Health Tips- ବାସୀ ମୁହଁରେ କେବଳ ଖାଇ ନିଅନ୍ତୁ 2 ଚାମଚ, ମୂଳରୁ ଭଲ ହେଇଯିବ ଏହି 4 ବଡ ରୋଗ

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଜୀବନର ଅନେକ ସମୟରେ ଅନେକ ପ୍ରକାର ରୋଗ ଦେଖା ଯାଇଥାଏ । ଏହି ରୋଗ ରୁ ବଂଚିବା ପାଇଁ ଆମେ ମାନେ ବହୁତ ଡାକ୍ତର ପରାମର୍ଶ କରି ବଜାର ରୁ ଅନେକ ଔଷଧ ଖାଇଥାଉ । ଯାହା ଦ୍ୱାରା କୌଣସି ସୁଫଳ ମିଳି ନ ଥାଏ । କିନ୍ତୁ ଶାସ୍ତ୍ର ରେ ଏପରି କିଛି ଉପାୟ ଅଛି ଯାହାକୁ ଆମେ ପ୍ରତିଦିନ କରି ଖାଇବା ଦ୍ୱାରା ସମସ୍ତ ରୋଗ ଭଲ ହୋଇ ଯାଇଥାଏ । ଅନେକ ସମୟରେ ବହୁତ ପ୍ରକାର ର ରୋଗ ଦେଖା ଯାଇଥାଏ ।

ଏହା ଦ୍ବାରା ଆମକୁ ବହୁତ ପ୍ରକାର ଯନ୍ତ୍ରଣା ମଧ୍ୟ ସହିବାକୁ ପଡି ଥାଏ । କିନ୍ତୁ ଏହି ସବୁ ଯନ୍ତ୍ରଣା ବେସି ଦିନ ପର୍ଯ୍ୟନ୍ତ ସହିବା ବହୁତ କଷ୍ଟ ସାଧ୍ୟ ହୋଇ ଥାଏ । ଏହି ସବୁ କଷ୍ଟ ରୁ ମୁକ୍ତି ପାଇବା ପାଇଁ ଆମେ ଲୋକମାନେ ବଜାର ରୁ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି ।

ଔଷଧ ସେବନ କରିବା ଦ୍ୱାରା ଶରୀର ଆହୁରି ଦୁର୍ବଳ ମଧ୍ୟ ହୋଇପଡ଼ିଥାଏ । ଆପଣଙ୍କୁ ଜଣାଇ ଦେଉ ଅଛୁ କି ଅତ୍ୟଧିକ ଔଷଧ ସେବନ କରିବା ଦ୍ୱାରା ହାଡ଼ ସବୁ ଦୁର୍ବଳ ହୋଇ ପଡିଥାଏ । ଯାହା ଦ୍ୱାରା ବୃଦ୍ଧ ସମୟରେ ବହୁତ କଷ୍ଟ ସହିବାକୁ ପଡିଥାଏ । କିନ୍ତୁ ଏପରି କିଛି ପ୍ରାକୃତିକ ଔଷଧ ଅଛି ଯାହାକୁ ଖାଇବା ଦ୍ୱାରା ଆମେ ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଉ ଏବଂ ଆମ ଶରୀର ପୁରା ଫିଟ ରହିଥାଏ । ବୃଦ୍ଧ ସମୟରେ ଆଉ ଏକ ଅସୁବିଧା ଚର୍ମ ରେ ଦେଖା ଦେଇ ଥାଏ ।

ସେଥିପାଇଁ ମଧ୍ୟ ପ୍ରାକୃତିକ ଔଷଧ ରହିଛି ଯାହାକୁ ଆପଣ ନିଜ ଘରେ ପ୍ରସ୍ତୁତ କରି ସେବନ କରିପାରିବେ । ଏହି ପ୍ରାକୃତିକ ଔଷଧ ଡାଇବେଟିସ ଓ ଚକ୍ଷୁ ରୋଗ କ୍ଷେତ୍ର ରେ ମଧ୍ୟ କାର୍ଯ୍ୟ କରିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଔଷଧ ସମ୍ପର୍କରେ । ତାହାର ପ୍ରସ୍ତୁତ ପ୍ରଣାଳୀ ସେବନ ପକ୍ରିୟା ଆଦି ସମସ୍ତ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଏ । ବିଷୟରେ ଅଧିକ ଆଲୋଚନା କରିବା । ବନ୍ଧୁଗଣ ପ୍ରଥମେ ଏହି ପଦ୍ଧତି କୁ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ସାମଗ୍ରୀ ହେଉଛି ଆଲସୀ ମଞ୍ଜି ।

