ଏହି ସମୟରେ ଆର୍ଥିକ ଯୋଜନରେ ବି ସଫଳ ହେବେ । ଆପଣଙ୍କ ଇଚ୍ଛା ଶକ୍ତିକୁ ପ୍ରୋତ୍ସାହନ ମିଳିବ । ଅନୁମାନ କ୍ଷତିକାର ପ୍ରମାଣିତ ହୋଇପାରେ ।

୭ – ତୁଳା

ଆଜି ଆପଣ ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଙ୍ଗରେ ସାମିଲ ହୋଇ ପାରନ୍ତି । ଋସ୍କି କାର୍ଯ୍ୟ ଠାରୁ ଦୂରରେ ରୁହନ୍ତୁ । ଆପଣଙ୍କ କାର୍ଯ୍ୟ ସରଲତାପୂର୍ବକ ପୂର୍ଣ ହେଉଥିବ । କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରୋତ୍ସାହନ ମିଳିପାରେ । ନିଜ ପରିବାର ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ । ଏହା ପାରିବାରିକ ଶାନ୍ତିକୁ ଭଙ୍ଗ କରିପାରେ । ସମ୍ଭବତଃ କେହି ଆପଣଙ୍କୁ ପ୍ରେମ ବିଷୟରେ କହିପାରନ୍ତି ।

୮ – ବିଚ୍ଛା

ଆଜିର ଦିନକୁ ଆପଣ ମନୋରଞ୍ଜନର ସହ ବ୍ୟତୀତ କରିବେ । ଖର୍ଚ ବି ହୋଇପାରେ । ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧରେ ଶିକାୟତ ରହିବ । ସ୍ଵାଭାବରେ ଉଗ୍ରତା ଓ ବାଣୀରେ ସଂଯମତା ରଖନ୍ତୁ । ଶାରୀରିକ ଶିଥିଲତା ଓ ମାନସିକ ଚିନ୍ତା ଦ୍ଵାରା ଆପଣଙ୍କ ମନ ବିଗ୍ରହ ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । କାର୍ଯ୍ୟ ପ୍ରତି ଜୋଶ ଓ ଉତ୍ସାହ ବନି ରହିବ । ଯାହା ଦ୍ଵାରା ଆପଣଙ୍କ ଆତ୍ମବିଶ୍ୱାସରେ ୱୃଦ୍ଧି ଆସିବ ।

୯ – ଧନୁ

ଆଜି ପ୍ରତିସ୍ପର୍ଧିଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ବ୍ୟାପାରରେ ଅସୁବିଧା ରହିବ ଅର୍ଥାତ ଖର୍ଚ ହେବ । ବାହାର ଲୋକମାନଙ୍କ ହସ୍ତକ୍ଷପ ସତ୍ବେ ବି ଆପଣଙ୍କୁ ନିଜର ଜୀବନସାଥୀଙ୍କ ଠାରୁ ସବୁ ସମ୍ଭବ ସମର୍ଥ ମିଳିବ । ବ୍ୟାପାରରେ ଭଲ ଲାଭ ହେବ । ଚାକିରିରେ ପ୍ରାୟତଃ ସହଯୋଗ ପ୍ରାପ୍ତ ହେବ । ଆଜି ଆପଣ ସହଜରେ ଟଙ୍କା ଏକାଠି କରି ପାରିବେ । ପରିବାରରେ ଖରାପ ସ୍ଥିତି ରହିବ ।

୧୦ – ମକର

ଆଜି ଆପଣ ପ୍ରତ୍ୟକ କାର୍ଯ୍ୟରେ ଆପଣଙ୍କ ଆତ୍ମବିଶ୍ଵାସରେ ଭରପୁର ରହିବେ । ପ୍ରାୟତଃ ସମୟ ଆପଣ ନିଜ ବନ୍ଧୁଙ୍କ ସହ ବିତାଇବେ । ଆଜି ଆପଣଙ୍କ ଆର୍ଥିକ ଯୋଜନାରେ ବି ସରଲତାପୂର୍ବକ ରହିବ । ପରିବାରର ସଦସ୍ୟ କେତେକ ଜିନିଷକୁ ମାଗି ପାରନ୍ତି । ପ୍ରେମ ମାମଲାରେ ନିଜର ମୁହଁ ଉପରେ କାବୁ ରଖନ୍ତୁ । ନଚେତ ସମସ୍ୟାରେ ପଡି ପାରନ୍ତି । ଆଜି ଆପଣଙ୍କୁ ବ୍ୟାପାର ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ ।

୧୧ – କୁମ୍ଭ

ଆଜି ଆପଣ ନିଜର ଇଚ୍ଛା ଶକ୍ତି ବଳରେ ଆପଣ ବଡ ରୁ ବଡ ସମସ୍ୟାର ସାମ୍ନା କରିବାରୁ ପଛକୁ ଫରିବେ ନାହିଁ । ଧନ ହାନି ହୋଇପାରେ ସେଥିପାଇଁ ବୁଝି ସୁଝି ଧନର ପ୍ରୟୋଗ କରନ୍ତୁ । ଗୃହସ୍ଥଜୀବନ ଆନନ୍ଦପୂର୍ଣ ରହିବ । ଇଚ୍ଛା ଅନୁସାରେ ପରିଣାମ ପ୍ରାପ୍ତ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ଲାଭ ପାଇଁ କରାଯାଇଥିବା ପ୍ରୟାସ ସଫଳ ରହିବ । ଆର୍ଥିକ ପକ୍ଷ ମଜବୁତ ହେବା ଦ୍ଵାରା ମନ ଶାନ୍ତ ଓ ପ୍ରସନ୍ନ ରହିବ ।

୧୨ – ମୀନ

ଆଜି ମାନସିକ ରୂପରେ ବି ଆପଣ ବହୁତ ଆନନ୍ଦିତ ରହି ପାରିବେ । ଆପଣଙ୍କ ସ୍ୱାସ୍ଥ୍ୟ ବି ଆଜି ଭଲ ରହିବ । ସମସ୍ତ କାମ ମନ ଅନୁସାରେ ପୁରା ହୋଇଯିବ । ପରିବାରରେ କୌଣସି ସଦସ୍ୟ ସହ ଚାଲୁଥିବା ବିବାଦ ଆଜି ଶେଷ ହୋଇଯିବ । କୌଣସି ନୂଆ କାମ ଆରମ୍ଭ କରିବାରେ ଆପଣଙ୍କ ସାଥ ମିଳିବ । ଏହା ସହିତ ଆର୍ଥିକ ସାହାର୍ଯ୍ୟ ବି ମିଳିବ ।