ହାତ ଉପରେ ବନିଥିବା ଅର୍ଦ୍ଧଚନ୍ଦ୍ର, ଆପଣଙ୍କ ବିଷୟରେ କହିଥାଏ ଅନେକ ରାଜ, ଆପଣଙ୍କ ହାତରେ ଅଛି କି ଜଲ୍ଦି ଦେଖନ୍ତୁ

ହିନ୍ଦୁଶାସ୍ତ୍ର ଅନୁସାରେ ଆମେ କେବଳ ଭାଗ୍ୟ କିମ୍ବା ଭବିଷ୍ୟତ କାହାର ଜାତକ କିମ୍ବା କାହାର ରାଶି ଦେଖିକି ଜାଣି ଥାଉ । ଏଭଳି ଆହୁରି ଅନେକ କିଛି ଦେଖି ଆମେ ବ୍ୟକ୍ତି ବିଷୟରେ ଜାଣି ଯାଇଥାଉ କି ଆମେ କିଭଳି ସ୍ଵଭାବ ର ଅଟେ ।

ଯଦି ଆପଣ ଜାଣିବାକୁ ଚାହାଁନ୍ତି କି ଏହା କିଭଳି ସମ୍ଭବ ତାହେଲେ ଜାଣି ନିଅନ୍ତୁ କି ଆମେ ଆମ ହାତରେ ଥିବା ରେଖା କୁ ଦେଖିକି ଏହା ବିଷୟରେ କହି ପାରିବା । ଆପଣ ମାନେ ଜାଣିଥିବେ କି ଆମେ ଆମ ହାତରେ ଥିବା ରେଖା ଦେଖିଲେ କିଛି ଲୋକଙ୍କ  ହାତରେ ଏହା ଅଧା ଚାନ୍ଦ ଭଳି ଦେଖା ଯାଏ । ଏଭଳି ବ୍ୟକ୍ତିଙ୍କ ସ୍ଵଭାବ ବିଷୟରେ ଆମେ ଆଜି ହହିବାକୁ ଯାଉଛୁ । ଆପଣମାନେ ନିଜ ଘରେ ଥିବା ବଡ ଲୋକଙ୍କ ମୁହଁରୁ କେବେ ହସ୍ତ ବିଜ୍ଞାନ ବିଷୟରେ ଶୁଣିଛନ୍ତି କି ।

ହଁ ଏହା ହେଉଛି ହସ୍ତ ବିଜ୍ଞାନ ଏହା  କୁ  ଅଧା ଚାନ୍ଦ ସେତେବେଳେ କୁହାଜିବ ଯେତେବେଳେ ଆପଣ ଏହାକୁ ଦେଖିବେ ଭଲ କରି ଓ ଦେଖିଲେ ଜାଣିବେ ଏହା ବୁଦ୍ଧ ପର୍ବତ ର ତଳେ ଆରମ୍ଭ ହୋଇକି ଶନି ଓ ଶୁକ୍ର ପର୍ବତ ମଧ୍ୟରେ ସେସ ହୋଇ ଥାଏ । ଏହାକୁ କୁହାଯାଏ ଅଧା ଚାନ୍ଦ କିଛି ଲିକଙ୍କ ହାତରେ ପୁରା ଚାନ୍ଦ ମଧ୍ୟ ଦେଖା ଯାଏ । ଆପଣ ଜାଣିଥିବେ ଲୋକମାନ୍ୟତା ଅଛି କି ଯେଉଁ ମାନଙ୍କ ପାଖେ ଏଭଳି ଅଧା ଚାନ୍ଦ ଥାଏ ସେମାନଙ୍କୁ ଖୁବ ସୁନ୍ଦର ସ୍ଵାମୀ କିମ୍ବା ସ୍ତ୍ରୀ ମିଳିଥାଏ ।

