3 ଦିନ ଲଗାତାର ଖାଲିପେଟରେ 2ଟି ପିଜୁଳି ପତ୍ର ଖାଇଦେଲେ ମୂଳରୁ ଭଲ ହେଇଯିବ ଏହି 7 ବଡ ରୋଗ, ଏତେ ଫାଇଦା ମିଳିବ କି ଭାବିବି ନଥିବେ

ଆମେ ଯେତେ ବାଟ ଆଗେଇଲେ ମଧ୍ୟ ଆମକୁ ରୋଗ କେବେ ହେଲେ ଛାଡି ଯାଇନଥାଏ, କିନ୍ତୁ ଆପଣ ଦେଖନ୍ତୁ ପୁରୁଣା ଲୋକଙ୍କୁ ସେମାନଙ୍କର ଏତେ ରୋଗ ହେଉ ନଥିଲା । ସେମାନେ ୧୦୦ ବର୍ଷ ଧରି ବଞ୍ଚୁଥିଲେ । କାରଣ ହେଉଛି ଆମ ଘରେ ଆଉ ସେହି ଗଛ ନାହିଁ ଯେଉଁ ଗଛ ଦ୍ଵାରା ଆମକୁ ବହୁତ ଫଳ ମିଳିବା ସହିତ ଆମକୁ ବହୁତ ଉପକାର ମଧ୍ୟ ମିଳୁଥିଲା । ଏବେ ଆମକୁ ବଡ ବଡ ଗାଡି ରଖିବାରେ ସଉକ ଅଛି, ବଡ ଘର ବନେଇ ବାକୁ ଜାଗା ଅଛି ହେଲେ ଶେଠୀ ଏକ ଛୋଟ ବୃକ୍ଷ ଲଗାଇବାକୁ ଜାଗା ନାହିଁ ।

କିନ୍ତୁ କହିବାକୁ ଗଲେ ଆମେ ଯଦି ପ୍ରତ୍ୟକ ଦିନ ସକାଳୁ ଉଠି ସୂର୍ଯ୍ୟଙ୍କ କିରଣରେ ଛୋଟ ଛୋଟ ଘାସ ଉପରେ ଚାଲିବା ତେବେ ଆମ ସ୍ୱାସ୍ଥ୍ୟ ପ୍ରତି ବହୁତ ଲାଭ ଦାୟକ ହୋଇଥାଏ ଓ ଆମେ ଯଦି ସବୁଜ ଗଛକୁ ପ୍ରତି ଦିନ କିଛି ଘଣ୍ଟା ପାଇଁ ଅନାଇଥାଉ ତେବେ ଆମର ଆଖିର ଦେଖିବା ଶକ୍ତି ବଢିଥାଏ ଏହା ଆମେ କହୁନୁ ଏହା ବିଜ୍ଞାନ ସହମତି ଅଟେ ।

ଆପଣ ଏହା ଜାଣି ରଖିବା ଦରକାର ଯେ ଏକ ଗଛ ଲଗାଇବା ଦ୍ଵାରା ନିଜର ବହୁତ ଧର୍ମ ହୋଇଥାଏ, ଏହାଛଡା ଆପଣଙ୍କୁ ଏହି ଗଛ କେତେ ଲାଭ ଦାୟକ ହୋଇଥାଏ । ଏହା ଆପଙ୍କୁ ବହୁତ ରୋଗରୁ ମଧ୍ୟ ବଞ୍ଚାଇଥାଏ, ଯଦି ଆପଣ ଘରେ ଏକ ପିଜୁଳିର ଗଛ ଲଗାଉଛନ୍ତି ଏହା ଆପଣଙ୍କୁ ବହୁତ ଲାଭ ହେବ । ଯଦି ଆପଣ ପ୍ରତ୍ୟକ ଦିନ ସକାଳୁ ଉଠି ଖାଲି ପେଟରେ ବ୍ରଶ ନକରି ଖାଉଛନ୍ତି ୩ଟି ପିଜୁଳି ପତ୍ର ସେବନ କରନ୍ତି, ତେବେ ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ଏଥିରେ ପ୍ରବଳ ଭିଟାମିନ ସି ଥାଏ । ଏବଂ ଏହା ପ୍ରତି ଦିନ ସେବନ କରିବା ଦ୍ଵାରା ସବୁଠୁ ବଡ ରୋଗରୁ ଆପଣ ଦୂରେଇ ରହିଥାନ୍ତି, ଏଥିରେ ଥିବା ଆଣ୍ଟିଅକ୍ସାଇଡ ହେତୁ ଏହା ଆମକୁ କ୍ୟାନ୍ସର ଭଳି ବଡ ରୋଗରୁ ବଞ୍ଚାଇଥାଏ । ଏଥିରେ ଥିବା ଅଣ୍ଟିବେକ୍ଟେରିଆଲ ଆମକୁ ବ୍ୟକ୍ଟେରିଆ ରୁ ମଧ୍ୟ ଦୂରେଇ ରଖିଥାଏ ।