ଆଲସୀ ମଞ୍ଜି କୁ ତ ସମସ୍ତେ ଜାଣିଥିବେ ଏଥିରେ ମାଛ ରୁ ମିଳୁଥିବା ଓମେଗା ୩ ଥାଏ । ଏହାକୁ ଖାଇବା ଦ୍ୱାରା ଏହି ପରି କିଛି ଭିଟାମିନ ଆମ ଶରୀର ରେ ସୃଷ୍ଟି ହୋଇଥାଏ । ଏହା ହୃଦୟ ପାଇଁ ବହୁତ ଭଲ ହୋଇଥାଏ । ଏହି ଆଲସୀ ମଞ୍ଜି ରେ ବିଭିନ୍ନ ପ୍ରକାର ଭିଟାମିନ ଥାଏ । ତେବେ ବନ୍ଧୁଗଣ ପ୍ରଥମେ ଆଲସୀ ମଞ୍ଜି କୁ ନେଇ ଏହାକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ । ଏହା ପରେ ଅଳ୍ପ ପରିମାଣ ରେ ଦହି ନେଇ ସେଥିରେ ଦୁଇ ଚାମଚ ଆଲସୀ ମଞ୍ଜି ର ଗୁଣ୍ଡ କୁ ମିଶାଇ ଦିଅନ୍ତୁ ।

ଏହା ପରେ ଏହାକୁ ଭଲ ଭାବରେ ମିଶାଇ ଦେବା ପରେ ଏହାକୁ ସେବନ କରନ୍ତୁ । ବନ୍ଧୁଗଣ ଏହାକୁ କେବଳ ସକାଳେ ଖାଲି ପେଟ ରେ ଖାଇବା ଉଚିତ । ବନ୍ଧୁଗଣ ଧ୍ୟାନ ଦେବେ ଯେପରି ଆଲସୀ ଆଉ ଦହି ଅଧିକ ସମୟ ପର୍ଯ୍ୟନ୍ତ ମିଶିକି ନ ରୁହେ । ଏହାକୁ ଯେତେବଳେ ଆପଣ ମିଶଇବେ ସେତେବେଳେ ହିଁ ଖାଇବେ । ଏହାକୁ ଖାଲି ପେଟରେ ବା ବାସୀ ମୁହଁ ରେ ଖାଇବା ଉଚିତ । କାରଣ ଏହିପରି ସେବନ କରିଲେ ହିଁ ଏହା କାର୍ଯ୍ୟ କରି ଥାଏ । ଏହାକୁ ସେବନ କରିବା ଦ୍ୱାରା ଆପଣ ମାନେ ସମସ୍ତ ପ୍ରକାର ରୋଗ ରୁ ମୁକ୍ତି ପାଇବେ ।

ଯଦି ଆପଣ ବହୁତ ମୋଟା ଅଛନ୍ତି ତେବେ ଆପଣ ଏହାକୁ ନିଶ୍ଚୟ ଖାଇବା ଉଚିତ । କାରଣ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ପେଟ ରେ ଥିବା ଚର୍ବି ସମ୍ପୂର୍ଣ୍ଣ ଭାବରେ କମି ଯାଇଥାଏ । ଯଦି ଆପଣ ନିଜର ବାହୁ ବଳ ପାଇଁ ଚେଷ୍ଟା କରୁଛନ୍ତି ତେବେ ଏଥିରେ କିଛି ମହୁ ମିଶାଇ ସେବନ କରନ୍ତୁ ଓ ଏହାପରେ ଦେଖନ୍ତୁ ଆପଣଙ୍କର ଶରୀର କିପରି ଵୃଦ୍ଧି ଘଟୁଛି । ଆପଣ ଏହାକୁ ସେବନ କରିବା ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ରୋଗ ରୁ ମୁକ୍ତି ପାଇବେ ଏବଂ ସାରା ଜୀବନ ନିରୋଗ ରହିବେ ।

ତେବେ ବନ୍ଧୁଗଣ ଆପଣଙ୍କ ଘରେ କିମ୍ବା ଆଖପାଖ ରେ ଯାହାର ବି ଏହିପରି ସମସ୍ୟା ଅଛି ତାକୁ ଏହି ଉପାୟ ସମ୍ପର୍କରେ ଅବଗତ କରାନ୍ତୁ ଓ ଏହି ଭଳି ସମସ୍ୟା ରୁ ମୁକ୍ତ କରାନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।