Jyotish Shastra- ହୋଲି ପରେ ପରେ ଅଚାନକ ଚମକି ଉଠିବ ଏହି ରାଶିର ଭାଗ୍ୟ, ମିଳିବ ବହୁତ ବଡ ଖୁସି ଖବର

ଆପଣ ଯେପରି ଜାଣିଛନ୍ତି ୨୮ ମାର୍ଚରେ ଫାଲଗୁନ ପୂର୍ଣ୍ଣିମା ପଡିବାକୁ ଯାଉଛି । ଯାହାକି ସବୁ  ପୂର୍ଣ୍ଣିମାଠାରୁ ବହୁତ ଶୁଭ ଓ ଫଳଦାୟି ପୂର୍ଣ୍ଣିମା ହୋଇଥାଏ । କାହିଁକି ନା ଏହି ଦିନ ହୋଲିକା ଦ-ହ-ନ କରାଯାଏ । ଏହାର ପର ଦିନ ହୋଲି ପର୍ବ ପାଳନ କରାଯାଏ । ଏହି ହୋଲିକା ଦ-ହ-ନ ସମୟରେ ଏକ ବହୁତ ବଡ ଶୁଭ ସଂଯୋଗ ହେବାକୁ ଯାଉଛି । ଏହି ୨୮ ତାରିଖ ଦିନ ବା ହୋଲିକା ଦ-ହ-ନ ଦିନ ସର୍ବା ଶିଦ୍ଧି ଯୋଗ , ଅମୃତ ଶିଦ୍ଧି ଯୋଗ , ଧ୍ରୁବ ଯୋଗ ଓ ଗଜକେଶରୀ ଯୋଗ ଏହି ସବୁ ୪ ଟି ଯୋଗ ଏକାସାଙ୍ଗରେ ପଡିଥିଲା ।

ଏହି ୪ଟି ଯୋଗ ଗୋଟିଏ ଦିନରେ ପଡିବାରୁ ଏହି ଦିନର ମହତ୍ଵ ବହୁତ ବଢିଯାଇଛି । ଏହା ସହ ଏହି ଦିନ ଦେବ ଗୁରୁ ବୃହସ୍ପତି ଓ ନ୍ୟାୟର ଦେବତା ଶନି ନିଜ ରାଶିରେ ବିରାଜ ମାନ କରିଛନ୍ତି । ଏହିପରି ସଂଯୋଗ ୪୦୦ ବର୍ଷ ପରେ ହେବାକୁ ଯାଉଛି । ଯାହା ଫଳରେ ହୋଲି ପରେ ପରେ କିଛି ରାଶିର ଭାଗ୍ୟ ପୁରା ଚମକି ଉଠିବ ଓ ବହୁତ ଖୁସି ମିଳିବ । ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟ ଶାଳି ରାଶି ମାନଙ୍କ ବିଷୟରେ ।

ତୁଳା ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ମାତା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ମିଳିବାକୁ ଯାଉଛି ଯାହାଫଳରେ ଏହି ରାଶିର ବ୍ୟକ୍ତି ମାନେ ଆର୍ଥିକ କ୍ଷେତ୍ରରେ ବହୁତ ଉନ୍ନତି କରିବେ । ପ୍ରେମ ଜୀବନରେ ବହୁତ ଶୁଭ ଫଳ ପାଇବେ । ବ୍ୟବସାୟ କାରବାରରେ ବହୁତ ଲାଭ ପାଇବେ । ପରିବାରରେ ବହୁତ ଖୁସି ରହିବ । ସମାଜରେ ଆପଣଙ୍କୁ ମାନ ପ୍ରତିଷ୍ଠା ମିଳିବ । ଚାକିରି କ୍ଷେତ୍ରରେ ଉପରିସ୍ଥ କାମଚାରୀଙ୍କ ସହଯୋଗ ମିଳିବ ।

ମେଷ ରାଶି

ଏହି ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ଥିବା ସବୁ ଆର୍ଥିକ ପରିସ୍ଥିତି ଦୂର ହୋଇଜୀବ । ବେରୋଜଗାର ମାନଙ୍କୁ କୌଣସି ରୋଜଗାରର ପନ୍ଥା ମିଳିଯିବ । ଅବିବାହିତ ମାନଙ୍କୁ ପ୍ରେମରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନରେ ବହୁତ ଖୁସି ମିଳିବ । ଘର ପରିବାରରେ ସବୁ ସଦସ୍ୟଙ୍କ ମଧ୍ୟରେ ସମନ୍ଵୟ ରହିବା ଫଳରେ ଆପଣ ନିଜର ଦାୟିତ୍ଵ ଠିକ ଭାବରେ ତୁଲାଇ ପରିବାର ଓ ସମାଜରେ ପ୍ରତିଷ୍ଠା ପାଇବେ ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ବହୁତ ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ । ଆପଣ କୌଣସି ନୂଆ ବ୍ୟବସାୟ କରିବାରେ ସଫଳ ହେବେ । ଏହି ସମୟରେ ଆପଣ ଭବିଷ୍ୟତ ପାଇଁ ଧନ ସଞ୍ଚୟ କରିବାରେ ସଫଳ ହେବେ । ଆପଣଏନକେ ପରିବାରରେ ଖୁସିର ପରିବେଶ ରହିବ । କୌଣସି ଉତ୍ସବ ଘରେ ପାଳନ କରିବାର ସମ୍ଭାବନା ଅଛି । ଆପଣ ଯଦି ଚାକିରି କରୁଛନ୍ତି ତେବେ ଚାକିରିରେ ପଦୋନ୍ନତି ମିଳିବ ।

ମିଥୁନ ରାଶି

ଏହି ରାଶିର ବ୍ୟକ୍ତି ସବୁ କାର୍ଯ୍ୟରେ ସଫଳତା ପାଇବେ । ଛାତ୍ର ମାନେ କୌଣସି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିଦେଶରେ ପଢିବାକୁ ସୁଯୋଗ ପାଇବେ । ଆପଣ କୌଣସି ବ୍ୟବସାୟ କରିବା ପାଇଁ କୌଣସି ମିତ୍ରଙ୍କ ସାହାଜ୍ୟ ମିଳିବ । ଆପଣଙ୍କୁ କୌଣସି ଶୁତ୍ରରୁ ଅଚାନକ ଭାବେ ଧନ ମିଳିବ । ଯାହାଫଳରେ ଆପଣଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି  ହେବ । ଆପଣଙ୍କର ଥିବା କୌଣସି ପୁରୁଣା କୋଟକଚେରି ମାମଲାରେ ବିଜୟୀ ମିଳିବ । ଘର ପରିବାରେ ଖୁସିର ପରିବେଶ ରହିବ ।

ମକର ରାଶି

ଏହି ରାଶିର ବ୍ୟକ୍ତିମାନଙ୍କର ଆର୍ଥିକଳ କ୍ଷେତ୍ରରେ ସୁଧାର ଆସିବ । ସମାଜରେ ମାନ ପ୍ରତିଷ୍ଠା ମିଳିବ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଥିବା ସବୁ ସମସ୍ୟା ଦୂର ହୋଇଯିବ । ବେରୋଜଗାର ଥିବା ବ୍ୟକ୍ତିଙ୍କୁ କୌଣସି ଭଲ ଜାଗାରେ ଚାକିରି କରିବା ପାଇଁ ସୁଯୋଗ ମିଳିବ । ଯାହାଫଳରେ ଆପଣଙ୍କ  ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଜୀବନ ସାଥି ସହ ଭଲରେ ସମୟ ବିତିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।