ହେମା ମାଳିନୀଙ୍କୁ ପଟାଇବା ପାଇଁ ଫିଲ୍ମ ଶୋଲେର ସେଟ ଉପରେ ଏମିତି କାମ କରୁଥିଲେ ଧର୍ମେନ୍ଦ୍ର, ଯେମତି କି ସେ ହେମାଙ୍କର…

ଫିଲ୍ମରେ ଦେଖାଯାଉଥିବା ଅଭିନେତ୍ରୀ ଓ ଅଭିନେତାଙ୍କ ପ୍ରେମ, ତାଙ୍କର ପରସ୍ପରକୁ ଇମ୍ପ୍ରେସ କରିବା, ପ୍ରପୋଜ କରିବା ସବୁ ଫିଲ୍ମି ଷ୍ଟାଇଲ ହୋଇଥାଏ । କିନ୍ତୁ ସମସ୍ତ ଝିଅମାନେ ଚାହାଁନ୍ତି କି କୌଣସି ବି ପୁଅ ତାଙ୍କ ପାଇଁ ଏମିତି ହିଁ କିଛି କରନ୍ତୁ । ଏହା ମଧ୍ୟରେ ଆଜି ଆମେ ଆପଣଙ୍କୁ ବଲୀଉଡର ଏକ ଏମିତି ଦମ୍ପତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଜଣେ ଅଭିନେତା ଅଭିନେତ୍ରୀଙ୍କୁ ଇମ୍ପ୍ରେସ କରିବା ପାଇଁ ଫିଲ୍ମର ସାହାରା ନେଲେ  ଓ ତାଙ୍କର ହୃଦୟ ବି ଜିତିଲେ ।

ଆମେ କଥା ହେଉଛୁ ବଲୀଉଡର ଡ୍ରୀମ ଗର୍ଲ ହେମା ମାଳିନୀ ଓ ଧର୍ମେନ୍ଦ୍ରଙ୍କ ବିଷୟରେ । କହିଦେଉଛୁ କି ସେମାନଙ୍କର ପ୍ରେମ କାହାଣୀ ବଲୀଉଡର ସବୁଠୁ ଫେମସ ଓ କ୍ୟୁଟ ପ୍ରେମ କାହାଣୀ ମଧ୍ୟରୁ ଗୋଟିଏ ଅଟେ । ହେମା ମାଳିନୀଙ୍କର ସୁନ୍ଦରତାର କଥା ହେଲେ ତେବେ ତାଙ୍କୁ କେହି ବି ନିଜର ହୃଦୟ ଦେଇ ବସିବେ । ଏମିତିରେ ଧର୍ମେନ୍ଦ୍ର ବି ତାଙ୍କୁ ନିଜର ହୃଦୟ ଦେଇ ବସିଲେ । ହେମା ମାଳିନୀଙ୍କର ସୁନ୍ଦରତା ଉପରେ ଧର୍ମେନ୍ଦ୍ର ପୂରାପୂରି ପାଗଳ ହୋଇ ଯାଇଥିଲେ । କହିଦେଉଛୁ କି ଦୁଇ ଜଣଙ୍କର ପ୍ରେମ କାହାଣୀ କୌଣସି ଫିଲ୍ମି ଷ୍ଟୋରି ଠାରୁ କମ ନୁହେଁ ।

କହିଦେଛୁ କି ଧର୍ମେନ୍ଦ୍ର ହେମା ମାଳିନୀଙ୍କୁ ପଟାଇବା ପାଇଁ କୌଣସି ବି ଚାନ୍ସ ଛାଡୁ ନ ଥିଲେ ଓ ସବୁବେଳେ ସେ ହେମା ମାଳିନୀଙ୍କୁ ଇମ୍ପ୍ରେସ କରିବାରେ ଲାଗିଥାନ୍ତି । ଆଜି ଆମେ ଆପଣଙ୍କୁ ଧର୍ମେନ୍ଦ୍ରଙ୍କ ଦ୍ଵାରା ହେମା ମାଳିନୀଙ୍କୁ ପଟାଇବା ସମୟର କାହାଣୀ କହିବୁ ।

ଫିଲ୍ମ ଶୋଲେ ରେ ହେମାମାଳିନୀ ଓ ଧର୍ମେନ୍ଦ୍ର ଏକ ସହିତ ନଜର ଆସିଥିଲେ । ଏହି ଫିଲ୍ମରେ ଧର୍ମେନ୍ଦ୍ର ହେମା ମାଳିନୀଙ୍କୁ ପଟାଇବା ଆରମ୍ଭ କରିଦେଇଥିଲେ । ହେମାଙ୍କୁ ପଟାଇବା ପାଇଁ ଧର୍ମେନ୍ଦ୍ର ଲାଇଟମ୍ୟାନଙ୍କ ସହ ନିଜର ଏକ ଅଲଗା ପ୍ଲାନିଗ କରିଥିଲେ ।

ରିପୋର୍ଟ ଅନୁସାରେ ଶୋଲେର ଶୁଟିଙ୍ଗର ଏକ ଶଟ କରାଯାଉଥିଲା, ଯେଉଁଥିରେ ଗୋଟିଏ ସିନରେ ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କର ରୋମାଣ୍ଟିକ ସିନ ଥିଲା ଓ ଧର୍ମେନ୍ଦ୍ର ଏହି ଶଟକୁ ବାରମ୍ବାର କରାଉଥିଲେ । ଏହା ଜରିଆରେ ସେ ହେମା ମାଳିନୀଙ୍କ ପାଖାପାଖି ଆସିବାକୁ ଚାହୁଁଥିଲେ ।

ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ରଙ୍କର ଲାଇଟମ୍ୟାନ ସହ ଏକ ଡିଲଥିଲା କି ଯେତେବେଳ ସେ ନିଜର କାନକୁ ଟାଣିବେ ତେବେ ଏହାର ଅର୍ଥ ଲାଇଟମ୍ୟାନକୁ ଭୁଲ କହିବାର ଅଛି । ଯାହା ଦ୍ଵାରା ସେହି ସିନକୁ ପୁଣି ଥରେ ସୁଟ କରା ଯାଇପାରିବ ଓ ସେ ଯଦି ନିଜର ନାକକୁ ସ୍ପର୍ଶ କରୁଛନ୍ତି ତେବେ ଏହାର ଅର୍ଥ ଏହା ଅଟେ କି ସେହି ଶଟକୁ ଓକେ କରି ଦିଆଯାଉ । କହିଦେଉଛୁ କି ଏହି ସିନରେ ଧର୍ମେନ୍ଦ୍ର ବହୁତ ରିଟେକ କରାଇଥିଲେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।