Jyotish Shastra- 28 ମାର୍ଚ୍ଚ, ହୋଲିକା ଦ-ହ-ନ ରେ ଗୁରୁ, ଶନି ଓ ବୁଧ ଙ୍କ ଦୁର୍ଲଭ ମହାସଂଯୋଗ, 6 ଟି ରାଶି ହେବେ କୋଟିପତି

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ରାଶିଚକ୍ର ର ବହୁତ ମହତ୍ୱ ରହିଛି । ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ରେ ମନୁଷ୍ୟ ରାଶିରୁ ତାର ସମସ୍ତ ସ୍ଵଭାଵ ସମ୍ପର୍କରେ ଜାଣିବାକୁ ମିଳିଥାଏ ।

ବନ୍ଧୁଗଣ ଏପରି କିଛି ସମୟ ଆସିଥାଏ ଯେତେବେଳେ କିଛି ରାଶିର ବ୍ୟକ୍ତି ବିଶେଷ ଙ୍କ ର ଭାଗ୍ୟ ବଦଳି ଯାଇଥାଏ । ତାଙ୍କର ସମସ୍ତ ଦୁଖଃ କଷ୍ଟ ଦୁର ହୋଇଥାଏ । ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ ବହୁତ କମ ଆସିଥାଏ । ଶାସ୍ତ୍ର ରେ ମଧ୍ୟ ଏହା ଲେଖା ଅଛି ।

ତେବେ ବନ୍ଧୁ ଗଣ ଠିକ ଏହି ପରି ସମୟ ବର୍ତ୍ତମାନ ସମୟରେ ଆସିବାକୁ ଯାଉଛି ଏହି କେତୋଟି ରାଶିର । ଏହି ବର୍ଷ ହୋଲି ଠାରୁ ଏହି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି-ଏହି ବର୍ଷ ହୋଲି ରେ ମେଷ ରାଶି ର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଏକ ବହୁତ ବଡ଼ ପରିବର୍ତ୍ତନ ଆସୁବାକୁ ଯାଉଛି । ଏହି ସମୟ ରେ ଆପଣଙ୍କ ର ସମସ୍ତ ପ୍ରକାର ଦ୍ଵନ୍ଦ ର ସମାଧାନ ହୋଇଯିବ । ଏହି ସମୟ ରେ ଆପଣ ଯଦି ଚାହୁଁଛନ୍ତି ତେବେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଏହି ସମୟ ରେ ଆପଣଙ୍କ ର ମାତାପିତା ଙ୍କ ର ସମ୍ପୂର୍ଣ୍ଣ ସହଯୋଗ ଆପଣଂକୁ ମିଳିବ । ଆପଣଂକୁ ଏହି ସମୟ ରେ ଧନ ପ୍ରାପ୍ତି ହେବ ।

ମିଥୁନ ରାଶି-ଏହି ବର୍ଷ ହୋଲି ଠାରୁ ମିଥୁନ ରାଶି ର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଏକ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି । ବର୍ତ୍ତମାନ ସମୟ ରେ ଆପଣ ଯେଉଁ କାମ କୁ ନେଇ ଚିନ୍ତିତ ଅଛନ୍ତି ସେହି କାମ ଟି ଆପଣଙ୍କ ର ବହୁତ ଭଲ ରେ ହୋଇଯିବ । ଆପଣଙ୍କ ର ଯେଉଁ ସରକାରୀ କିମ୍ବା ବେସରକାରୀ କାମ ବାକି ରହିଛି ତାହା ଏହି ଦିନ ପରେ ପୁରା ହୋଇଯିବ । ଆପଣ ଏହି ସମୟ ରେ ନୂତନ ଜମି କିମ୍ବା ଘର କିଣିପାରନ୍ତି ।

