ହାଇଟ ଅନୁସାରେ ଆପଣଙ୍କର କେତେ ହେବା ଉଚିତ ଓଜନ, ଏହି ୱେଟ ଚାର୍ଟରୁ ଜାଣନ୍ତୁ

ଆଜିକାଲି ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୬ ଜଣ ବ୍ୟକ୍ତି ମୋଟାପାର ଶିକାର ହେଉଛନ୍ତି । ଏକ ସୁସ୍ଥ ବ୍ୟକ୍ତି ପାଇଁ ଜାଣିବା ଉଚିତ କି ତାହାର ହାଇଟ ହିସାବରେ ତାହାର ଆନୁମାନିକ ୱେଟ କେତେ ହେବା ଉଚିତ । ଆଜିକାଲି ଝିଅ ହେଉ କିମ୍ବା ପୁଅ ସମସ୍ତେ ଏହି ମୋଟାପର ଶିକାର ହେଉଛନ୍ତି ଓ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ସେମାନଙ୍କ ମଧ୍ୟରୁ ପ୍ରାୟତଃ ଲୋକମାନଙ୍କୁ ଏହା ଜଣା ନାହିଁ କି ହାଇଟ ଅନୁସାରେ ତାଙ୍କର ୱେଟ କେତେ ହେବା ଉଚିତ ।

ଆଜି ଆମେ ଆପଣଙ୍କୁ ୱେଟ ଚାର୍ଟ ଜରିଆରେ ଏହା କହିବାକୁ ଯାଉଛୁ କି ଜଣେ ପୁଅ କିମ୍ବା ଝିଅର ହାଇଟ ଅନୁସାରେ ତାହାର କେତେ ୱେଟ ହେବା ଉଚିତ । ଆପଣଙ୍କୁ କହିଦେଉଛୁ କି ଆଜିକାଲିର ବ୍ୟସ୍ତତା ପୂର୍ଣ୍ଣ ଜୀବନରେ ସମସ୍ତେ ଅତି ସହଜରେ ମୋଟାପାର ଶିକାର ହୋଇ ଯାଉଛନ୍ତି । ଏହାର ମୁଖ୍ୟ କାରଣ ଏହା ଅଟେ କି ସେମାନେ ନିଜ ପାଇଁ ବିଲକୁଲ ବି ସମୟ ବାହାର କରି ପାରୁ ନାହାଁନ୍ତି ।

କହିଦେଉଛୁ କି ଆଜିକାଲିର ଅସନ୍ତୁଳିତ ଲାଇଫଷ୍ଟାଇଲ ହିଁ ସମସ୍ତଙ୍କ ପାଇଁ ମୋଟାପାର କାରଣ ଅଟେ । କାରଣ ଲୋକମାନେ ନା ହିଁ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେଉଛନ୍ତି ନା ହିଁ ନିଜର ୱାର୍କଆଉଟ ପାଇଁ ଟାଇମ ବାହାର କରି ପାରୁଛନ୍ତି । ଜଙ୍କ ଫୁଡ ପଛରେ ତ ଲୋକମାନେ ପାଗଳ ଅଟନ୍ତି । ଏହି କାରଣ ଅଟେ କି ଅଧିକାଂଶ ଲୋକମାନେ ଆଜିକାଲି ଓଭର ୱେଟ ଓ ମୋଟାପାର ଶିକାର ହେଉଛନ୍ତି ।

ଆପଣଙ୍କୁ କହିଦେଉଛୁ କି ନିଜର ୱେଟକୁ କନ୍ଟ୍ରୋଲରେ ରଖିବା ପାଇଁ ସବୁଠୁ ଅଧିକ ଜରୁରୀ ଅଟେ ହି କଥାକୁ ଜାଣିବା କି ନିଜର ହାଇଟ ବା ଉଚ୍ଚତା ହିସାବରେ ଆପଣଙ୍କର ଶରୀରର ୱେଟ କେତେ ହେବା ଉଚିତ । ଆମ ଦ୍ଵାରା ତଳେ ଦିଆ ଯାଇଥିବା ଏହି ୱେଟ ଚାର୍ଟକୁ ଦେଖି ଆପଣ ନିଜ ହାଇଟ ହିବସାରେ ଜାଣି ପାରିବେ କି ଆପଣଙ୍କର ୱେଟ କେତେ ହେବା ଉଚିତ ।

ପୁରୁଷଙ୍କର ୱେଟ ଚାର୍ଟ :

କହିଦେଉଛୁ କି ଏହି ୱେଟ ଚାର୍ଟ ଅନୁସାରେ ଯଦି ଆପଣଙ୍କର ହାଇଟ ଅନୁସାରେ ଆପଣଙ୍କର ୱେଟ ଅଛି ତେବେ ଆପଣ ଏକ ସୁସ୍ଥ ବ୍ୟକ୍ତି ଅଟନ୍ତି । କିନ୍ତୁ ଯଦି ଆପଣଙ୍କର ହାଇଟ ଅନୁସାରେ ୱେଟ କମ କିମ୍ବା ଅଧିକ ଅଛି ତେବେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ବହୁତ ଜରୁରୀ ଅଟେ ଓ ନିଜ ହାଇଟ ଅନୁସାରେ ନିଜର ୱେଟକୁ ମ୍ୟାନେଜ କରନ୍ତୁ ।

ମହିଳାଙ୍କର ୱେଟ ଚାର୍ଟ :

କହିଦେଉଛୁ କି ହାଇଟ ଅନୁସାରେ ଅଧିକ ଓଜନ ହେବା ଦ୍ଵାରା ଆପଣ ରୋଗ ଆଡକୁ ଟାଣି ହୋଇ ଯାଆନ୍ତି । ଯେମିତି କି ଡାଇବେଟିସ ଓ ଆର୍ଥରାଇଟିସ । ଅଧିକ ୱେଟ ହେବା ନିଜ ମଧ୍ୟରେ ହିଁ ଏକ ରୋଗ ଅଟେ । କିନ୍ତୁ ଯଦି ଏହାକୁ ସଠିକ ସମୟ ମଧ୍ୟରେ ନିୟନ୍ତ୍ରଣ କରି ନେବେ ତେବେ ଆପଣ ପ୍ରାୟତଃ ରୋଗରୁ ବଞ୍ଚି ପାରିବେ ।