Health tips: ଡାଇବେଟିସ 350 ହେଉ ବା 450, 30 ବର୍ଷ ପୁରୁଣା ହେଉ ବା 35 ବର୍ଷ, ଏହି ଉପାୟ କରନ୍ତୁ କେବଳ 10 ଦିନରେ ଗାୟବ ହୋଇଯିବ

ଡାଇବେଟିସ ବା ମଧୁମେହ ଏପରି ଏକ ଭୟଙ୍କର ରୋଗ ଯାହା ଧୀରେ ଧୀରେ ଅନ୍ୟ ରୋଗଗୁଡିକୁକୁ ମଧ୍ୟ ଆମନ୍ତ୍ରଣ କରିଥାଏ । ଆମ ଦେଶରେ ପ୍ରାୟ ୧୦ ପ୍ରତିଶତ ଲୋକ ଏହି ରୋଗରେ ପୀଡିତ । ଏକ ରିପୋର୍ଟ ଅନୁଯାୟୀ ୨୦୩୫ ବେଳକୁ ଭାରତର ୫୦ ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଯିବେ । ଡାଇବେଟିସ ପାଇଁ ଆମେ ସେବନ କରୁଥିବା ଏଲୋପାଥି ଔଷଧ ମଧ୍ୟ ଆମ ଶରୀର ପାଇଁ  ଖୁବ ହାନିକାରକ ଅଟେ । ଆଜି ଆମେ ଆପଣଙ୍କୁ ଆୟୁର୍ବେଦିକ ଉପାୟରେ ପ୍ରସ୍ତୁତ ଏପରି ଏକ ଉପଚାର ବିଷୟରେ କହିବୁ ଯାହାଦ୍ୱାରା ଖୁବ ଅଳ୍ପ ଦିନରେ ଆପଣ ଏହି ରୋଗରୁ ମୁକ୍ତ ହୋଇଯିବେ ।

ଡାଇବେଟିସ ହେବା ଦ୍ଵାରା ଆମ ଶରୀରର ପାନକ୍ରିୟା ବା ଅଗ୍ନାଶୟରେ ଇନସୁଲିନ ପହଞ୍ଚିବା ବନ୍ଦ ହୋଇଯାଏ । ଯାହାଫଳରେ ଆମ ରକ୍ତରେ ଗ୍ଲୁକୋଜ ବା ଶର୍କରା ସ୍ତର ବୃଦ୍ଧି ପାଇଥାଏ । ଆଉ ଏହି ଶର୍କରା ଆମ ରୋଗ ପ୍ରତିରୋଧକ ଶକ୍ତି, ଆଖି, କିଡନୀଆଦି ପାଇଁ ଖୁବ କ୍ଷତିକାରକ ହୋଇଥାଏ । ଏହାକୁ ନିୟନ୍ତ୍ରଣରେ ରରଖିବା ଆମେ ଔଷଧ ବା ଇନସୁଲିନ ଇଂଜେକସନ ତ ନେଇଯାଉ, କିନ୍ତୁ ସେଗୁଡିକର ଅନ୍ୟ ଘାତକ ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ରହିଛି ।

ଯାହାଦ୍ୱାରା ପୁରୁଷଙ୍କ ଯୌନ କ୍ଷମତା କମିଯାଏ, ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଏ, ଶରୀରର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇଯାଏ, ହାଡ ଦୁର୍ବଳ ହେବା ସହ କମ ବୟସରୁ ହାଡରେ ବ୍ୟଥା ହେବା ଆରମ୍ଭ ହୋଇଯାଏ, ଶୀଘ୍ର ଥକିଯାଉ ଓ ତୀବ୍ର ଭାବେ ଓଜନ ମଧ୍ୟ ହ୍ରାସ ପାଏ । ଆୟୁର୍ବେଦରେ ଅନେକ ଏପରି ଔଷଧୀ ଅଛି ଯାହା ଆପଣଙ୍କ ଡାଇବେଟିସକୁ ଭଲ କରିବା ସହ ଆପଣଙ୍କଶରୀରକୁ ପ୍ରଚୁର ଶକ୍ତି ଯୋଗାଇବ, ପାଚନତନ୍ତ୍ର ରୁ ନେଇ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିବ ।

ଉଭୟ ପୁରୁଷ ଓ ମହିଳାନ ପାଇଁ ଏହି ଉପଚାର ଖୁବ ଲାଭଦାୟକ ଅଟେ । ଆପଣ ଏହି ଔଷଧୀକୁ ଘରେ ବନାଇ ପାରିବେ, ନଚେତ କିଣିକି ମଧ୍ୟ ଆଣି ପାରିବେ । ଏହି ଔଷଧୀକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୧୭ ପ୍ରକାରର ସାମଗ୍ରୀ ଆବଶ୍ୟକ ହେବ । ସେଗୁଡିକ ହେଉଛି- ମନ୍ଦାର, ବେଲ ଓ କଳା ମେଥି ୫ ଗ୍ରାମ ଲେଖାଏଁ, ଗୁଡୁମାରି ୧୫ ଗ୍ରାମ, କାଷ୍ଠ ହଳଦୀ ୮ ଗ୍ରାମ, ନିମପତ୍ର ୭ ଗ୍ରାମ, ଚିରେଇତା ଓ ଜାମୁକୋଳି ମଞ୍ଜି ୧୦ ଗ୍ରାମ, ଶୁଖିଲା ଧନିଆ ୫ଗ୍ରାମ, ଅଁଳା ୨ ଦୂ ଗ୍ରାମ, ମେଥି ୯ ଗ୍ରାମ, ଡାଲଚିନି ୨ ଗ୍ରାମ, ତେଜପତ୍ର ଦୁଇ ଗ୍ରାମ, ଭୁଇଁ ଅଁଳା ୫ ଗ୍ରାମ, ଶିଳାଜିତ ୫ ଗ୍ରାମ, କଲରା ମଞ୍ଜି ୩ ଗ୍ରାମ ଓ ହଳଦୀ ୨ଗ୍ରାମ ।

ଏହି ସବୁ ସାମଗ୍ରୀକୁ ଗୁଣ୍ଡା ବନେଇ ଆପଣ ଏକାଠି ମିଶାଇ ଦେବେ, ଆଉ ଆପଣଙ୍କ ଔଷଧ ପ୍ରସ୍ତୁତ ହୋଇଯିବ । ନଚେତ ଆପଣ ନେଚର ଅଫ ର ଡାଇବେଟିସ କିୟୋର ପ୍ରୋ ନାମକ ଔଷଧ ମଧ୍ୟ ଏହା ବଦଳରେ ଆପଣ କିଣି ପାରିବେ । ଏହି ଔଷଧ ଭାରତ ସରକାରଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଅଟେ ଅଟେ ଓ ସଂପୂର୍ଣ୍ଣ ଆୟୁର୍ବେଦିକ ଅଟେ । ଏହି ଔଷଧକୁ ଆପଣ ସକାଳ ଏବଂ ସନ୍ଧ୍ୟାରେ ଗୋଟିଏ ଚାମୁଚ ଲେଖେ ସେବନ କରିପାରିବେ । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।