ହସ୍ଟେଲରେ ରହୁଥିବା ଝିଅମାନେ କଣ କଣ କରିଥାନ୍ତି ଜାଣନ୍ତୁ

ପ୍ରାୟତଃ ସମସ୍ତେ ଜାଣିଛନ୍ତି କି ହସ୍ଟେଲରେ ଝିଅମାନେ ପଢିବା ପାଇଁ ଯାଇଥାନ୍ତି ଓ କିନ୍ତୁ ସେଠି ପଢିବା ପରେ କଣ କରିଥାନ୍ତି ଏହା ଆପଣଙ୍କୁ ଆଜି ଆମେ କହିବାକୁ ଯାଉଛୁ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ହସ୍ଟେଲ ଲାଇଫ ବହୁତ ହିଁ ଭଲ ଲାଇଫ ହୋଇଥାଏ ଓ ଏହି ସମୟକୁ ସମସ୍ତେ ବହୁତ ଏନଜୟ ବି କରିଥାନ୍ତି । ବିଶେଷ କରି ପୁଅମାନେ ଏହି ସମୟକୁ ବହୁତ ଏନଜୟ କରନ୍ତି ।

କିନ୍ତୁ ବର୍ତ୍ତମାନ ସମୟରେ ପୁଅମାନଙ୍କ ଭଳି ବହୁତ ଝିଅ ଏମିତି ଅଛନ୍ତି ଯେଉଁମାନେ ବି ହସ୍ଟେଲରେ ରୁହନ୍ତି ଓ ନିଜର ଲାଇଫକୁ ପୁରା ଏନଜୟ କରିଥାନ୍ତି । ସେ ନିଜର ଶିକ୍ଷା ସହିତ ନିଜର କ୍ୟାରିୟର ପ୍ରତି ବି ଧ୍ୟାନ ଦିଅନ୍ତି ।

·    ଝିଅମାନେ ହସ୍ଟେଲରେ ପ୍ରାୟତଃ ପରସ୍ପରର ଅଧୁରା ପ୍ରେମ କାହାଣୀ ବିଷୟରେ କଥାବାର୍ତ୍ତା ହୋଇଥାନ୍ତି ।

·    ଏହା ସହିତ ଝିଅମାନେ ପ୍ରାୟତଃ ହସ୍ଟେଲ ରେ ନିଜର ଅନ୍ୟ ଝିଅ ବନ୍ଧୁଙ୍କ ସହିତ ସେଲଫି ନେଇ ନିଜର ସମୟକୁ ଏନଜୟ କରିଥାନ୍ତି ।

·    ଗର୍ଲ୍ସ ହସ୍ଟେଲରେ ପ୍ରାୟତଃ ଝିଅମାନେ ନିଜର ସ୍ଵାଧୀନତା କୁ ଏନଜୟ କରି ବାଥରୁମ ସିଙ୍ଗର ବି ହୋଇ ଯାଆନ୍ତି ।

·    ପୁଅମାନଙ୍କ ହସ୍ଟେଲ ଭଳି ଗର୍ଲ୍ସ ହସ୍ଟେଲରେ ବି ଝିଅମାନେ ପରସ୍ପରର ଡ୍ରେସକୁ ଚେଞ୍ଜ କରି ପିନ୍ଧିଥାନ୍ତି ।