ହାର୍ଟ ଆଟାକ ହେବାର 1 ମାସ ପୂର୍ବରୁ ହିଁ ଶରୀର ଦେବାକୁ ଲାଗିଥାଏ ଏହି 6ଟି ସଂକେତ, ଜାଣି ନିଅନ୍ତୁ, କେବେ ନା କେବେ କାମରେ ଆସିବ

ହାର୍ଟ ଆଟାକ ଆମେ ବର୍ତ୍ତମାନ ଶୁଣୁଛୁ । ଏହା ଦ୍ଵାରା କାହାର ଏବଂ କେବେ ମରଣ ହୋଇଯିବ କହିହେବ ନାହିଁ । ଦୁନିଆରେ ପାଖାପାଖି ଏକ ଚଥୁର୍ଥାଂଶ ରୁ ବି ବେଶି ଲୋକମାନଙ୍କର ମୃତ୍ୟୁ ହାର୍ଟ ଆଟାକ ଦ୍ଵାରା ହୋଇଥାଏ । ଅଧାରୁ ବେଶି ଲୋକମାନଙ୍କୁ ଜଣା ହିଁ ପଡେ ନାହିଁ କି ତାଙ୍କୁ ହୃଦୟର ରୋଗ ଅଛି । ଆପଣଙ୍କୁ କହି ଦେଉଛୁ ଯେ ହୃଦୟ ଯରିଆରେ ଶରୀର ର ଅନ୍ୟ ଅଂଶରେ ରକ୍ତ ଏବଂ ଅମ୍ଳଜାନ ପହଞ୍ଚି ଥାଏ ।

କିନ୍ତୁ ଯଦି ହୃଦୟ ଠିକସେ କାମ କର ନାହିଁ ତେବେ ଅମ୍ଳଜାନ ଏବଂ ରକ୍ତ ଶରୀରର ସବୁ ଅଂଶରେ ପହଞ୍ଚେ ନାହିଁ, ଏହା ହେବା ପରେ ରକ୍ତ ର ପ୍ରବାହ କମି ଯାଏ ଏବଂ ହାର୍ଟ ଆଟାକର ସମ୍ଭାବନା ବଢିଥାଏ । ଏହା ଏସିଆ ର ଲୋକମାଙ୍କଠାରେ ବେଶି ଦେଖା ଯାଇଛି, ଏହା କାହିଁକି ହୁଏ ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ । ହାର୍ଟ ଆଟାକ ଏମିତି ତ ବହୁତ କାରଣରୁ ହୋଇ ଥାଏ । କିନ୍ତୁ ୫ଟି ମୁଖ୍ୟ କାରଣ ଅଛି ଯାହା କାରଣରୁ ହାର୍ଟ ଆଟାକ ନିଶ୍ଚିତ ହୋଇ ଥାଏ ।

Image courtesy: Google

ହାର୍ଟ ଆଟାକ ର ୫ଟି ମୁଖ୍ୟ କାରଣ

ଜେନେଟିକ

ଫ୍ରୂଟ୍ସ ଏବଂ ପନିପରିବା କମ ଖାଇବା

ଏକ୍ସରସାଇଜ ନ କରିବା

ହାଈ ବୀପୀ ଏବଂ ଡାୟିବେଟିସ

ସ୍ମୋକିଂଗ

ହାର୍ଟ ଆଟାକ ଅଚାନକ ଆସେ ନାହିଁ, ଏହା ଆସିବା ପୂର୍ବରୁ ଶରୀରରେ କିଛି ସଂକେତ ଦେଖାଇ ଥାଏ , ଶରୀର ଗୋଟେ ମାସ ପୂର୍ବରୁ ଆପଣଙ୍କୁ ସଂକେତ ଦେଇ ଥାଏ ।

ଥକିବା

Image courtesy: Google

ଯଦି ଆପଣଙ୍କୁ ଛୋଟୋ ମୋଟୋ କାମ କରି ଅସାମାନ୍ୟ ବାଧା ଆସୁଛି ତେବେ ଏହି ଲକ୍ଷଣ ହାର୍ଟ ଆଟାକ ଅଟେ । ଯେମିତି କି ବିଛଣା ଠିକ କରିବା, ସ୍ନାନ କରିବା ଇତ୍ୟାଦି ।

ପେଟ ରେ ବ୍ୟଥା

Image courtesy: Google

ଯଦି ଆପଣଙ୍କୁ ପ୍ରାୟତଃ ପେଟରେ ବ୍ୟଥା, ଫୁଲିଯିବା, ପେଟ ଖରାପ ଆଦି ର ସମସ୍ଯା ରହୁଛି ତେବେ ଏହା ବି ହାର୍ଟ ଆଟାକ ର ଲକ୍ଷଣ ହୋଇଥାଏ ।

ନିଶ୍ଵାସ ର କମ ହେବା

Image courtesy: Google

ଯଦି ଆପଣଙ୍କୁ ପ୍ରାୟତଃ ଲାଗେ କି ଆପଣ ଠିକେସେ ନିଶ୍ଵାସ ନେଇ ପାରୁ ନାହାନ୍ତି ତେବେ ଏହା ବି ଏକ କାରଣ ଅଟେ ।

ଅନିଦ୍ରା

Image courtesy: Google

ଅନିଦ୍ରା ବି ହୃଦୟ ପାଇଁ ଖରାପ ଅଟେ ।

ଚୁଟି ଝଡିବା

Image courtesy: Google

ଚୁଟି ଝଡିବା ହୃଦୟ ଜନିତ ରୋଗର କାରଣ ହୋଇଥାଏ ।

ଛାତିରେ ବ୍ୟଥା

Image courtesy: Google

ଛାତିରେ ବ୍ୟଥା କେବଳ ହାର୍ଟ ଆଟାକ ସମୟରେ ଆସିଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।