ଯଦି ଆପଣଙ୍କୁ ଡେଙ୍ଗୁ ଭଳି ମାରାତ୍ମକ ରୋଗ ହେଉଛି ଆପଣଙ୍କୁ କୁଆଡେ ବି ଯିବା ଦରକାର ନାହିଁ, ଆପଣ ଯଦି ପିଜୁଳି ପତ୍ର ଖାଉଛନ୍ତି ନିଜ ଭିତରେ ଥିବା ପଲ୍ସ ଏତେ ଜୋରରେ ବଢିଥାଏ ନିଜେ ଭାବିନଥିବେ । ଏହାକୁ କାଡା ବନାଇବେ ଆପଣଙ୍କର କିଛି ଦିନ ଭିତରେ ଡେଙ୍ଗୁ ରୋଗ ଭଲ ହୋଇଯିବ । ଆପଣ ୧୦ରୁ ୧୫ ଟି ପିଜୁଳି ପତ୍ର ନିଅନ୍ତୁ ତାକୁ ଦୁଇ ଗ୍ଳାସ ପାଣିରେ ନେଇ ବାଟନ୍ତୁ ଏହାପରେ ତାକୁ ଗରମ କରନ୍ତୁ ଯେ ପର୍ଯ୍ୟନ୍ତ ସେହି ଜିନିଷ ଯେମିତି ଏକ ଗ୍ଳାସର ପାଣି ହୋଇନାହିଁ ।

ଏହାପରେ ଆପଣ ଯଦି ଚାହିଁବେ ତା ଭିତରେ ଟିକେ ମହୁ ପକାଇ ପାରିବେ । ଏହାର ଆଉ ଏକ ଔସାଧ୍ୟ ଗୁଣ ହେଉଛି ଯେ ଏହା ଆମକୁ ଡାଇବେଟିସ ରୋଗ ମଧ୍ୟ ଭଲ କରିଥାଏ । ପିଜୁଳି ପତ୍ର ହାଇ ବ୍ଲଡପ୍ରେସର ରୋଗୀଙ୍କ ପାଇଁ ବହୁତ ଲାଭ ଦାୟକ ହୋଇଥାଏ ଓ ଏହା ହୃଦୟ ପାଇଁ ମଧ୍ୟ ବହୁତ ଭଲ ଅଟେ । ଏହା ଆମ ଭିତରେ ଥିବା ଆଇଡିଆଲ କୋଲୋଷ୍ଟ୍ରଲ କୁ ମଧ୍ୟ କମାଇଥାଏ ଓ ଏଚଡ଼ିଏଲ କୋଲୋଷ୍ଟ୍ରଲ କୁ ବଢାଇଥାଏ ।

ଏହା ଆପଣଙ୍କର ଆଣ୍ଠୁ ଓ ଗଣ୍ଠି ରୋଗରୁ ମଧ୍ୟ ମୁକ୍ତି ଲାଭ କରିବେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।