ଆପଣ କଣ ଜାଣନ୍ତି କେବେଳ ଏତିକି ନୁହେଁ ଏହା ଆପଣଙ୍କ ସ୍ଵଭାବ ଓ ଭବିଷ୍ୟତ ବିଷୟରେ ମଧ୍ୟ କହି ଥାଏ । ଯେଉଁ ବ୍ୟକ୍ତି ମାନଙ୍କ ପାଖରେ ଏଭେଲି ଚାନ୍ଦ ଦେଖିବାକୁ ମିଳିଥାଏ ସେମାନଙ୍କୁ ବୁଦ୍ଧି ମାନ ବୋଲି କୁହା ଯାଏ ସେମାନଙ୍କ ସ୍ମରଣ ଶକ୍ତି ଖୁବ ଅଧିକ ହୋଇ ଥାଏ । ସେମାନେ ତାଙ୍କ ଜୀବନକୁ ଖୁବ ସନ୍ତୁଳିତ କରି ରଖିଥାନ୍ତି । ସେମାନେ ଖୁବ ସାନ୍ତ ସ୍ଵଭାବର ହୋଇ ଥାନ୍ତି । ଏହାର ମାନେ ଏହା ନୁହେଁ କି ଏମାନେ ରାଗନ୍ତି ନାହିଁ ଏମାନେ ଖୁବ ଜଲ୍ଦି ରାଗନ୍ତି ମାତ୍ର ଖୁବ ଶୀଘ୍ର ଏମାନେ ସାନ୍ତ ମଧ୍ୟ ହୋଇଯାନ୍ତି  ।

ଏମାନେ ଦେଖିବାକୁ ଖୁବ ଆକର୍ଷଣୀୟ ଅଟନ୍ତି ଏମାନେ କଥା କହି ଲୋକଙ୍କ ମନ କିଣି ପାରନ୍ତି । ଏହି ହାତ ରେଖାର ଲୋକମାନେ ଖୁବ ବନ୍ଧୁ ପ୍ରେମୀ ଅଟନ୍ତି । ଏମାନେ ନିଜ ବନ୍ଧୁଙ୍କ ପାଇଁ ନିଜ ଖୁସି ତ୍ୟାଗ କରି ପାରନ୍ତି । ଏମାନେ ନିଜ ଇଛାରେ କାମ କଲେ ଭି ନିଜ ପରିବାର ଓ ନିଜ ସମାଜର କଲ୍ୟାଣ ଦେଖିକି କାମ କରନ୍ତି । ଏହି ହସ୍ତ ରେଖା ଧାରି ଲୋକମାନେ ଖୁବ ଭଲ ପାନ୍ତି ନିଜ ପରିବାର ଲୋକଙ୍କୁ । ଏମାନେ ଯାହାକୁ ବି ବିବାହ କରନ୍ତି ତାଙ୍କ ସହ ଖୁବ ଭଲ ସମ୍ପର୍କ ସ୍ଥାପନା କରନ୍ତି ।

ନିଜ ପିଲା ମାନଙ୍କ ଉପରେ ଏମାନେ ବିଶ୍ଵାସ ରଖନ୍ତି । ଏହା ଛଡା ଯେଉଁ ମାନଙ୍କର ହସ୍ତ ରେଖା ସିଧା ଥାଏ ସେମାନେ ଖୁବ ସାନ୍ତ ଓ ଦୟାଳୁ ସ୍ଵଭାବ ର ହୋଇଥାନ୍ତି । ଯେଉଁ ବ୍ୟକ୍ତି ର ହସ୍ତ ରେଖା ଜମାରୁ ମିସେନୀ ଏକ ଉପରକୁ  ରହିବା ସମୟରେ ଏକ ତଳକୁ ରହିଥାଏ ସେଭଳି ମହିଳା କିମ୍ବା ପୁରୁଷଙ୍କୁ ନିଜ ଠାରୁ ଅଧିକ ବୟଶ ର ବ୍ୟକ୍ତି ମାନେ ଭଲ ଲାଗନ୍ତି । ଏଭଳି  ଅନେକ ହାତ ରେଖା ଅଛି ଯାହାର ଜେଭଳି ରେଖାଥିବ ସେମାନେ ସେଭଳି ବ୍ୟକ୍ତିତ୍ବ ହୋଇଥାନ୍ତି ଏହାର ଅର୍ଥ ଅଲଗା ରେଖା  ଅଲଗା ସ୍ଵଭାବ ଦେଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।