କର୍କଟ ରାଶି-ଏହି ବର୍ଷ ହୋଲି କର୍କଟ ରାଶି ପାଇଁ ଅନେକ ଖୁସି ଖବର ଆଣିବାକୁ ଯାଉଛି । ଏହି ସମୟ ରେ ଆପଣଙ୍କ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ । ଏହି ସମୟ ରେ ଆପଣଂକୁ ସମସ୍ତ କାର୍ଯ୍ୟ ରେ ବହୁତ ଲାଭ ମିଳିବାକୁ ଯାଉଛି । ଏହି ସମୟ ରେ ଆପଣ କୌଣସି ଦୁର ସ୍ଥାନ କୁ ଯାତ୍ରା କରିପାରନ୍ତି । ଆପଣଙ୍କ ର ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଏହି ସମୟ ରେ ଆପଣଙ୍କ ର ସମାଜ ରେ ମାନସମ୍ମାନ ବଢିବ । ମାତା ପିତା ଙ୍କ ଆଶୀର୍ବାଦ ସଦା ସର୍ବଦା ଆପଣଙ୍କ ଉପରେ ରହିବ ଯାହା ଦ୍ୱାରା ଆପଣ ଜୀବନ ରେ ବହୁତ ସଫଳ ହୋଇପାରିବେ ।

କନ୍ୟା ରାଶି-ଏହି ବର୍ଷ ହୋଲି ରେ କନ୍ୟା ରାଶି ଙ୍କ ଭାଗ୍ୟ ରେ ଖୁସି ର ରଙ୍ଗ ଖେଳିଯିବ । ଏହି ସମୟ ରେ ଆପଣଂକୁ ପ୍ରତ୍ୟେକ କାମ ପାଇଁ ଆପଣଙ୍କ ବନ୍ଧୁ ମାନଙ୍କ ର ସାହାଯ୍ୟ ମିଳିବ । ଏହା ଫଳରେ ଆପଣଂକୁ ବହୁତ ଲାଭ ମିଳିବ । ଏହି ସମୟ ରେ ଆପଣ ସମସ୍ତ ଚିନ୍ତା ରୁ ମୁକ୍ତି ପାଇବେ । ଯଦି ଆପଣଙ୍କ ର କୌଣସି ଜିନିଷ ଚୋରି ହୋଇଯାଇଛି ତେବେ ଆପଣ ଏହି ସମୟ ରେ ତାହାକୁ ପାଇଯିବେ । ଆପଣଙ୍କ ର ଆର୍ଥିକ ସ୍ତରରେ ଉନ୍ନତି ଘଟିବ ।

ତୁଳା ରାଶି- ଆପଣ ଏହି ସମୟ ରେ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଥିବେ ସେହି କାର୍ଯ୍ୟ ରେ ଆପଣ ସଫଳତା ହାସଲ କରିପାରିବେ । ଯେଉଁମାନେ ଚାକିରୀ ଖୋଜୁଛନ୍ତି ସେମାନଙ୍କୁ ଚାକିରୀ ମିଳିଯିବ । ବିଦ୍ୟାର୍ଥୀ ମାନେ ମଧ୍ୟ ସମସ୍ତ ପରୀକ୍ଷା ରେ କୃତକାର୍ଯ୍ୟ ହେବେ । ଏହି ସମୟ ରେ ଆପଣଙ୍କୁ ପ୍ରତ୍ୟେକ କଷ୍ଟ ସାଧ୍ୟ କାର୍ଯ୍ୟ ରେ ସଫଳତା ମିଳିବ ।

ବିଛା ରାଶି- ଆପଣଙ୍କ ଜୀବନ ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ମିତ୍ର ମାନଙ୍କ ସହିତ ଆପଣଂକର ସମ୍ପର୍କ ବହୁତ ମଧୁର ରହିବ । ବ୍ୟାପାର ବାଣିଜ୍ୟରେ ଆପଣଂକର ବହୁତ ଲାଭ ହେବ । ଏହି ସମୟ ରେ ଆପଣଙ୍କ ର ଅର୍ଥ ଜନିତ କୌଣସି ସମସ୍ୟା ରହିବ ନାହିଁ । ସମାଜ ରେ ଆପଣଙ୍କ ର ମାନସମ୍ମାନ ବୃଦ୍ଧି ପାଇବ । ଆପଣଙ୍କର ସମସ୍ତ ସମସ୍ୟା ର ଅନ୍ତ ଘଟିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।