ମାଡି ଆସୁଛି ପୁଣି ଏକ ଲଘୁଚାପ, ୨୩ ରୁ ଆରମ୍ଭ ଏହି 10ଟି ଜିଲ୍ଲାକୁ କଡ଼ା ସତର୍କ

ପୁଣି ୨୩ ତାରିଖ ରୁ ଆସୁଚି ଆଊ ଏକ ଲଘୁଚାପ ସୃଷ୍ଟି ହେବାପାଇଁ ଯାଉଛି ଉତ୍ତର ପଶ୍ଚିମ ବଙ୍ଗୋପସଗରରେ ଯାହାର ପ୍ରଭାବ ରେ ୨୩ ତାରିଖ ରୁ ଓଡ଼ିଶା ର ମାକ୍ଷୀମମ ଜିଲ୍ଲା ରେ ପ୍ରବଳ ରୁ ପ୍ରବଳ ମାତ୍ରା ରେ ବର୍ଷା ହେବ । ତା ଛଡା ଗତ କଲି ଯେଉଁ ଉତ୍ତର ବଙ୍ଗୋସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜି ଲଘୁଚାପ ର ପ୍ରଭାବ ଦେପ୍ରେସନ୍ ମଧ୍ୟ ହୋଇପାରେ ।

ଯେଉଁ କାରଣରୁ ୧୦ ଟି ଜିଲ୍ଲା କୁ ରେଡ୍ ଆଲେର୍ଟ୍ କରାଯାଇଛି, ଏବଂ ୯ ଟି ଜିଲ୍ଲା କୁ ଓରଞ୍ଜ ୱର୍ନିଂ ଦିଆଯାଇଛି । ଯେଉଁ ଜିଲ୍ଲା କୁ ରେଡ୍ ୱାର୍ଣି ଦିଆଯାଇଛି ସେଠି ପ୍ରବଳ ମାତ୍ରା ରେ ବର୍ଷା ହେବ । ଆଜି ଖବର ମିଳିଛି କି ପୁଣି ଏକ ଲଘୁଚାପ ଆସୁଚି ଯାହାର ପ୍ରଭାବ ରେ ଓଡ଼ିଶାର କେଉଁ କେଉଁ ରାଜ୍ୟ କୁ ୱାର୍ଣିଁ ଦିଆଯାଇଛି ଚାଲନ୍ତୁ ଜାଣିବା

ଭାରତୀୟ ପାଣିପାଗ ବିଶେଷଜ୍ଞମାନଙ୍କ ତରଫ ରୁ ଖବର ମିଳିଛି କି ୨୩ ତାରିଖ ରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଏହାର ପ୍ରଭାବରେ ଆମ ଓଡ଼ିଶାର ୨୨ ରୁ ୨୩ ତାରିଖ ପାଖରୁ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ଲାଗି ରହିବ । ଅଧିକାଂଶ ଜିଲ୍ଲା ରେ ପ୍ରବଳ ମାତ୍ରା ରେ ବର୍ଷା ଦେଖିବାକୁ ମିଳିବ ।

୨୩ ତାରିଖ ରେ ଯଦି ଲଘୁଚାପ ସୃଷ୍ଟି ହୁଏ ତେବେ କିଛି ଜିଲ୍ଲା ମାନଙ୍କରେ ବନ୍ୟା ପରିସ୍ଥିତି ସଙ୍ଗିମ୍ ହେବାର ଜଣା ପଡିଛି । ଖବର ଅନୁସାରେ ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ ସମ୍ବଲପୁର ଜିଲ୍ଲା ମାନଙ୍କରେ ଅତି ରୁ ଅତି ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି । ଗତ କାଲି ସୃଷ୍ଟି ହୋଇଥିଲା ଲଘୁଚାପ ଆଜି ଅପପାତ ରୂପ ମଧ୍ୟ ନେଇ ପାରେ ଯେଉଁଠି ପାଇଁ ୧୦ ଟି ଜିଲ୍ଲା କୁ ରେଡ୍ ୱାର୍ଣିନଂ କରା ଯାଇଛି ।

ଯେଉଁଥି ପାଣିପାଗ ବିଭାଗ ଦ୍ଵାରା ନିହାତି ସତର୍କ ରହିବାକୁ କୁହାଯାଇଛି । ଘର ବାହାରକୁ ନିହାତି ଆବଶ୍ୟକ ନ ହେଲେ ବହାରନ୍ତୁ ନାହିଁ ଏବଂ ସଚେତନ ରୁହନ୍ତୁ । ୯ ଟି ଜିଲ୍ଲା କୁ ଆରେଞ୍ ୱର୍ଣିଁ ମଧ୍ୟ ଜାରି କରାଯାଇଛି । ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ବଲାଙ୍ଗୀର ଏବଂ ଦେବଗଡ ଏ ସବୁ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ଲାଗି ରହିବ ।

ରେଡ୍ ୱର୍ଣିନଂ ଦିଆ ଯାଇଥିବା ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ଅନୁଗୁଳ, ବାଲେଶ୍ଵର, ଢେ଼ଙ୍କାନାଳ ଏବଂ ବୌଦ୍ଧ ଏହି ସବୁ ଜିଲ୍ଲା କୁ ଆସନ୍ତା ୨୪ ଘଣ୍ଟା ପାଇଁ ରେଡ୍ ଆଲେର୍ତ୍ କରାଯାଇଛି । କିଛି ଜିଲ୍ଲା ମାନଙ୍କରେ ଜଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ସେଥିପାଇଁ ସତର୍କ ରୁହନ୍ତୁ ସଚେତନ ରୁହନ୍ତୁ । ମସ୍ୟ ଯିବି ମାନଙ୍କୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର କୁ ଯିବ ପାଇଁ ମନା କରା ଯାଇଛି । ଉପକୂଳ ଜିିଲ୍ଲା ମାନଙ୍କରେ ପବନ ର ବେଗ ଅଧିକ ରହିବ ଏବଂ ଜୋରେ ବର୍ଷା ହେବ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।