ଇମରାନଙ୍କୁ ଏମିତି କଣ କହିଦଲେ ହିନା ରବ୍ବାନୀ ? ହିନା ସଂସଦରେ ଇମରାନ ଖାନଙ୍କୁ ଥଟ୍ଟା କରି କହିଦେଲେ ଏହି ବଡ କଥା

ଭାରତର ଚାରିଆଡୁ ଆକ୍ରମଣ ଦ୍ଵାରା ପାକିସ୍ଥାନର ପିଏମ ଇମରାନ ଖାନଙ୍କ ମୁହଁ ବନ୍ଦ । ଇମରାନ ଖାନଙ୍କ ବିଷୟରେ ଆଲୋଚନା ନା କେବଳ ବିଶ୍ଵ କରୁଛି ବରଂ ତା ନିଜ ଦେଶବାସୀ ବି ତାକୁ ବହୁତ ଖରାପ କରି କହୁଛନ୍ତି । ଯେଉଁ କାରଣରୁ ପୂର୍ବ ବିଦେଶ ମନ୍ତ୍ରୀ ହିନା ରବ୍ବାନୀ ଖାର ତାଙ୍କୁ ଜମେଇ କି ଶୁଣେଇଛନ୍ତି । ପାକିସ୍ଥାନର ସଂସଦରେ ହିନା ରବ୍ବାନୀ ଖାର ପିଏମ ଇମରାନ ଖାନଙ୍କ କମନ ସେନ୍ସ ଉପରେ ବି ପ୍ରଶ୍ନ ଚିହ୍ନ ଲଗାଇଛନ୍ତି । ତେବେ ଚାଲନ୍ତୁ ଜାଣିବା ବିସ୍ତାର ରୂପେ ।

ପାକିସ୍ଥାନ ସଂସଦରେ ଚାଲୁଥିବା ଯୁକ୍ତିରେ ପୂର୍ବ ବିଦେଶ ମନ୍ତ୍ରୀ ହିନା ରବ୍ବାନୀ ଖାର ଇମରାନ ଖାନଙ୍କର ଯମେଇ କି କ୍ଳାସ ନେଇଛନ୍ତି । ଯାହା ପରେ ଇମରାନ ଖାନଙ୍କ ମୁହଁ ବନ୍ଦ । ହିନା ରବ୍ବାନୀ ଖାର ଇମରାନଙ୍କ ସାମାନ୍ଯ ଜ୍ଞାନକୁ ଥଟ୍ଟା କରିଛନ୍ତି । ଇମରାନ ଖାନଙ୍କର ନା ଘରେ ଇଜ୍ଜତ ଅଛି, ବାହାର କଥା ତ ଶବ୍ଦରେ କୁହାଯାଇ ପାରିବ ନାହିଁ ।

ଅନାଡି ଅଟେ ଆମ ପିଏମ- ପୂର୍ବ ବିଦେଶ ମନ୍ତ୍ରୀ

ପାକିସ୍ଥାନ ସଂସଦରେ ହିନା ରବ୍ବାନୀ ଖାର କହିଲେ କି ଆମ ପିଏମ ଙ୍କ ପାଖରେ ନା ଭୂଗୋଳର ଜ୍ଞାନ ଅଛି ନା ଇତିହାସ ବିଷୟରେ କିଛି ଜଣା ଅଛି । ସେ ଆଗକୁ କହିଲେ କି ଆମ ପିଏମ ଇମରାନ ଖାନ ତ ଅନାଡି ଅଟେ, ଯାହାକୁ କୌଣସି ଜିନିଷର ଜ୍ଞାନ ନାହିଁ । ଏବେ ସଂସଦରେ ସମସ୍ତଙ୍କ ସାମ୍ନାରେ ଏତେ ବଡ ବେଜ୍ଜତି ତ ଆମେରିକା ବି କରି ନଥିଲା, ଯେମିତି ତାଙ୍କ ଲୋକ କରିଲେ ।

ହିନା ରବ୍ବାନୀ ନେଲେ ଇମରାନ ଖାନଙ୍କ କ୍ଲାସ

ସଂସଦରେ ହିନା ରବ୍ବାନୀ ଖାର କହିଲେ କି ଆମ ପିଏମ କହୁଛି କି ଜାପାନ ଓ ଜର୍ମାନୀ ଆମ ପଡୋଶୀ ଅଟନ୍ତି ଯେତେବେଳେ ଭୂଗୋଳ କହୁଛି କି ଜାପାନ ଇଷ୍ଟ ଏସିଆରେ ଓ ଜର୍ମାନୀ ୟୁରୋପରେ । ଏହା ବ୍ଯତୀତ ଆମ ପିଏମ ଏହା ମଧ୍ୟ କହୁଛି କି ଦ୍ଵିତୀୟ ବିଶ୍ଵଯୁଦ୍ଧରେ ସେହି ଦୁଇ ଦେଶ ଶତୃ ଥିଲେ, କିନ୍ତୁ ଇତିହାସ ଅନୁସାରେ ସେହି ଦୁଇ ଜଣ ମିତ୍ର ଥିଲେ । ହିନା ରବ୍ବାନୀଙ୍କର ଏହି ଭାଷଣ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ।

ଦେଶକୁ ଲଜ୍ଜିତ କରୁଛନ୍ତି ଇମରାନ ଖାନ

ହିନା ରବ୍ବାନୀ ଆଗକୁ କହିଲେ କି ଇମରାନ ଖାନ ଆମକୁ ପୁରା ବିଶ୍ବରେ ଲଜ୍ଜିତ କରୁଛନ୍ତି । ପୁରା ଦୁନିଆ ଆଜି ଆମ ଉପରେ ହସୁଛି । ଏମିତିରେ ଏବେ ତାଙ୍କୁ ଏକ ଟ୍ରେନିଂର ଆବଶ୍ୟକତା ଅଛି, ଯେଉଁଥିରେ ତାଙ୍କୁ ଇତିହାସ, ଭୂଗୋଳ ଓ ବର୍ତ୍ତମାନ ଜିନିଷର ଟ୍ରେନିଂ ଦିଆଯିବ, ଯାହା ଦ୍ଵାରା ପାକିସ୍ଥାନକୁ ଆଉ ଲଜ୍ଜିତ ହେବାକୁ ପଡିବନି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।