ଗ୍ୟାଷ୍ଟ୍ରିକ ସମସ୍ୟାରୁ କେମିତି ପାଇବେ ମୁକ୍ତି -Dr. Girish Kumar Pati

ଆଜି କାଲୀ ଦୁନିଆରେ ଅନେକ ରୋଗ ଆସିଲାଣି ମାତ୍ର ଏହାର ଉପଚାର ମଧ୍ୟ କରାଯାଉଛି । ତେବେ ଯଦି ଆମେ ଆପଣଙ୍କୁ କହିବୁ କି ଆମେ ଯେଉଁ ରୋଗରେ ପୀଡିତ ତାହା ପାଇଁ ଔଷଧ ନାହିଁ କିମ୍ବା ତାର ଉପଚାର ନାଇ ।

ତାହେଲେ ଆପଣ ଖୁବ ଡେରିରେ ହୁଏତ ଡକ୍ଟରଙ୍କୁ ଦେଖାଇଛନ୍ତି । ପ୍ରତେକ ରୋଗର ପ୍ରାଥମିକ ଚିକିସ୍ଛା କରିବା ଆବଶ୍ୟକ ଅଟେ । ଆଜି ଆମେ କହିବାକୁ ଯାଉଛୁ ଗ୍ୟାଷ୍ଟ୍ରିକ ରୋଗ ବିଷୟରେ । ଏହା ହେବାର କାରଣ କଣ ଆମେ ଆପଣଙ୍କୁ କହିବୁ ଆଜି । ଆଜି କାଲିର ବ୍ୟସ୍ତ ଜୀବନରେ ପ୍ରତେକ ଲୋକମାନେ ନିଜ ଖାଇବା ପିବାକୁ ଖୁବ ଅନାଦେଖା କରୁଛନ୍ତି । ଏହା ପରେ ଖାଇବାର ଏକ ଠିକ ସମୟ ମଧ୍ୟ ରଖୁ ନାହାନ୍ତି । ଯେତେବେଳେ ଯାହା ମିଳିଲା ଖାଇବା ପାଇଁ ବାଧ୍ୟ ହେଉଛନ୍ତି ।

ତେବେ ଆମେ ପ୍ରତେକ ଘରେ ଦେଖିଥିବା କି ଆମେ କିଛି ପିଲାଙ୍କୁ ଖାଇବା ପାଇଁ ଦିଆ ହୋଇଥିଲେ ବି ସେମାନେ ଖାଇବା ନଖାଇ ସ୍କୁଲ ଚାଲି ଯାନ୍ତି ନେଇଥିବା ଖାଦ୍ଯ ନ ଖାଇ କିଛି ବାହାର ଖାଦ୍ଯ ଖାଇଥାନ୍ତି । ତେବେ ଆମେ ଆଜି ଆପଣଙ୍କୁ କହିବୁ କି ଏହା ଦ୍ଵାରା ଜ୍ଞାଶ ସମସ୍ଯା ହୋଇ ଥାଏ । କିଛି ଲୋକ କିମ୍ବା ପିଲା ମାନଙ୍କ ମୁଣ୍ଡ ବିନ୍ଧା ହୋଇ ଥାଏ, ବାନ୍ତି ଲାଗି ଥାଏ, କିଛି ତେଲିଆ ଜିନିଷ ଖାଇବା ଦ୍ଵାରା ତାଙ୍କ ତଣ୍ଟି ଓ ପେଟରେ ଜ୍ଵାଳା ଅନୁଭବ ହୋଇ ଥାଏ ।

ଏହା ଛଡା ଆମେ ଆଉ ଏକେ ଜିନିଷ ଦେଖିଥିବାକୀ ଯେଉଁ ମାନେ ନ ଖାଇକି ଚାଲି ଯାନ୍ତି ହଠାତ ଖାଇବା ପରେ ପରେ ସେମାନଙ୍କ ପେଟରେ ପୋଡା ଆରମ୍ଭ ହୋଇ ଥାଏ । ତେବେ ଏହା ସହ କିଛି ଝାଡା କିମ୍ବା ବଦହଜମି ଭଳି ସମସ୍ଯା ଦେଖାଇ ଥାଏ । ଯଦି ଏହାକୁ ସମୟ ଥାଉ ଥାଉ ଆମେ ଡାକ୍ତରଙ୍କୁ ନ ଦେଖାଇ କିଛି ଭି ମେଡ଼ିସିନ ଖାଇ ଥାଉ ଏହା ଆମକୁ କିଛି ସମୟ ପାଇଁ ଭଲ ଲାଗେ ମାତ୍ର ପୁଣି ସେଭଳି ଲାଗେ ।

ତେଣୁ କରି ଡାକ୍ଟରଙ୍କ ସହ ପରାମର୍ଶ କରି ଆପଣ କିଛି ମେଡ଼ିସିନ ନିଅନ୍ତୁ ଯାହା ଦ୍ଵାରା ଆପଣ ସବୁଦିନ ପାଇଁ ଭଲ ହୋଇ ପାରିବେ । ଆଉ ଏକ କଥା କିଛି ଲୋକମାନେ ଅଲଗା ଅଲଗା ପ୍ରକାର ମେଡ଼ିସିନ ଖାଇ ଏହାକୁ ବଢେଇ ଦେଇଥାନ୍ତି । ଏହା ଯେତେବେଳେ ଡାକ୍ତରଙ୍କ ପାଖରେ ଚିକିସ୍ଛା ପାଇଁ ପହଞ୍ଚି ଥାଏ ଏହା କ୍ୟାନ୍ସର ହୋଇ ଯାଇଥାଏ । ଆମ ଯକୃତରେ ମଧ୍ୟ ଏହା ପାଇଁ ଖୁବ କଷ୍ଟ ଅନୁଭବ ହୁଏ ।

ଏହା ସହ ଏହା ପାଇଁ କଳା ଝାଡା ମଧ୍ୟ ହୋଇ ଥାଏ । ବେଳେ ବେଳେ ରକ୍ତ ବାନ୍ତି ମଧ୍ୟ ହୋଇ ଥାଏ । ଏହି ଭଳି ସମୟା ସାମନାକୁ ଆସିଲେ ଆମେ ନିଜର ତେଲେ ଛଣା ଜିନିଷ ଖାଇବା କମେଇବେ । ଅଧିକ ରୁ ଅଧିକ ପାଣି ପିବେ ଏହା ସହ ନିଜ ଚର୍ବି କମ କରିବା ପାଇଁ ଚେଷ୍ଟା କରିବେ । ଏହା ସହ ଆପଣ ନିଶା ସେବନ ତ୍ୟାଗ କରିବେ । ନିଜ ଖାଦ୍ଯରେ ଆପଣ ଭଲ ପ୍ରୋଟିନ, ଭିଟାମିନ, ମିନେରାଲ, ଥିବା ଜିନିଷ ସାମିଲ କରିବେ । ଏହା ସହ ପ୍ରତେକ ଦିନ ପାଣି ୧୨ ଗ୍ଳାସ ପିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।